ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ସୁନ୍ଦରପଦାରେ ବୋମାମାଡ଼ । ଆଜାଦନଗର ଅଞ୍ଚଳରେ ବୋମାମାଡ଼ ହୋଇଛି । ଗୋଟିଏ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି । ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ କରୁଛି । ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଏୟାର ଫିଲ୍ଡ ଥାନା ପୋଲିସ ।
BREAKING NEWS
- ସ୍ଥାପନ ହେଲା ସୌରଚାଳିତ ସାଇରନ ; ହାତୀ ଗ୍ରାମ ମୁହାଁ ହେଲେ ବାଜିବ, ଲୋକେ ହେବେ ସତର୍କ
- Odia Cinema: “ଓଡ଼ିଆ ଫିଲ୍ମ ସିନେମା ହଲରୁ ବାହାର କରି ଅନ୍ୟ ସିନେମାର ପ୍ରଚାର କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”
- ଜର୍ମାନୀକୁ ହରାଇ ବିଶ୍ୱକପ ନକଆଉଟରେ ପ୍ରବେଶ କଲା ଇକ୍ୱେଡର
- Congress Appoints Lalji Desai:ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ; AICC ପକ୍ଷରୁ ବିଜ୍ଞପ୍ତି ଜାରି
- ଭାରତକୁ ପ୍ରଥମ ଥର ପାଇଁ ହରାଇଲା ଆୟର୍ଲାଣ୍ଡ
- ସ୍ନାନପୂର୍ଣ୍ଣିମାରେ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ ବ୍ୟବସ୍ଥା; ଜାଣନ୍ତୁ କେଉଁ ପଟେ ଗଲେ କେଉଁଠି ଗାଡି ପାର୍କିଂ କରିବେ
- BLO Pramila Ojha: ଦେଶଭକ୍ତି ଓ ସେବା ମନୋଭାବର ଅନନ୍ୟ ଉଦାହରଣ ସାଜିଲେ ବିଏଲଓ ପ୍ରମିଳା ଓଝା
- Vigilance Trap:ଭିଜିଲାନ୍ସ ପଞ୍ଝାରେ ରାଇଘର ଏଲ.ଆଇ ପ୍ରଫୁଲ ହାଲଦାର
- Rairangpur Accident: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ବାଇକ୍;୩ ମୃତଦେହ ଉଦ୍ଧାର
- ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଶ୍ରେୟାଶ ଆୟାର

Comments are closed.