ଓଡେଶା: ୟୁକ୍ରେନର ଓଡେଶା ବନ୍ଦରରୁ ଆଜି ଆଫ୍ରିକା ଅଭିମୁଖେ ୨୬ ହଜାର ଟନ ମକା ନେଇ ଏକ କାର୍ଗୋ ଶିପ ରପ୍ତାନୀ ଅଭିଯାନ ଆରମ୍ଭ କରିଛି । ରୁଷ ଏହି ଜାହଜ ଉପରେ ଆକ୍ରମଣ କରିବ ନାହିଁ ଘୋଷଣା କରିଛି । ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖା ଦେଇଛି । ୟୁକ୍ରେନ ବନ୍ଦର ଉପରେ ରୁଷ ଆକ୍ରମଣ କରୁଥିବାରୁ ଫୁଡ ଏକ୍ସପୋର୍ଟ ହୋଇପାରୁ ନ ଥିଲା । ଫଳରେ ଆଫ୍ରିକା ଲୋକେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମିଳିତ ଜାତିସଂଘର ଅନୁରୋଧ ଏବଂ ତୁର୍କୀର ହସ୍ତକ୍ଷେପ ପରେ ଉଭୟ ଦେଶ ଖାଦ୍ୟ ରପ୍ତାନୀ ନେଇ ସହମତି ହୋଇଥିଲେ । ତେବେ ଏହା ପରେ ଓଡେଶ ବନ୍ଦର ଉପରେ ରୁଷ ଆକ୍ରମଣ କରିବା ଯୋଗୁ ଏହି ଉଦ୍ୟମ ବ୍ୟର୍ଥ ହୋଇଥିଲା । ବର୍ତମାନ ଓଡେଶାରୁ ବାହାରିଥିବା ଜାହଜ ମଙ୍ଗଳବାର ରାତି ସୁଦ୍ଧା ଇସ୍ତାନବୁଲ ବନ୍ଦରରେ ପଂହଚିବ । ସୂଚନାଯୋଗୃ, ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରୀ ରହିଛି ।
BREAKING NEWS
- ପୂର୍ବତନ ଡିଜିପି ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍
- Drug Inspector Exam: ପ୍ରେମ ପାଇଁ ଧରାପଡିଗଲା ପେପର ଲିକ୍! ବ୍ରେକଅପ୍ ପରେ ସବୁ ଗୁମର ଖୋଲିଲେ ବୟଫ୍ରେଣ୍ଡ୍
- ସିନ୍ଧେକେଲାରେ ସଶସ୍ତ୍ର ଡକାୟତି, ୫ କେଜିର ସୁନା ଓ ରୂପା ଗହଣା ଜବତ
- China’s Monster Dam: ନେପାଳ ବିପର୍ଯ୍ୟୟ ପରେ ଚିନ୍ତା ବଢ଼ାଇଲା ଚୀନର ‘ଓ୍ବାଟର ବୋମା’! ଭାରତ ପାଇଁ ବଡ଼ ବିପଦର ସଙ୍କେତ?
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
- ନେପାଳରେ ଓଡ଼ିଆ ଖେଳାଳି ସୁରକ୍ଷିତ: ମନ୍ତ୍ରୀ
- ନୂଆ ପରିବହନ ନୀତିକୁ ନେଇ ଚର୍ଚ୍ଚା: ବାତିଲ୍ ହେବ ୨୦ ଲକ୍ଷ ଗାଡ଼ିର ଆର୍ସି
- କାନପୁରରେ ବଡ଼ ବିମାନ ଦୁର୍ଘଟଣା: ତାଲିମପ୍ରାପ୍ତ ୨ ପାଇଲଟଙ୍କ ମୃତ୍ୟୁ
- ଯାତ୍ରା କଳାକାର ପୀୟୁଷ ତ୍ରିପାଠି ଅସୁସ୍ଥ, ମଞ୍ଚ ଉପରେ ପଡ଼ିଗଲେ..
- ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡିଯିବା ଘଟଣା: ପାରାଦ୍ଵୀପ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ କ୍ର୍ୟୁ ସଦସ୍ୟ

Comments are closed.