Latest Odisha News

BREAKING NEWS

ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ନକ୍ସଲ ନିହତ

ରାୟପୁର: ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଏଥିସହ ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଛତିଶଗଡ ନାରାୟଣପୁରରେ ସୁରକ୍ଷାବାହିନୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବାର ସୂଚନା ଦେଇଛନ୍ତି ନାରାୟଣପୁର ଏସ୍‌ପି । ତେବେ ଏହି ଏନ୍‌କାଉଣ୍ଟରେ ଦୁଇ ଜଣ ଯବାନ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି ।

Leave A Reply

Your email address will not be published.