Latest Odisha News

BREAKING NEWS

ପୁରୀ ବେଳାଭୂମି ସଫେଇରେ ସାମିଲ ହେବେ ବଲିଉଡ ଅଭିନେତା ଭିଦ୍ୟୁତ

ପୁରୀ: ସେପ୍ଟେମ୍ବର ୨୧ରେ ପୁରୀରେ ହେବାକୁ ଥିବା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ‘ମୋ ବିଚ’ରେ ସାମିଲ ହେବେ ବଲିଉଡ ଅଭିନେତା ଭିଦ୍ୟୁତ ଜମ୍ମୱାଲ । ଶନିବାର ଦିନ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଆନ୍ତର୍ଜାତିକ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ପୃଥିବୀର ଦୀର୍ଘତମ ସଫେଇଭାବେ ପରିଚିତ ହେବ ।

ମିଳିଥିବା ସୂଚନା ଅନୁସାରେ ଏଥିରେ ପୁରୀର ୧୪୦କିଲୋମିଟର ବ୍ୟାପି ବେଳାଭୂମି ସଫେଇ କରାଯିବ । ଯାହା ପୃଥିବୀର ଦୀର୍ଘତମ ସଫେଇଭାବେ ପରିଚିତ ହେବ ।

ଏହି ମହତ କାର୍ଯ୍ୟରେ ତାଙ୍କ ସହ ଯୋଗଦେବା ପାଇଁ ଭିଦ୍ୟୁତ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.