Latest Odisha News

BREAKING NEWS

ରାଜ୍ୟରେ କେତେ ବଢିଲା ବସ ଭଡ଼ା, ଜାଣନ୍ତୁ

ଭୁବନେଶ୍ୱର: ପେଟ୍ରୋଲ ରେଟ୍ ବଢିବା ପରେ ପରେ ଏବେ ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି ହୋଇଛି ।

ସୂଚନା ଅନୁଯାୟୀ ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି । ଅର୍ଡ଼ିନାରି ବସ ଭଡା ୭୨ରୁ ବଢ଼ି ୭୩ ପଇସା ହୋଇଛି । ଏକ୍ସପ୍ରେସ ଭଡ଼ା ୭୫ ପଇସାରୁ ବଢ଼ି ୭୬ ପଇସା ହୋଇଛି ।

ଆହୁରି ମଧ୍ୟ ଡିଲକ୍ସ ବସ୍ ଭଡା ବଢ଼ି ୧ ଟଙ୍କା ୭ପଇସା ହୋଇଥିବା ବେଳେ ଏସି ଡିଲକ୍ସ ବସ ଭଡା ୧ଟଙ୍କା ୨୯ପଇସା ହୋଇଛି । ସେହିଭଳି ପେଟ୍ରୋଲ ଦର ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି ।

Leave A Reply

Your email address will not be published.