Latest Odisha News

BREAKING NEWS

[ଭିଡ଼ିଓ] ସାପ ମାନଙ୍କର ଦ୍ୱୀପ ‘ଇଲାହା ଦା କ୍ୟୁଡ଼ମାଦା’

 ଶୁଣିଲେ ବେଶ୍ ଆଶ୍ଚର୍ଯ୍ୟ ଲାଗେ। ଆମେ ମଣିଷ ଯେମିତି ବସବାସ କରୁଛେ ସେମିତି କିଛି ଜୀବମାନଙ୍କ ମଧ୍ୟ ଭିନ୍ନ ଭିନ୍ନ ପରିବେଶ ରହିଛି ।

BjdElectrycity

ଯେମିତି ଭିନ୍ନ ଭିନ୍ନ ସାପ ସବୁ କିଛି ସ୍ଥାନରେ ଦେଖିବାକୁ ମିଳେ। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ ଯେ ଏହି ସାପ ମାନଙ୍କର ବି ଗୋଟିଏ ଦ୍ୱୀପ ରହିଛି । ଯେଉଁ ଭେରାଇଟି ସାପ ଦେଖିବାକୁ ମିଳିଥାଏ ।

ଏ ହେଉଛି ବ୍ରାଜିଲର ଇଲାହା ଦା କ୍ୟୁଡ଼ମାଦା ଦ୍ୱୀପ। ଯାହା କି ସାପ ମାନଙ୍କ ଦ୍ୱାରା ଶାସିତ। ଏହି ଦ୍ୱୀପକୁ ସାପ ମାନଙ୍କ ଦ୍ୱୀପ ବୋଲି ବର୍ଣ୍ଣନା କରାଯାଇଛି । ଦୁନିଆର ସବୁ ପ୍ରକାରର ଲକ୍ଷାଧିକ ସାପଙ୍କ ଗନ୍ତାଘର ପାଲଟିଛି । ଖାଲି ସେତିକି ନୁହେଁ ଏହି ସ୍ଥାନରେ ବହୁ ବିରଳ ଆଉ ବିଷ୍ାକ୍ତ ସାପ ମାନ ମଧ୍ୟ ରହିଥିବା ଦେଖିବାକୁ ମିଳିଥାଏ ।

ବିରଳ ସାପ ମାନଙ୍କ ମଧ୍ୟରେ ଗୋଲଡେନ୍ ଲାନ୍ସ ହେଡ ଭାଇପର ବହୁ ମାତ୍ରାରେ ରହୁଛନ୍ତି । ଯାହାକି ଦେଖିବାକୁ ପୁରା ବିରଳ କହିଲେ ଅତ୍ୟୁକ୍ତି ହେବନି। ତେବେ ବହୁ ବିଷାକ୍ତ ସାପ ମାନଙ୍କ ବସବାସ ଯୋଗୁ ଏହି ସ୍ଥାନକୁ ଯିବା ଆସିବା ନେଇ ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.