Latest Odisha News

BREAKING NEWS

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ,ଅଳ୍ପକେ ବର୍ତିଲେ ୫୦ ଯାତ୍ରୀ

ଅନୁଗୋଳ: ଅନୁଗୁଳ ଜିଲ୍ଲା ବଡକେରା ନିକଟରେ ଘଟିଛି ଏହି ଦୁର୍ଘଟଣା। ବୁର୍ଲା ରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଗଣପତି ନାମକ ନାଇଟକୋଚ୍ ବସ୍ ଭୋର ସମୟରେ ଦୁର୍ଘଟଣାର ଶିକାର ହୋଇଛି।

ସୂଚନାନୁସାରେ, ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ବସରେ ଅଧିକାଂଶ ଯାତ୍ରୀ ମହିଳା ଓ ଛୋଟ ଶିଶୁ ଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଅନୁଗୋଳ ପୋଲିସ ପହଁଚି ଯାତ୍ରୀ ମାନକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ସୂଚନା।

Comments are closed.