Latest Odisha News

ବୁର୍ଲା ଥାନାରେ ୩ ଜଣ କନେଷ୍ଟବଳ କରୋନା ପଜିଟିଭ

ବୁର୍ଲା : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ବୁର୍ଲା ଥାନାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ମହିଳା ଓ ଜଣେ ପୁରୁଷ କନେଷ୍ଟବଳ  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଥାନାକୁ ସାନିଟାଇଜ କରାଯାଇଛି । ପୋଲିସ ମାନଙ୍କ ସସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.