Latest Odisha News

BREAKING NEWS

ଗୁଜବରେ ବିଶ୍ୱାସ ନକରି ଟିକା ନେବାକୁ ଅପିଲ କଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ୱର: କୋଭିଡ୍ ଟିକା ନେଉଛି ଓଡ଼ିଶା । ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଆଜି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ବି ଟିକା ନେଇଛନ୍ତି । ସେ କହିଛନ୍ତି, କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ଟିକା ନେବାର ଅଧଘଣ୍ଟା ବିଶ୍ରାମ କଲେ ।

ସାଧାରଣ ଟିକା ନେବା ଭଳି ଅନୁଭବ କରିଛନ୍ତି । ସେ ଅନୁରୋଧ କରିଛନ୍ତି, ସମସ୍ତେ ଟିକା ନିଅନ୍ତୁ । ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ଆଉ ଆଜିଥ୍ରୋମାଇସିନ କିମ୍ବା ମେଡ଼ିସିନ୍ ଖାଇବା ଆବଶ୍ୟକ ନାହିଁ ।

Leave A Reply

Your email address will not be published.