Latest Odisha News

BREAKING NEWS

୩୦୦ ଟେଷ୍ଟ ଉଇକେଟ ପାଇଁ ଈଶାନ୍ତଙ୍କୁ ଅପେକ୍ଷା କରିବାକୁ ପଡିବ

ୱେଲିଂଟନ: ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୩୦୦ ଉଇକେଟ ହାସଲ ପାଇଁ ଭାରତର ପେସ ବୋଲର ଈଶାନ୍ତ ଶର୍ମାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ନୁ୍ୟଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଫିଟ ନ ଥିବାରୁ ଖେଳିବେ ନାହିଁ ।

ଈଶାନ୍ତ ୯୭ ଟେଷ୍ଟର ୧୭୫ ଇନିଂସରେ ୨୯୭ ଉଇକେଟ ହାସଲ କରିଛନ୍ତି । ତାଙ୍କର ଶ୍ରେÂ ପ୍ରଦର୍ଶନ ୭/୭୪ ରହିଛି । ଈଶାନ୍ତଙ୍କ ସ୍ଥାନରେ ଉମେଶ ଯାଦବ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ଅଧିକ ।

Leave A Reply

Your email address will not be published.