Latest Odisha News

BREAKING NEWS

Browsing Category

ରହସ୍ୟ

୨୦୯୨୧୪କିମି ବେଗରେ ପୃଥିବୀ ଆଡ଼କୁ ଆସୁଛି 3I/ATLAS! ନଭେମ୍ୱରରେ ହେବ ଏଲିୟନ ଆକ୍ରମଣ ?

ନୂଆଦିଲ୍ଲୀ: ଏକ ରହସ୍ୟମୟ ଅନ୍ତରୀକ୍ଷ ବସ୍ତୁ 3I/ATLAS ପୃଥିବୀ ଆଡ଼କୁ ଅତ୍ୟନ୍ତ ଦ୍ରୁତ ଗତିରେ ଆଗେଇ ଆସୁଛି, ଯାହା ବୈଜ୍ଞାନିକଙ୍କ ମଧ୍ୟରେ ଡର ବଢ଼ାଇଛି । କେହି ଏହାକୁ ଆମ ସୌରମଣ୍ଡଳ ବାହାରୁ ଆସିଥିବା ଏକ ସାଧାରଣ ଧୂମକେତୁ ବୋଲି ମାନୁଛନ୍ତି, ଆଉ କେହି ବିଶେଷଜ୍ଞ ଦାବି କରୁଛନ୍ତି ଯେ ଏହା…

ଗୋଟିଏ ପୋକର ଦାମ ୭୫ ଲକ୍ଷ ଟଙ୍କା, ଦେଖନ୍ତୁ ଆପଣଙ୍କ ଘରେ ରହିଛି କି ? ହୋଇଯିବେ ଧନୀ

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି ଏକ ଛୋଟ କୀଟ ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ? ହଁ, ଠିକ୍ ଶୁଣିଛନ୍ତି! ଷ୍ଟେଗ୍ ବିଟଲ୍ (Stag Beetle), ଯାହାକୁ ବିଶ୍ୱର ସବୁଠାରୁ ମହଙ୍ଗା କୀଟ ବୋଲି ଗଣାଯାଏ, ଏହାର ମୂଲ୍ୟ ଏତେ ଅଧିକ ଯେ ଏହାକୁ ବିକ୍ରି କରି ଆପଣ ଟୋୟୋଟା ଫର୍ଚୁନର ଭଳି ଲଗଜରୀ କାର୍…

ବର୍ଷା ଦିନେ କାହିଁକି ଲୋକଙ୍କୁ ଭାବୁକ କରାଏ? ବୈଜ୍ଞାନିକ କରାଣ ଜାଣିଲେ ହୋଇଯିବେ ତାଜୁବ

ଭୁବନେଶ୍ୱର: ବର୍ଷା ଋତୁ ଆସିଲେ ପ୍ରକୃତି ଏକ ନୂଆ ରୂପ ନେଇଥାଏ। ଚାରିଆଡ଼େ ସବୁଜିମା, ଝିପଝିପ ବର୍ଷା ଏବଂ ମାଟିର ସୁଗନ୍ଧ ମନକୁ ଏକ ଅଜଣା ଖୁସି ଦେଇଥାଏ। କିନ୍ତୁ ଅନେକ ଲୋକ ଏହି ସମୟରେ ଭାବୁକ ହୋଇପଡ଼ନ୍ତି। କେତେବେଳେ ମନ ଉଦାସ ଲାଗେ, ତ କେତେବେଳେ ପୁରୁଣା ସ୍ମୃତି ମନକୁ ଆସେ। ତେବେ ଏପରି…

ପ୍ରେମରେ ପଡ଼ିଲେ କାହିଁକି ସୁନ୍ଦରୀ ଦେଖାଯାନ୍ତି ଝିଅ? ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ଭୁବନେଶ୍ୱର : କୁହାଯାଏ ଯେ ସୌନ୍ଦର୍ଯ୍ୟ ପ୍ରେମୀଙ୍କ ଆଖିରେ ଥାଏ। ପ୍ରେମରେ ବୁଡ଼ି ରହିଥିବା ବ୍ୟକ୍ତିଙ୍କ ଦୃଷ୍ଟିରୁ ତାଙ୍କ ପ୍ରେମିକାକୁ ଦେଖିଲେ ଆଇନା ମଧ୍ୟ ଲାଜେଇଯାଏ। କେହି ଜଣେ କହିଥିଲେ: "ଜୀବନ ପଥରେ ଅନେକ ଚେହେରା ଦେଖାଯାନ୍ତି, ନାକ-ନକ୍ସା ସବୁ ଏକା ଥାଏ, କିନ୍ତୁ ଗୋଟିଏ ଚେହେରା…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସବୁ ମିଛ ! ଭାରତ-ପାକ୍ ଯୁଦ୍ଧରେ ବି ଫେଲ୍ ମାରିଲେ

ଭୁବନେଶ୍ୱର : ବିଶ୍ୱରେ ଅନେକ ବ୍ୟକ୍ତି ଭବିଷ୍ୟତ ଜାଣିବାର ଦାବି କରିଛନ୍ତି ଓ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ଏମାନଙ୍କ ମଧ୍ୟରେ ବୁଲଗାରିଆର ବାବା ଭେଙ୍ଗା (ଭାଙ୍ଗେଲିୟା ପାଣ୍ଡେଭା ଗୁଷ୍ଟେରୋଭା) ଏକ ପ୍ରମୁଖ ନାମ। ୧୯୯୬ରେ ୮୪ ବର୍ଷ ବୟସରେ ଏହି ଅନ୍ଧ ଜ୍ୟୋତିଷୀ ଦୁନିଆକୁ ବିଦାୟ ଦେଇଥିଲେ,…

