Latest Odisha News

ଓଡିଶା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ପରିଷଦ (ସି.ଏଚ.ଏସ.ଇ) ର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୋଲିସ ନିଯୁକ୍ତି ବୋର୍ଡ଼ର ଅଧ୍ୟକ୍ଷ ତଥା ଅଗ୍ନିଶମ ବାହିନୀର ପୂର୍ବତନ ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିଷଦର ଉତ୍ତୋରତ୍ତର…

୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ଆକର୍ଷଣ କର୍ଣ୍ଣାଟକୀ ସଙ୍ଗୀତ

ଭୁବନେଶ୍ୱର: ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ତୃତୀୟ ସନ୍ଧ୍ୟା ଅବିସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଥିଲା । ପ୍ରଖ୍ୟାତ କର୍ଣ୍ଣାଟକୀ କଣ୍ଠଶିଳ୍ପୀ ଡକ୍ଟର…

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ମୁତୟନ ହେବେନି ଜିଲ୍ଲା ପୋଲିସ, ଜାଣନ୍ତୁ କାରଣ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପୋଲିସକୁ ମିଳିଲା ନୂଆଖାଇ ଛୁଟି । ଆସନ୍ତାକାଲି ପାଇଁ ସମ୍ବଲପୁର ପୋଲିସକୁ ମିଳିଲା ଛୁଟି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ । ସବୁଠାରୁ ବଡ କଥା ଯେ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ମୁତୟନ ହେବେନି…

ଭିନ୍ନ ଗଣେଶ: ଗଛରେ ଗଜାନନ, କୁଲାରେ କାନ

ଭୁବନେଶ୍ଵର: ରାଜଧାନୀର ଗଛ ଗଣେଶ, ଫୋକସରେ ପରିବେଶ ସୁରକ୍ଷା। ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଗଛ ଗଣେଶ ପୂଜା କରିଛି ବକୁଳ ଫାଉଣ୍ଡେସନ । ପ୍ରତିବର୍ଷ ପରି ଚଳିତ ବର୍ଷ ବିଜୁ ପଟ୍ଟନାୟକ ପାର୍କରେ ଗଛରେ ଗଣେଶଙ୍କ ସ୍ୱରୂପ କରି ପୂଜା କରାଯାଇଛି । ପ୍ରକୃତିକୁ ସୁହାଇଲା ପରି ଗଣେଶଙ୍କୁ…

ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମ୍‌ଭିଆଇ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମ୍‌ଭିଆଇ । ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା ଏମ୍‌ଭିଆଇ । ଟଙ୍କା ସହ ଏମ୍‌ଭିଆଇ ବିଜୟ ବେହୁରିଆଙ୍କୁ ଧରିଲା ଭିଜିଲାନ୍ସ । ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧାଠାରେ ଧରାପଡ଼ିଲେ ଶ୍ରୀ ବେହୁରିଆ । ସୂଚନା ଅନୁସାରେ,…

ଖେଳ

ଜାତୀୟ ଶୁଟିଂ ଚୟନରେ ଶ୍ରୀୟଙ୍କାଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ: ଓଡିଶାର ଷ୍ଟାର ଶୁଟର ଶ୍ରୀୟଙ୍କା ଷଡଙ୍ଗୀ ଜାତୀୟ ଚୟନ ଶିବିରରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ମହିଳା ୫୦ ମିଟର ରାଇଫଲ…

ୟୁଏସ ଓପନ: ପୁରୁଷ, ମହିଳା ସିଙ୍ଗଲ୍ସ ଲାଇନଅପ ଚୂଡାନ୍ତ

ନ୍ୟୁୟର୍କ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଓ ମହିଳା ସିଙ୍ଗଲ୍ସ ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ଫାଇନାଲ ମ୍ୟାଚ ରବିବାର…

ଟେଷ୍ଟ କ୍ରିକେଟରେ ବିଶ୍ୱରେକର୍ଡ କଲେ ଓଲୀ ପୋପ

ଲଣ୍ଡନ: ଶ୍ରୀଲଙ୍କା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଓଲୀ ପୋପ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ କ୍ରିକେଟ…

ଖେଲୋ ଇଣ୍ଡିଆ ସାଇକ୍ଲିଂ ଲିଗ: ଟ୍ରାକ ଇଭେଂଟରେ ସ୍ୱସ୍ତି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ପଞ୍ଜାବର ଅମ୍ରିତସରରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗରେ ଓଡିଶାର ସ୍ୱସ୍ତି ସିଂ ଟ୍ରାକ ଇଭେଂଟରେ ସ୍ୱର୍ଣ୍ଣ…

ଦେଶ ବିଦେଶ

ଭିଡ଼ିଓ

Saiintlad