Latest Odisha News

ନାବାର୍ଡର ଓଡିଶା ମୁଖ୍ୟ ଭାବେ ଦାୟିତ୍ଵ ନେଲେ ସି ଉଦୟଭାସ୍କର

ଭୁବନେଶ୍ୱର: ନାବାର୍ଡର ଓଡିଶା କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଭାବେ ୨୦୨୦ ମସିହା ନଭେମ୍ବର ୧ରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସି ଉଦୟଭାସ୍କର।

ସୂଚନା ଅନୁଯାୟୀ, ଶ୍ରୀ ଭାସ୍କର ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ନାବାର୍ଡର ବିଭିନ୍ନ ବିକାଶ କ୍ଷେତ୍ର ଏବଂ ଆର୍ଥିକ କ୍ଷେତ୍ରରେ କାର୍ଯ୍ୟ କରିବାର ଅଭିଜ୍ଞତା ଅଛି।

ଏହା ବ୍ୟତୀତ ସେ ନାବାର୍ଡର ମୁଖ୍ୟ କାର୍ଯ୍ୟାଳୟ ସହିତ ବିଭିନ୍ନ କ୍ଷେତ୍ରୀୟ କାର୍ଯ୍ୟାଳୟରେ କାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.