ମୃତ୍ୟୁ ପୂର୍ବରୁ ମନୁଷ୍ୟ ମନରେ ଶେଷ ଚିନ୍ତା କ’ଣ ଆସେ? ରିସର୍ଚ୍ଚରୁ ବଡ଼ ଖୁଲାସା

ଭୁବନେଶ୍ୱର: ମୃତ୍ୟୁ, ଏକ ରହସ୍ୟମୟ ଏବଂ ଚିରନ୍ତନ ସତ୍ୟ, ଯାହା ମନୁଷ୍ୟ ମନକୁ ସବୁବେଳେ ଆନ୍ଦୋଳିତ କରିଥାଏ। ମୃତ୍ୟୁର ଶେଷ ମୁହୂର୍ତ୍ତରେ ମନୁଷ୍ୟର ମନରେ କେଉଁ ଚିନ୍ତା ଆସେ? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବିଜ୍ଞାନୀ, ମନୋବିଜ୍ଞାନୀ ଏବଂ ସ୍ନାୟୁବିଜ୍ଞାନୀମାନେ ବର୍ଷ ବର୍ଷ ଧରି ଗବେଷଣା…

ଜୈନ ଧର୍ମର ଭୟଙ୍କର ବ୍ରତ ! ଉପବାସ ରହି ଦେହତ୍ୟାଗ କରନ୍ତି ସାଧୁ

ଛତିଶଗଡ଼ର ଚନ୍ଦ୍ରଗିରି ଡୋଙ୍ଗରଗଡ଼ଠାରେ ଜୈନ ଧର୍ମର ପ୍ରଖ୍ୟାତ ସାଧୁ ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ ୨୦୨୪ ମସିହା ଫେବୃଆରୀ ୧୮ ତାରିଖ ରାତି ୨:୩୫ ମିନିଟରେ ସମାଧି ମାରଣ (ପରିନିର୍ବାଣ) ଲାଭ କରିଥିଲେ। ତାଙ୍କ ବୟସ ହେଉଥିଲା ୭୬ ବର୍ଷ। ଜୈନ ଧର୍ମର ପରମ୍ପରା ଅନୁଯାୟୀ, ସେ ଶେଷ…

ଭାରତ ଇତିହାସର ରହସ୍ୟମୟ ସମ୍ପ୍ରଦାୟ ଆଜିବିକା, ଓଡ଼ିଶାର ଗୁମ୍ଫାରେ ରହୁଥିଲେ ଏମାନେ

ଆଜିବିକା ସମ୍ପ୍ରଦାୟ ଭାରତୀୟ ଇତିହାସରେ ଏକ ରହସ୍ୟମୟ ଓ ଅନନ୍ୟ ଧାର୍ମିକ ସମ୍ପ୍ରଦାୟ। ଯାହା ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀ ସମୟରେ ଜୈନ ଓ ବୌଦ୍ଧ ଧର୍ମ ସହିତ ଏକକାଳୀନ ଉତ୍ଥାନ ଲାଭ କରିଥିଲା। ଏହି ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ମକ୍ଖଲି ଗୋସାଳ (ମସ୍କାରୀ ଗୋଶାଳକ), ଯିଏକି ସେତେବେଳର…

ଭାରତର କିଛି ରହସ୍ୟମୟ ସ୍ଥାନ, ଯେଉଁଠି ବୈଜ୍ଞାନିକ ବି ତାଜୁବ ହୋଇଛନ୍ତି

ଭାରତ, ଯାହା ତାର ସଂସ୍କୃତି, ଇତିହାସ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱବିଖ୍ୟାତ । କେବଳ ଏତିକି ନୁହେଁ ଅନେକ ରହସ୍ୟମୟ ସ୍ଥାନରେ ଭରପୂର ଭାରତ ଯାହା ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ଓ ଐତିହାସିକଙ୍କ ପାଇଁ ରୋଚକ ହୋଇ ରହିଛି। ଏହି ସ୍ଥାନଗୁଡ଼ିକରେ ଲୁଚି ରହିଥିବା ଏମିତି କିଛି ରହସ୍ୟ ଯାହା…

ରାତି ଅଧରେ ଚିିଲିକା ମଝିରୁ ଅଜଣା ଚିତ୍କାର ! ହଠାତ୍ ଜଳିଉଠୁଛି ଆଲୁଅ…

ଓଡ଼ିଶାର ପ୍ରସିଦ୍ଧ ଚିଲିକା ହ୍ରଦ, ଯାହା ଏସିଆର ସବୁଠାରୁ ବଡ଼ ଲବଣଯୁକ୍ତ ଜଳାଶୟ ଭାବେ ପରିଚିତ, ଅନେକ ରହସ୍ୟମୟ ଓ ଆକର୍ଷଣୀୟ ଦ୍ୱୀପରେ ଭରପୂର। ଏହା ମଧ୍ୟରେ ଭୂତୁଡ଼ି ଦ୍ୱୀପ ଅନେକ ରହସ୍ୟମୟ ଘେରରେ ରହିଛନ୍ତି। ଏହି ଦ୍ୱୀପ ଚିଲିକା ହ୍ରଦର ମଝିରେ ରହିଛି, ଯାହା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ…