Latest Odisha News

BREAKING NEWS

ଆସନ୍ତାକାଲି ବସ ଚଳାଚଳ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଘରୋଇ ବସ ଚଳାଚଳ । ଏନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । କଂଗ୍ରସର ବନ୍ଦ ଡାକରା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବନ୍ଦ ଡାକରା ସମୟରେ ଯେପରି ଘରୋଇ ବସର କୌଣସି କ୍ଷୟକ୍ଷତି ନଘଟେ, ସେଥିପାଇଁ ବସ୍ ଚଳାଚଳ ବନ୍ଦ ରହିବ । ସେହିପରି ରାଜ୍ୟରେ ସମସ୍ତ ସ୍କୁଲ-କଲେଜ ମଧ୍ୟ ବନ୍ଦ ରହିବ।

Leave A Reply

Your email address will not be published.