Latest Odisha News

BREAKING NEWS

ଲଞ୍ଚ ହେବ ୫G, ସବୁ ଗାଁକୁ ଯିବ ଅପ୍ଟିକାଲ ଫାଇବର୍

ନୂଆଦିଲ୍ଲୀ: 5ଜି କୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଖୁସିୁ ଖବର । ସବୁ ଗଁକୁ ଯିବ ଅପ୍ଟିକାଲ ଫାଇଭର । ୨୦୨୨-୨୩ରେ 5ଜି ସେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ କରାଯିବ । ଏନେଇ ଆଜି ସାଂସଦରେ ବଜେଟ୍ ଉପସ୍ଥାପନା ସମୟରେ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।

ସେହିପରି ମିନିମମ ଗଭର୍ଣ୍ଣମେଣ୍ଟ ମ୍ୟାକ୍ସିମମ ଗଭର୍ଣ୍ଣାନ୍ସ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ପୁରୁଣାକାଳିଆ ୧୪ ଶହ ଆଇନକୁ ଉଚ୍ଛେଦ କରାଯାଇଛି । ଇ-ଭେଇକିଲ୍ ପ୍ରୋତ୍ସାହନ ପାଇଁ ବ୍ୟାଟେରୀ ସ୍ୱାପିଂ ପଲିସି ଆସିବ । ସ୍ପେଶାଲ ଇକୋନୋମିକ ଜୋନ୍ରେ ପରିବର୍ତ୍ତନ କରାଯିବ । ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଘରୋଇ କଂପାନୀକୁ ପ୍ରୋତ୍ସାହିତ କରାଯିବ ।

ସେହିଭଳି ୨୦୩୦ ସୁଦ୍ଧା ୨୮୦ ଗିଗାୱାଟ୍ ସୋଲାର ଏନର୍ଜୀ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ସୋଲାର ଏନର୍ଜୀ ଶିଳ୍ପ ପାଇଁ ଚଳିତ ବର୍ଷ ୧୯, ୫୦୦ କୋଟି ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.