ଭୁବନେଶ୍ୱର: ଜିଲ୍ଲା ପରେ ଜିଲ୍ଲା ଡେଉଁଛି କରୋନା ଭୂତାଣୁ । ଆଜି ତାଲିକାରେ ସାମିଲ ହୋଇଥିବା ୩ ନୂଆ ଜିଲ୍ଲା ହେଲେ ଝାରସୁଗୁଡା, ଦେବଗଡ ଓ କେନ୍ଦୁଝର । ତେବେ ବଡ କଥା ହେଉଛି ସମସ୍ତ ୩ ଜଣ ଆକ୍ରାନ୍ତଙ୍କ ପଶ୍ଟିମବଙ୍ଗ ଲିଙ୍କ ମିଳିଛି ।
ଏହାରି ଭିତରେ ତିନି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଆସିଛି । କେନ୍ଦୁଝର ପଂଚପଲ୍ଲୀର ୬୦ ବର୍ଷିୟ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଜଣେ ହେଲେ ଝାରସୁଗୁଡା ବ୍ରଜରାଜନଗରର ୧୮ ବର୍ଷିୟ ଯୁବତୀ । ତୃତୀୟ ଆକ୍ରାନ୍ତ ହେଲେ ଦେବଗଡ ବାସୁଦେବପୁରର ୩୪ ବର୍ଷିୟ ପୁରୁଷ । ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିଲେ ଏବଂ ସେମାନଙ୍କ ପାଖରେ କରୋନା ଭୂତାଣୁ ଲକ୍ଷଣ ନଥିଲା । ତେବେ ସମସ୍ତେ କ୍ୱାରେଂଟାଇନରେ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
BREAKING NEWS
- ପୁଣି ଚାନ୍ଦବାଲିରେ ଲଜ୍ଜା, ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
Comments are closed.