Latest Odisha News

କରୋନା ପାଇଁ କେଉଁ ଟ୍ରେନ୍ ହୋଇଛି ବାତିଲ, ଜାଣିବା ପାଇଁ ଦେଖନ୍ତୁ

ଭୁବନେଶ୍ବର : କରୋନା ସଂକ୍ରମଣକୁ ବେକ୍ ଦେବା ପାଇଁ ରେଳ ବିଭାଗର ନିଷ୍ପତ୍ତି । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଉଭୟ ଦିଗରୁ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ସେହିପରି କିଛି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛି ରେଳ ବିଭାଗ ।

ଜୁନ ପହିଲା ଠାରୁ ୧୦ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ ଗୁଡିକ ହେଲା –

୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍

୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

0୮୪୩୪/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

0୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ

ସେହିପରି ଜୁନ ପହିଲା ଠାରୁ ୧୧ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ ଗୁଡିକ ହେଲା –

୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମରୁ ଜୁନ ୧ରୁ  ଜୁନ୍ ୧୦ ଓ ରାୟପୁରରୁ  ଜୁନ ୨ରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି ।

୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ ଜଗଦଲପୁରରୁ ୨ ତାରିଖରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବାତିଲ ହୋଇଛି ।

0୮୫୧୫/୦୮୫୧୬ ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେଶାଲ୍-ବିଶାଖାପାଟନମ୍ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ ୨ ରୁ ୧୧ ଜୁନ୍ ପର୍ଯ୍ୟନ୍ତ ବାତିଲ ହୋଇଛି ।

୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମରୁ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ କାଚେଗୁଡା ଠାରୁ ୨ରୁ ୧୧ ଜୁନ୍ ପର୍ଯ୍ୟନ୍ତ ବାତିଲ ହୋଇଛି ।

୦୨୮୮୨/୦୨୮୮୧ ଭୁବନେଶ୍ୱର-ପୁଣେ-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ଜୁନ ପହିଲା ଓ ୮ ତାରିଖ ଦିନ ଏବଂ ପୁଣେରୁ ୩ ଓ ୧୦ ଜୁନ୍ ଦିନ ବାତିଲ ହୋଇଛି ।

୦୨୮୮୨/0୨୮୮୧ ପୁରୀ-ଏଲଟିଟି-ପୁରୀ ବିଶେଷ ଟ୍ରେନ ଜୁନ ପହିଲା ଓ ୮ ତାରିଖ ଦିନ ପୁରୀରୁ ଏବଂ ୩ ଓ ୧୦ ଜୁନ୍ ଦିନ ଏଲଟିଟିରୁ ବାତିଲ ହେବ ।

07488/07487 ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରୁ ଏବଂ ଜୁନ୍ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ କଡପା ଠାରୁ ବାତିଲ ରହିବ |

୦୨୮୩୧/୦୨୮୩୨ ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ସ୍ପେଶାଲ୍ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ରୁ ଏବଂ ଜୁନ ୨ରୁ ୧୧ ଜୁନ୍ ପର୍ଯ୍ୟନ୍ତ ଲିଙ୍ଗମପଲ୍ଲୀ ଠାରୁ ବାତିଲ ରହିବ ।

Leave A Reply

Your email address will not be published.