Latest Odisha News

BREAKING NEWS

ଅଜବ ପ୍ରଥା : ବିବାହର ୩ ଦିନ ପର୍ଯ୍ୟନ୍ତ ପତି-ପତ୍ନୀ ଶୌଚାଳୟ ଯିବେନି

ଜାକର୍ତା: ବାହାଘର ନେଇ ଭିନ୍ନ ଭିନ୍ନ ନୀତି ନିୟମ ପାଳନ କରାଯାଏ । ତେବେ ଇଣ୍ଡୋନେସିଆରେ ଏକ ଅଜବ ରୀତି ରହିଛି । ଏଠାରେ ବିବାହ ପରେ ପତି-ପତ୍ନୀ ୩ ଦିନ ପର୍ଯ୍ୟନ୍ତ ଶୌଚାଳୟ ଯିବେନି । ଯଦି କିଏ ଯାଏ ତା’ହେଲେ ଏହାକୁ ଅଶୁଭ ମନାଯାଏ ।

ବିଶେଷ କରି ଟ୍ୱାଙ୍ଗ ସମ୍ପ୍ରଦାୟର ଲୋକ ଏହି ପ୍ରଥା ପାଳନ କରିଥାନ୍ତି । ସେମାନଙ୍କ ମତ ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ । ଏହି ସମୟ ମଧ୍ୟରେ ଶୌଚାଳୟ ଗଲେ ଏହାର ପବିତ୍ରତା ନଷ୍ଟ ହୋଇଯାଏ ।

Leave A Reply

Your email address will not be published.