Latest Odisha News

BREAKING NEWS

Browsing Tag

school and mass education department

ଏ ମାସରେ ହିଁ ଖୋଲିବ ସ୍କୁଲ

ଭୁବନେଶ୍ୱର: ଚଳିତ ମାସ ଅର୍ଥାତ ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ନବମରୁ ଦଶମ ଯାଏଁ ସମ୍ପୂର୍ଣ୍ଣ କ୍ଲାସ ହେବ । ତେବେ ପିଲାଙ୍କୁ ସ୍କୁଲ ଛାଡିବାକୁ ଯଦି ଅଭିଭାବକ ରାଜି ନହୁଏନ୍ତି ତେବେ ଅନ୍‌ଲାଇନ୍‌ରେ କ୍ଲାସ…

ସୋମବାରରୁ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ରେଡିଓ ପାଠଶାଳା

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ସୋମବାରଠାରୁ ରାଜ୍ୟରେ ଆରମ୍ଭ ହେବ ରେଡିଓ ପାଠଶାଳା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ରେଡିଓ ଯୋଗେ ପାଠପଢ଼ା ହେବ । ସୋମବାରରୁ ଶୁକ୍ରବାର ସକାଳ ୧୦ ଟାରୁ ପାଠପଢା ହେବ । ରାଜ୍ୟର…

ଆଜି ପ୍ରକାଶ ପାଇବ OSSTET ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ଆଜି ଓଏସ୍‌ଏସ୍‌ଟିଟି ତଥା ଓଡ଼ିଶା ସେକେଣ୍ଡାରୀ ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷାର ପ୍ରକାଶ ପାଇବ ରେଜଲ୍ଟ । ପରୀକ୍ଷାର୍ଥୀ www.osstet.co.in ଦେଖିପାରିବେ ନିଜ ରେଜଲ୍ଟ । ନିଜ ମେଲ୍ ଆଇଡି ଓ ପାସ୍‌ୱାର୍ଡ ଦେଇ ପରୀକ୍ଷାର୍ଥିମାନେ ମୋବାଇଲ୍‌ରେ ନିଜ ପରୀକ୍ଷା ଫଳ ଦେଖିହେବ ।…

ସ୍କୁଲରେ କେମିତି ପାଳନ ହେବ ଅଗଷ୍ଟ ୧୫, ଆସିଲା ଗାଇଡଲାଇନ୍‌

ଭୁବନେଶ୍ୱର: ଚଳିତ ବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ । ତେବେ ସ୍କୁଲରେ କିଭଳି ଅଗଷ୍ଟ ୧୫ ପାଳନ କରାଯିବ ସେ ନେଇ ଗାଇଡଲାଇନ୍ ଜାରି ହୋଇଛି । ସ୍ୱାଧୀନତା ଦିବସରେ କୌଣସି ପିଲା ସ୍କୁଲ ଆସିବେ ନାହିଁ । ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ପତାକା ଉତ୍ତୋଳନ କରିବେ…

ବଢ଼ିଲା ସ୍କୁଲ ଆଡମିଶନ ତାରିଖ

ଭୁବନେଶ୍ୱର: ବଢିଲା ସ୍କୁଲ୍ ଆଡ଼ମିଶନ ତାରିଖ। କରୋନା ମହାମାରୀ ପାଇଁ ଆଡ଼ମିଶନ ତାରିଖକୁ ଅଗଷ୍ଟ ୧୪ ଯାଏ ଘୁଞ୍ଚା ଯାଇଛି। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଜୁନ୍ ୮ରୁ ଆଡ଼ମିଶନ ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ…

ଆଣ୍ଡ୍ରୋଏଡ୍ ଫୋନରେ ଦେଇପାରିବେ ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର: ଅଗଷ୍ଟ ୧ରୁ ଆରମ୍ଭ ହେବ ଚଳିତ ବର୍ଷର ଡିପ୍ଲୋମା ପରୀକ୍ଷା । ୨୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, କମ୍ଫ୍ୟୁଟର ଓ ଲାପଟପ୍ ନଥିଲେ ଛାତ୍ରଛାତ୍ରୀ ଘରେ ରହି ନିଜ ଆଣ୍ଡ୍ରୋଏଡ ଫୋନରେ ମଧ୍ୟ ପରୀକ୍ଷା…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ଛାତ୍ରଛାତ୍ରୀ ପାସ୍‌

ଭୁବନେଶ୍ୱର : କରୋନା କଟକଣା ପାଇଁ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ କେହି ହେବେନି ଫେଲ୍ । ସମସ୍ତଙ୍କୁ ପାସ୍ କରିବା ପାଇଁ ଆଜି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଲକ୍ ଡାଉନ୍ ପାଇଁ ରାଜ୍ୟରେ ଏହି ସବୁ ଶ୍ରେଣୀର ପରୀକ୍ଷା ଶେଷ…

ମାଟ୍ରିକ ଖାତା ମୂଲ୍ୟାୟନର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସାରା ଦେଶରେ ତାଲାବନ୍ଦ ପଡିଛି । ଲକଡାଉନ୍ ଯୋଗୁଁ ମାଟ୍ରିକ ଖାତା ମୂଲ୍ୟାୟନକୁ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ଏହା ପୁନଃ ଆରମ୍ଭ ହେବ ବୋଲି ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, କରୋନା ସଂକ୍ରମଣ ଲାଗି…

ଲକଡାଉନ୍‌: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର: ତାଲାବନ୍ଦ ଭିତରେ ପିଲା ପାଇବେ ପାଠ୍ୟ ପୁସ୍ତକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବଂଟାଯିବ ବହି । ଏନେଇ ନିଷ୍ପତ୍ତି ହୋଇଛି । ବହି ବାଣ୍ଟିବା ନେଇ ଡିଇଓ ଓ ଡିପିସିଙ୍କୁ ଚିଠି ଲେଖିଛି ଓସେପା । ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବହି ବଣ୍ଟାଯିବ । ସେ ନେଇ ଡିଇଓ ଓ…

ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଗଠନ ହେବ ‘ରାଜ୍ୟ ପରାମର୍ଶଦାତା ପରିଷଦ’

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବଢାଇବାକୁ ସରକାର 'ରାଜ୍ୟ ପରାମର୍ଶଦାତା ପରିଷଦ' ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିକ୍ଷା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାର ଶିକ୍ଷାରେ ସଂସ୍କାର ଆଣିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ…