Latest Odisha News
Browsing Category

ବଜେଟ୍ ୨୦୨୧-୨୨

Budget 2021-22

ବଜେଟ୍ ୨୦୨୨: ଏମଏସପି ପାଇଁ ୨.୩୭ ଲକ୍ଷ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ କୃଷି ବିକାଶ ଲାଗି ଆଖି ଦୃଶିଆ ନ ହେଲେ ବି ଚାଷ ଓ ଚାଷୀଙ୍କ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ବର୍ଷରେ କୃଷି କ୍ଷେତ୍ର ପାଇଁ ଡ୍ରୋନ୍ ବ୍ୟବହାର…

୨୦୨୨-୨୩ରେ ଆସିବ ଡିଜିଟାଲ୍ କରେନ୍ସି

ନୂଆଦିଲ୍ଲୀ: ୨୦୨୨-୨୩ରେ ଆସିବ ଡିଜିଟାଲ କରେନ୍ସି । ଯାହାକୁ ଲଞ୍ଚ କରିବ ନିଜେ ରିଜର୍ବ ବ୍ୟାଙ୍କ । ବ୍ଲକ୍ ଚେନ୍ ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ମାଧ୍ୟମରେ ଜାରି ହେବ ଡିଜିଟାଲ ମୁଦ୍ରା । ଡିଜିଟାଲ କରେନ୍ସିଂ ଆୟ ଉପରେ ଲାଗିବ ୩୦ ପ୍ରତିଶତ ଟିକସ । ଏହା ଦେଶର ଅର୍ଥନୀତିକୁ ନୂଆ ଦିଗରେ ନେବ ଏବଂ…

ଲଞ୍ଚ ହେବ ୫G, ସବୁ ଗାଁକୁ ଯିବ ଅପ୍ଟିକାଲ ଫାଇବର୍

ନୂଆଦିଲ୍ଲୀ: 5ଜି କୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଖୁସିୁ ଖବର । ସବୁ ଗଁକୁ ଯିବ ଅପ୍ଟିକାଲ ଫାଇଭର । ୨୦୨୨-୨୩ରେ 5ଜି ସେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ କରାଯିବ । ଏନେଇ ଆଜି ସାଂସଦରେ ବଜେଟ୍ ଉପସ୍ଥାପନା ସମୟରେ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ସେହିପରି ମିନିମମ ଗଭର୍ଣ୍ଣମେଣ୍ଟ…

ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ଶନିବାର ବସିଥିବା ସର୍ବଦଳୀୟ ବୈଠକ ଅନୁସାରେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗରେ ୨ ଘଣ୍ଟା ଆଲୋଚନା ହେବ । ଆଲୋଚନା ପରେ ଅପରାହ୍ଣରେ ବଜେଟ୍ ଉପସ୍ଥାପନ ହୋଇପାରେ । ପୂର୍ବରୁ…

କରୋନା ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ମାହାମାରୀର ଭୟାବହତା ନେଇ ଆଗୁଆ ଆକଳନ…

ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ; ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ, କୋଟିଆକୁ ନେଇ କଂଗ୍ରେସର କକ୍ଷ ତ୍ୟାଗ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଷଷ୍ଠଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ବାଚସ୍ପତି, ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ…

କଇଁଚି ଚାଲିଲା ଖେଳ ବଜେଟରେ

ନୂଆଦିଲ୍ଲୀ: କୋଭିଡ-୧୯ ଯୋଗୁ ଅର୍ଥନୀତି ମାନ୍ଦାବାସ୍ଥା ରହିଥିବାରୁ ସରକାର ଭାବିଚିନ୍ତି ବଜେଟ ପ୍ରସ୍ତୁତ କରିଛନ୍ତି । ତେବେ ଏହା ଖେଳପ୍ରେମୀଙ୍କୁ କିଛି ମାତ୍ରାରେ ନିରାଶ କରିଛି । ଗତ ବର୍ଷ ତୁଳନାରେ ବଜେଟରେ ଏଥର ୨୩୦.୭୮ କୋଟ ଟଙ୍କା କମ୍ ଗୃହୀତ କରାଯାଇଛି । ତେବେ ସାଇକୁ ଗତବର୍ଷ ତୁଳନାରେ…

ଶସ୍ତା ହୋଇପାରେ ସୁନା-ରୁପା, ମହଙ୍ଗା ହେବ ମୋବାଇଲ୍ କିଣିବା

ନୂଆଦିଲ୍ଲୀ: ବଜେଟ ଘୋଷଣା ଅନୁସାରେ ଶସ୍ତା ହେବ ଷ୍ଟିଲ, ତମ୍ବା ଓ ଲୁହା ସାମଗ୍ରୀ । ମହଙ୍ଗା ହୋଇପାରେ ମୋବାଇଲ ଓ ଏହାର ଉପକରଣ । ମୋବାଇଲ ଉପକରଣ ଉପରେ ସୀମା ଶୁଳ୍କ ୨.୫% ହୋଇଛି । କିଛି ଅଟୋ ପାଟର୍ସ ଉପରେ କଷ୍ଟମ ଡ୍ୟୁଟି ବଢିବ । ଶସ୍ତା ହୋଇପାରେ ସୁନା ଓ ରୁପା । ସୁନା ଓ ରୁପା ଉପରେ ସୀମା…

ଭାରତରେ ଡିଜିଟାଲ ଜନଗଣନା ଲାଗି ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ସୋମବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସଂସଦରେ ପେପର ଲେସ ତଥା ଟ୍ୟାବ୍ ମାଧ୍ୟମରେ ବଜେଟ୍ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ର ପାଇଁ ନୂଆନୂଆ ଘୋଷଣା କରିବା ସହ ବଜେଟ୍ ଆବଣ୍ଟନ…

ଆୟକର ନେଇ ବଡ଼ ଘୋଷଣା: ୭୫ ବର୍ଷରୁ ଅଧିୟ ବୟସ୍କ ଦେବେନି IT ରିଟର୍ଣ୍ଣ, ବଢ଼ିଲା ଟ୍ୟାକ୍ସ ଅଡିଟ୍ ଲିମିଟ୍

ନୂଆଦିଲ୍ଲୀ: ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକରରେ ବଡ ରିହାତି ଦେଇଛନ୍ତି । ପେନସନ ପାଉଥିଲେ ଦେବାକୁ ପଡିବନି ଆୟକର । ୭୫ ବର୍ଷରୁ ଅଧିକ ବୟସ୍କ ଦେବାକୁ ପଡ଼ିବନି ଆୟକର ରିଟର୍ଣ୍ଣ । ପେନସନ ଓ…