Latest Odisha News

BREAKING NEWS

ଓଡିଶା

ରାଜଧାନୀରେ ଗଡିବ ମେଟ୍ରୋ: ୨୦୨୭ ସୁଦ୍ଧା କାମ ଶେଷ

ଭୁବନେଶ୍ବର: ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ୍ । ଏଥିପାଇଁ ଜୋରସୋରରେ ଚାଲିଛି କାମ । ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ । ବର୍ତ୍ତମାନ ମେଟ୍ରୋ ପାଇଁ ମାଟି ପରୀକ୍ଷା ଚାଲିଥିବା…

ସାବାଡ୍ ହେବେ ‘ମୋ ବସ୍’ ଡ୍ରାଇଭର୍: ୪୦ ଉପରକୁ ସ୍ପିଡ୍ ମନା

ଭୁବନେଶ୍ବର: ଦିନକୁ ଦିନ ମୋ ବସର ଅମାନିଆ ଚାଳକଙ୍କ ପାଇଁ ଦୁର୍ଘଟଣା ବଢିଥିବା ବେଳେ ଏବେ ଏହାକୁ ନେଇ ଗୁରୁତର ସହ ନେଇଛନ୍ତି ସରକାର । ଅମାନିଆ ମୋ ବସ୍ ଚାଳକଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ନିୟମ ଆଣିଛନ୍ତି । ଏନେଇ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର…

ବାତ୍ୟା ଦାନା କ୍ଷୟକ୍ଷତି: ୭ ଦିନ ଭିତରେ ଟଙ୍କା ବାଣ୍ଟିବେ ଜିଲ୍ଲାପାଳ

ଭୁବନେଶ୍ବର: ବାତ୍ୟା ଦାନାରେ ଯେଉଁମାନଙ୍କର କ୍ଷୟକ୍ଷତି ହୋଇଛି ସେମାନଙ୍କୁ ଆଗାମୀ ୭ ଦିନ ଭିତରେ ନିଜ ନିଜ ଜିଲ୍ଲାପାଳଙ୍କ ଠାରୁ ସହାୟତା ରାଶି ମିଳିଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୭ ଦିନ ଭିତରେ ଲୋକଙ୍କୁ ବାତ୍ୟା କ୍ଷୟକ୍ଷତି…

ହାତୀଙ୍କ ପାଇଁ ରାଜ୍ୟରେ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର

ଭୁବନେଶ୍ବର: ଓଡିଶାରେ ଗଜରାଜଙ୍କ ପାଇଁ ଜାଗା କମ୍ ପଡିଲାଣି । ଓଡିଶା ଜଙ୍ଗଲରେ ସର୍ବାଧିକ ହାତୀ ରହିବା କ୍ଷମତା ୧୭୦୦ ଥିବା ବେଳେ ଏବେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୧୦୦ ରହିଛି । ଯାହାକି କ୍ଷମତା ଠାରୁ ୪୦୦ ଅଧିକ ।  ସେ୍ଥିପାଇଁ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ମଣିଷ- ହାତୀ ଲଢେଇ…

ଖେଳ

ଜୁନିୟର ଏସିଆ କପ ହକି: ଭାରତୀୟ ଦଳରେ ୩ ଓଡିଆ

ଭୁବନେଶ୍ୱର: ଜୁନିୟର ପୁରୁଷ ଏସିଆ କପ ହକି ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ମସ୍କାଟରେ ନଭେମ୍ବର ୨୬ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଏହା…

ବର୍ଡର-ଗାଭାସ୍କର ଟ୍ରଫି: ଟିମ ଇଣ୍ଡିଆକୁ ଅସୁବିଧାରେ ପକାଇପାରେ ଏହି ୫ କାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି ।…

ନ୍ୟୁଜିଲାଣ୍ଡ ପେସ ବୋଲର ଡଗ ବ୍ରେସୱେଲ ବାସନ୍ଦ

ହାମିଲଟନ: ନ୍ୟୁଜିଲାଣ୍ଡର ପୂର୍ବତନ ପେସ ବୋଲର ଡଗ ବ୍ରେସୱେଲ କୋକେନ ସେବନ କରିଥିବା ନେଇ ଏକ ମାସ ବାସନ୍ଦ ହୋଇଛନ୍ତି । ୩୪ ବର୍ଷୀୟ ଏହି…

ଟି୨୦ରେ ଟିମ ଇଣ୍ଡିଆର ରାଜୁତି

୨୦୦୭ ପରେ ଭାରତ ୨୦୨୪ରେ ଆଇସିସି ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି । ଏହି ବିଜୟ ପୂନର୍ବାର ଭାରତୀୟ କ୍ରିକେଟକୁ ଏକ ନୂଆ ଦିଗ ପ୍ରଦାନ…

ଦେଶ ବିଦେଶ

ଭିଡ଼ିଓ

Saiintlad