Latest Odisha News

ଭୁବନେଶ୍ୱରରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ୧୨୫ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଡ୍ରଗ୍ସ ବେପାରିକୁ ଗିରଫ କରାଯାଇଛି।

ଏହି ବ୍ରାଉନ ସୁଗାରର ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଅବକାରୀ ବିଭାଗ।

ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ଖୋଳତାଡ଼ ଆରମ୍ଭ ହୋଇଥିବା ସୂତ୍ରରୁ ପ୍ରକାଶ।

Comments are closed.