Latest Odisha News

ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରାହ୍ମୋସ୍’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: DRDOର ଅନ୍ୟ ଏକ ସଫଳତା । ରବିବାର ଦିନ ଭାରତୀୟ ନୌ-ସେନାର ସ୍ୱଦେଶୀ ନିର୍ମିତ INS ଚେନ୍ନାଇରୁ ଆରବ ସାଗରରେ ଟାର୍ଗେଟର  ସଫଳତାର ସହ ପରୀକ୍ଷଣ କରାଯାଇଥିଲା ବୋଲି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କହିଛି।

ଉଚ୍ଚ ସ୍ତରୀୟ ଏବଂ ଅତ୍ୟଧିକ ଜଟିଳ ପରିସ୍ଥିତିରେ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରାହ୍ମୋସ୍’ ସଫଳତାର ସହ ଟାର୍ଗେଟକୁ ଭେଦ କରିଥିଲା ।

ବ୍ରହ୍ମୋସ୍ ”ପ୍ରାଇମ ଷ୍ଟ୍ରାଇକ୍ ଅସ୍ତ୍ର” ଭାବରେ ଯୁଦ୍ଧ ବିମାନର ଅଦୃଶ୍ୟତାକୁ ସୁନିଶ୍ଚିତ କରିବ ଯାହା ଦୂରରେ ଥିବା ଶତ୍ରୁର ଅବସ୍ଥିତି ସମ୍ପର୍କୀୟ ତଥ୍ୟ ନୌ-ବାହିନୀକୁ ଯୋଗାଇବ ବୋଲି ଆଶା କରାଯାଇଛି ।

ଏହି ସମ୍ପର୍କରେ DRDO ଏକ ଟ୍ଵିଟ କରି କହିଛି:

Comments are closed.