Latest Odisha News

BREAKING NEWS

କେମିକାଲ ଫ୍ୟାକ୍ଟ୍ରିରେ ବଏଲର ଫାଟି ୪ ମୃତ; ୩୦ରୁ ଅଧିକ ଆହତ

ବହାଦୁରଗଡ: ଦିଲ୍ଲୀ ସ୍ଥିତ ବହାଦୁରଗଡର ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଦିନ ବଏଲର ଫାଟି ଯାଇଛି । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ସହରର ଟ୍ରାମା ସେଣ୍ଟର ଓ ଘରୋଇ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି ।

ବଏଲର ଫାଟିଯିବା ଦ୍ୱାରା କାରଖାନାର ଆଖପାଖ କୋଠା ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ଓ ୪ଟି କାରଖାନାରେ ନିଆଁ ମଧ୍ୟ ଲାଗିଯାଇଛି । କୋଠା ତଳେ ଅନେକ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣାରେ କୋଟି କୋଟି ଟଙ୍କାର କ୍ଷତି ମଧ୍ୟ ହୋଇଛି । ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.