Latest Odisha News

BREAKING NEWS

ଜାଗାବାଡିକୁ କେନ୍ଦ୍ରକରି ବୋମାମାଡ, ପୋଲିସର ଛାନଭିନ ଜାରି

ଭୁବନେଶ୍ୱର : ଜାଗାବାଡିକୁ ନେଇ ତୁମୁଳକାଣ୍ଡ । ରାଜଧାନୀ ଉପକଣ୍ଠରେ ହେଲା ବୋମାମାଡ । ବାଲିଅନ୍ତା ଥାନା ସରକଣାରେ ବୋମାମାଡ ହୋଇଛି । ଜାଗାବାଡି ବିକ୍ରି ବାବଦରେ କମିଶନ ଟଙ୍କାକୁ ନେଇ ବୋମା ଫିଙ୍ଗା ଓ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ । ପୋଲିସ ତଦନ୍ତ ଜାରି ରଖିଛି ।

BjdElectrycity

Comments are closed, but trackbacks and pingbacks are open.