ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ଦେଶ ବିରୋଧୀ ମନ୍ତବ୍ୟ ଦେଇ ତାଙ୍କୁ ହଟହଟା ହେବାକୁ ପଡିଛି । ଲୋକଙ୍କୁ ଧର୍ମାନ୍ତିକରଣ କରିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଏନେଇ କାନପୁର କୋର୍ଟରେ ସ୍ୱରା ଭାସ୍କରଙ୍କ ନାଁରେ ଏକ ପିଟିସନ ଦାଖଲ ହୋଇଛି ।
ଆବେଦନକାରୀ ବିଜୟ ବକ୍ସି, ସ୍ୱରା ଭାସ୍କରଙ୍କ ବିରୋଧରେ ବିଦ୍ୱେଶ ସୃଷ୍ଟି କରାଇବା, ଜାତି, ଧର୍ମ ଏବଂ ସମୁଦାୟକୁ ବିଭକ୍ତି କରିବା ସହ ଅବିଶ୍ୱାସ ଜନ୍ମାଇବା ଅଭିଯୋଗ କରିଛନ୍ତି । ଏହି ଆବେଦନର ଶୁଣାଣି ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ହେବ ।
ତାଙ୍କ କହିବା ଅନୁସାରେ, ସ୍ୱରା ଭାସ୍କର ଜଣେ ଅଭିନେତ୍ରୀ ସହ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ମଧ୍ୟ । ସେ ନିଜ ଭାଷଣ ଏବଂ ଟ୍ୱିଟ୍ ମାଧ୍ୟମରେ ବେଳେ ବେଳେ ଭାରତ ସରକାର, ସୁପ୍ରିମକୋର୍ଟ ସୁରକ୍ଷା ସଂସ୍ଥା ବିରୋଧରେ ଟିପ୍ପଣୀ ଦେଉଛନ୍ତି । ଯାହା ସମାଜରେ ଭେଦଭାବ ସୃଷ୍ଟି କରୁଛି । ଏହାଦ୍ୱାରା ଦେଶର ଚିତ୍ର ଖରାପ ହେଉଛି ବୋଲି ସେ କହିଛନ୍ତି ।
BREAKING NEWS
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
Comments are closed.