କଟକ: ଭାଉଜକୁ ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ । କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଲିସ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ ଓ ଜମିଜମା ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବି ଖୋଳତାଡ କରିଛି ।
BREAKING NEWS
- ‘ଯେପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ଧାନ ରହିଛି, ସେପର୍ଯ୍ୟନ୍ତ ଧାନ କିଣା ଜାରି ରହିବ’
- Capital Crime:ପୋଲିସ କେସ୍ ଦେବାରୁ ମହିଳାଙ୍କୁ ଖଣ୍ଡାରେ ହାଣିଦେଲେ
- ଉପକାରାଗାର ଜେଲର ସନ୍ତୋଷିନୀ ଦାଶ ସସପେଣ୍ଡ୍; ଏହି ଘଟଣାକୁ ନେଇ ବିବାଦରେ ଥିଲେ…
- ଏଆଇ ନେଉଛି ଚାକିରି ଚର୍ଚ୍ଚା ଭିତରେ ଓପନ AIର ସିଇଓଙ୍କ ବୟାନ କଲା ଉତ୍ସାହିତ
- Firecracker Blast: ବାଣ ବିସ୍ଫୋରଣରେ ୩ ଗୁରୁତର; ଏସସିବି ସ୍ଥାନାନ୍ତର
- ଟି୨୦ ବିଶ୍ୱକପ : ଜିମ୍ବାୱେର ଏହି ବ୍ୟାଟ୍ସମ୍ୟାନ ଏ ପର୍ଯ୍ୟନ୍ତ ହୋଇ ନାହାନ୍ତି ଆଉଟ
- ଦେଢ଼ କୋଟି ମୂଲ୍ୟରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଟ୍ରକ୍ ମାଲିକ ଗିରଫ
- ୨୩ ଫେବୃଆରୀରୁ ଶନି ଏବଂ ମଙ୍ଗଳ ଏହି ୩ ରାଶିରେ ପ୍ରବେଶ କରିବେ, ଯାହା ବିପୁଳ ଆର୍ଥିକ କ୍ଷତିର ସଙ୍କେତ..
- ଆୟୋଜକ ଟିମକୁ ହରାଇ ଶୀର୍ଷରେ ରହିଲା ଜିମ୍ବାୱେ
- ବିକ୍ରମ ପଣ୍ଡାଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଆବେଦନ ଖାରଜ
Comments are closed.