Latest Odisha News

BREAKING NEWS

Browsing Tag

hike

ବଢିବ ଦିଆସିଲି ଦାମ, ଡିସେମ୍ବରରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର: ଧନୀ ହୁଅନ୍ତୁ ଅବା ମଧ୍ୟବିତ୍ତ କି ଗରିବ । ସାମାନ୍ୟ ଦିଆସିଲିର ଆବଶ୍ୟକତା ସମସ୍ତଙ୍କ ନିକଟରେ ସମାନ ମନେ ହୁଏ । ଦୈନନ୍ଦିନ ଜୀବନରେ ଦିଆସିଲିର ଖୁବ ଗୁରୁତ୍ୱ ଥିଲେ ହେଁ ଏହାର ଦାମ ପ୍ରତି କାହାରି ନିଘା ନଥାଏ । ଶେଷରେ ଆସନ୍ତା ମାସରେ ବଢିବାକୁ ଯାଉଛି ଦିଆସିଲି ଦର ।…

ପେଟ୍ରୋଲ ଓ ଡିଜେଲ ଦାମ ଆକାଶ ଛୁଆଁ, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍ 

ନୂଆଦିଲ୍ଲୀ : ହୁ ହୁ ହୋଇ ବଢୁଛି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଁଞ୍ଚିଛି । ଦିଲ୍ଲୀ ଓ ବମ୍ବେରେ ତେଲ ଦାମ ଆକାଶ ଛୁଆଁ ରହିଛି । ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ଦାମ ୮୫ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଦାମ ୭୫ ଟଙ୍କାରୁ ଅଧିକ ରହିଛି । ମୁମ୍ବାଇରେ…

ରାଜ୍ୟରେ କେତେ ବଢିଲା ବସ ଭଡ଼ା, ଜାଣନ୍ତୁ

ଭୁବନେଶ୍ୱର: ପେଟ୍ରୋଲ ରେଟ୍ ବଢିବା ପରେ ପରେ ଏବେ ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି ହୋଇଛି । ସୂଚନା ଅନୁଯାୟୀ ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି । ଅର୍ଡ଼ିନାରି ବସ ଭଡା ୭୨ରୁ ବଢ଼ି ୭୩ ପଇସା ହୋଇଛି । ଏକ୍ସପ୍ରେସ ଭଡ଼ା ୭୫ ପଇସାରୁ ବଢ଼ି ୭୬ ପଇସା…

ଆକାଶ ଛୁଇଁଲା ପିଆଜ ଦର !

ଭୁବନେଶ୍ୱର: ଗରିବର ପଖାଳ କଂସାକୁ ମାଡ଼ । ପିଆଜ ଭଳି ଅତ୍ୟାବଶ୍ୟକୀୟ ପରିବା ଚଢ଼ାଦରରେ ବିକ୍ରି ହେଉଛି । କଟକ, ଭୁବନେଶ୍ୱର ସହ ସାରା ରାଜ୍ୟରେ ପିଆଜ ଦର ୫୦ ଛୁଇଁଲାଣି । କେବଳ ଗରିବ ନୁହଁନ୍ତି, ସବୁ ବର୍ଗର ଗ୍ରାହକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆଗକୁ ପିଆଜ ଦର ଆହୁରି ବଢ଼ିବା ନେଇ…