Latest Odisha News

BREAKING NEWS

Browsing Tag

school and mass education Minister

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ମିଳିବ ଟେଷ୍ଟ ପେପର

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦେବେ ଟେଷ୍ଟ ପେପର । ୬ ଲକ୍ଷ ୨୦ ହଜାର ୫୦୮ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟ ପେପର ପ୍ରଦାନ କରିବେ ସରକାର । ଏନେଇ ସୁଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କୋଭିଡ ଯୋଗୁଁ…

କେତେ ପ୍ରତିଶତ କମିବ ସିଲାବସ, ସପ୍ତାହ ଭିତରେ ଦୂର ହେବ ଦ୍ୱନ୍ଦ୍ୱ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ପାଠପଢା ପ୍ରଭାବିତ ହୋଇଥିବା ବେଳେ ସମସ୍ତଙ୍କ ନଜର ରହିଛି ସରକାରଙ୍କ ସିଲାବସ୍ ହ୍ରାସ ନିଷ୍ପତ୍ତି ଉପରେ । ଏହାରି ଭିତରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ସିଲାବସ୍ ହ୍ରାସ ସମ୍ପର୍କରେ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ…

ଶିକ୍ଷକଙ୍କୁ ଦୁର୍ବ୍ୟବହାର କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ବିରୋଧୀ ଲଢେଇରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଯୋଦ୍ଧା ଭଳି ନିଜକୁ ଉତ୍ସର୍ଗ କରିଛନ୍ତି । ସେମାନଙ୍କୁ ଦୁର୍ବ୍ୟବହାର ବରଦାସ୍ତ କରାଯିବନି, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ଚେତାଇ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।…

ଲକଡାଉନ୍‌: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର: ତାଲାବନ୍ଦ ଭିତରେ ପିଲା ପାଇବେ ପାଠ୍ୟ ପୁସ୍ତକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବଂଟାଯିବ ବହି । ଏନେଇ ନିଷ୍ପତ୍ତି ହୋଇଛି । ବହି ବାଣ୍ଟିବା ନେଇ ଡିଇଓ ଓ ଡିପିସିଙ୍କୁ ଚିଠି ଲେଖିଛି ଓସେପା । ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବହି ବଣ୍ଟାଯିବ । ସେ ନେଇ ଡିଇଓ ଓ…

ଆରମ୍ଭ ହେଲା +୩ରୁ ଯୁକ୍ତ ୨ କଲେଜ ଅଲଗା ହେବା ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟର ଯୁକ୍ତ ୩ କଲେଜରୁ ଏବେ ଯୁକ୍ତ ଦୁଇ କନିଷ୍ଠକୁ କଲେଜ ଗୁଡିକୁ ଅଲଗା କରିବା ଲାଗି ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜ୍ୟ ସଚିବାଳୟ ଠାରେ ଗୁରୁବାର ଦିନ ଆୟୋଜିତ ଏକ ମିଳିତ ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା…