Latest Odisha News

BREAKING NEWS

ଜାନୁଆରୀ ୧୦ରୁ କଟକରେ ଦିଆଯିବ ବୁଷ୍ଟର ଡ଼ୋଜ୍

କଟକ: ଜାନୁଆରୀ ୧୦ତାରିଖରୁ କରୋନା ପାଇଁ କଟକରେ ବୁଷ୍ଟର ଡ଼ୋଜ୍ ପ୍ରଦାନ ଆରମ୍ଭ ହେବ । ଏନେଇ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଲାଣି । ତେଣୁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଡ଼ୋଜ୍ ଦିଆଯିବା ନେଇ ଚର୍ଚ୍ଚା ଚାଲିଥିଲା ।

BjdElectrycity

ପ୍ରଥମ ପର୍ଯ୍ୟାୟରେ ଆଗ ଧାଡ଼ିର କୋଭିଡ଼ ଯୋଦ୍ଧାଙ୍କୁ ବୁଷ୍ଟର ଡ଼ୋଜ୍ ଦିଆଯିବ । ପରବର୍ତ୍ତି ପର୍ଯ୍ୟାୟରେ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡ଼ୋଜ୍ ଦିଆଯିବ । କେଉଁ କେଉଁ ସ୍ଥାନରେ ଟିକା ଦିଆଯିବ ସେନେଇ ଅନୁଧ୍ୟାନ ଚାଲିଛି । ଏନେଇ ସୂଚନା ଦେଲେ ସିଏମସି ଡ଼େପୁଟି କମିଶନର ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.