ସହଦେବ ନାୟକଙ୍କ ହତ୍ୟା ମାମଲା; ସଂଗୃହୀତ ରକ୍ତର ହେବ ଡିଏନଏ ଟେଷ୍ଟ ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ବର: ରସୁଲଗଡ଼ ବ୍ରିଜ୍ ଉପରେ ପୋଲିସ ମିତ୍ର ସହଦେବ ନାୟକଙ୍କ ହତ୍ୟା ମାମଲାରେ ସଂଗୃହୀତ ରକ୍ତର ହେବ ଡିଏନଏ ଟେଷ୍ଟ । ଏନେଇ ଘଟଣାସ୍ଥଳର ରକ୍ତ ସହ ଅଭିଯୁକ୍ତ ପିନ୍ଧିଥିବା ଡ୍ରେସ୍, ବାଇକ୍ ରେ ଲାଗିଥିବା ରକ୍ତ ନମୁନାକୁ ରାଜ୍ୟ ଫରେନସିକକୁ ପଠାଯାଇଛି । ସୂଚନାଯୋଗ୍ୟ, ପୋଲିସ…
ଡୁଡୁମା ଜଳପ୍ରପାତ ନିକଟରେ ୧୫୦ ଫୁଟ ତଳକୁ ଖସିଲା କାର୍ ଓଡ଼ିଶା ସମ୍ବାଦ ବ୍ୟୁରୋ କୋରାପୁଟ: ଭାରସାମ୍ୟ ହରାଇ ୧୫୦ ଫୁଟ ତଳକୁ ଖସିଲା କାର୍, ଦୁଇ ଜଣ ଗୁରୁତର । ବାଲେଶ୍ବରରୁ କାର୍ ଯୋଗେ ଡୁଡୁମା ଜଳପ୍ରପାତ ବୁଲିଯିବା ବେଳେ ଡୁଡୁମା ନିକଟରେ ଭାରସାମ୍ୟ ହରାଇ କାରଟି ତଳକୁ ଖସିପଡିଛି । ଦୁଇ ପର୍ଯ୍ୟଟକ ହେଲେ ପରଜିତ ଦାସ ଓ ସୁନେନ୍ଦୁ ସାହୁ। ସ୍ଥାନୀୟ ଲୋକେ ସେମାନଙ୍କୁ…
ଗୁଡ଼ି ସୂତା ଲାଗି କଟିଲା ବେକ ଓ ମୁହଁ ଓଡ଼ିଶା ସମ୍ବାଦ ବ୍ୟୁରୋ କଟକ: ମକର ସଂକ୍ରାନ୍ତିରେ ଗୁଡ଼ି ଉଡା ଏକ ନିଆରା ପରମ୍ପରା । ହେଲେ ଏବେ ଗୁଡ଼ି ଉଡାରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଚାଇନିଜ ମାଞ୍ଜା ସୂତା କାରଣରୁ ଅନେକ ବିପଦ ମୁହଁରେ ପଡୁଛନ୍ତି । ସେହିଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି କଟକରୁ । ଅଘଟଣ । ଗୁଡ଼ି ସୂତା ଲାଗି ଜଣଙ୍କର ବେକ, ହାତ…
କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ: ମୁଖ୍ୟମନ୍ତ୍ରୀ ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ଵର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଠାରେ ଏକ ନବ ନିର୍ମିତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଭୁବନେଶ୍ୱରରେ ଆଗାମୀ ୨୮-୨୯ ତାରିଖରେ…
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ପଦକ୍ଷେପ ଓଡ଼ିଶା ସମ୍ବାଦ ବ୍ୟୁରୋ କଟକ: ମ୍ୟାଟ୍ରିକ୍ ହେଉ କିମ୍ବା ଦ୍ବାଦଶ ପରୀକ୍ଷା ଅନେକ ସମୟରେ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ହେଲେ ଏହା ଉପରେ ଏବେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ । ତେବେ ମାଟ୍ରିକ୍ ପ୍ରଶ୍ନପତ୍ରରେ ଏଣିକି ବାରକୋଡ୍ ରହିବ । ବୋର୍ଡ…