Latest Odisha News

BREAKING NEWS

ଗଞ୍ଜାମରେ ଖୋଲିଲା ଆହାର କେନ୍ଦ୍ର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ସୋମବାର ଦିନ ୨୪ଟି ଆହାର କେନ୍ଦ୍ର ଖୋଲାଯାଇଛି।

ଆଧିକାରିକ ସୂଚନା ଅନୁଯାୟୀ, ପ୍ରତ୍ୟେକ ଆହାର କେନ୍ଦ୍ରରେ ଜଣେ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ଏହା ଛଡ଼ା ଅକ୍ସିମିଟର, ଥର୍ମାଲ୍ ସ୍କ୍ରିନିଂ ମେସିନ୍ ଏବଂ ସେଠାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ ରେଜିଷ୍ଟରରେ ରେକର୍ଡ କରାଯିବ।

Leave A Reply

Your email address will not be published.