ଭୁବନେଶ୍ୱର: ତାଲାବନ୍ଦ ଭିତରେ ପିଲା ପାଇବେ ପାଠ୍ୟ ପୁସ୍ତକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବଂଟାଯିବ ବହି । ଏନେଇ ନିଷ୍ପତ୍ତି ହୋଇଛି । ବହି ବାଣ୍ଟିବା ନେଇ ଡିଇଓ ଓ ଡିପିସିଙ୍କୁ ଚିଠି ଲେଖିଛି ଓସେପା । ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବହି ବଣ୍ଟାଯିବ । ସେ ନେଇ ଡିଇଓ ଓ ଡିପିସି ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିବା ହଟସ୍ପଟ ଅଂଚଳ ଓ କଂଟେନମେଂଟ ଜୋନରେ ବହି ବଂଟାଯିବନି । ସ୍ଥିତିକୁ ଦେଖି ସ୍କୁଲରେ ଅବା ଘରେ ଘରେ ବହି ପହଚାଂଇବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନାର ଗାଇଡ ଲାଇନ ଅନଯାୟୀ ସାମାଜିକ ଦୂରତା, ଓ ନରାପଦରେ ବହି ବାଂଟିବାକୁ ନିର୍ଦ୍ଦେଶ ଦିଆଯାଇଛି ।
BREAKING NEWS
- ଲଗାଣ ବର୍ଷା ଜାରି; ଆସନ୍ତାକାଲି ମାଲକାନଗିରିରେ ଶିକ୍ଷାନୁଷ୍ଠାନ ଛୁଟି
- ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି; ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ
- Tiger Inside House: ଘରେ ପଶିଗଲା ମହାବଳ ବାଘ! ଛାନିଆ ଗାଁ ଲୋକେ…୧୫ ଘଣ୍ଟା ନାକେଦମ୍ ପରେ ଜନ୍ତାରେ ପଡିଲା..
- ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ବାର୍ଦ୍ଧକ୍ୟ ଭତ୍ତା: ମନ୍ତ୍ରୀ
- ଓଡ଼ିଶା ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି ଚିହ୍ନଟ; ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ
- Analogue Paneer: ପ୍ରୋଟିନ୍ ନାଁରେ ଖାଉଛନ୍ତି ଆନାଲଗ୍ ପନିର? ସାବଧାନ୍! ଡାକ୍ତର କହିଲେ ନିୟମିତ ଖାଇବା…ନୁହେଁ ସାଧାରଣ ପନିର୍!
- ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ୱ ନେଲେ ଶର୍ବଣା ବିବେକ ଏମ୍
- ଫୁଲୁଛି ନଦୀ…ଏକାଧିକ ପୋଲ ଉପରେ ବନ୍ୟାପାଣି;ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ
- Hilsa Fish: ପୂଜା ପୂର୍ବରୁ ଇଲିଶି ବଜାରକୁ ଝଟକା! ବାଂଲାଦେଶ ବନ୍ଦ କଲା ଆମଦାନୀ, ଏଥର ଭାରତକୁ ଆସିବନି ପଦ୍ମା ଇଲିଶି?
- SIR ଓ MMDR ପ୍ରସଙ୍ଗରେ ବର୍ଷିଲେ ନବୀନ; ପୁନଃ ସମୀକ୍ଷା ଦାବି କଲେ

Comments are closed.