Latest Odisha News
Browsing Category

ବିଶେଷ

ଶ୍ରୀ ଭାଗବତ ସାର ୨୫: ଭଗବାନଙ୍କ ସଙ୍ଗ ଲାଭର ବିକଳ୍ପ ମାଧ୍ୟମ ହେଉଛି ସାଧୁ ସନ୍ଥଙ୍କ ସଙ୍ଗ ଲାଭ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କଥାମୃତ ଶ୍ରବଣ ମନନ ଓ ଚିନ୍ତନ କରୁଥିବା ବ୍ୟକ୍ତି ବିଶେଷ ଯେ ଜଣେ ଜଣେ ସଜ୍ଜନ ଏହା ନିଃସନ୍ଦେହରେ କୁହାଯାଇପାରେ। କାରଣ ସତସଙ୍ଗ ପ୍ରାଣୀଙ୍କ ମନରୁ ସମସ୍ତ ପ୍ରକାର ବିକାର, ଯଥା କାମନା, ବାସନା ଦୁଶ୍ଚିନ୍ତା ଇତ୍ୟାଦି…

ଶ୍ରୀ ଭାଗବତ ସାର ୨୪: ଭାଗବତ ମନ୍ୟୁଷଙ୍କୁ ମୁକ୍ତି ପଥ ଦେଖାଇବାର ଅନେକ ଉପଦେଶ ପ୍ରଦାନ କରେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ ଶ୍ରୀମଦ ଭାଗବତ ଏପରି ଏକ ଅମୂଲ୍ୟ ଗ୍ରନ୍ଥ ଯାହା କେବଳ ପ୍ରଭୁଙ୍କର ଲୀଳା ବର୍ଣ୍ଣନା ରେ ସୀମିତ ନୁହେଁ। ଏହା ମନ୍ୟୁଷଙ୍କୁ ମୁକ୍ତି ପଥ ଦେଖାଇବାର ଅନେକ ଉପଦେଶ ପ୍ରଦାନ କରିଥାଏ। ରାଜା ପରୀକ୍ଷିତ ଅଠାଅଶି ହଜାର ସାଧୁଙ୍କ ସଙ୍ଗ ଲାଭ କରି…

ଶ୍ରୀ ଭାଗବତ ସାର ୨୩: ଯଦି ପ୍ରାଣୀ ନିମିଷଟିଏ ସତସଙ୍ଗରେ ବିତାଏ ତେବେ ସେ ଭବ ବନ୍ଧନ ପାରି ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଏପରି ଏକ ଗୁରୁ ଯେକି ସାଧାରଣ ସଂସାରୀ ପ୍ରାଣୀଙ୍କୁ ମଧ୍ୟ କୁବୁଦ୍ଧି ତ୍ୟାଗ କରି ନିଜର ସୁଜ୍ଞାନ ପ୍ରଭାଵରେ ଭଗବାନଙ୍କ ସାନିଧ୍ୟ ଲାଭ କରିବାରେ ସାହାଯ୍ୟ କରିଥାଏ। ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଦରେ ସାଧୁ…

ଶ୍ରୀ ଭାଗବତ ସାର ୨୨: ସର୍ବଦା ପ୍ରଭୁଙ୍କର ଚିନ୍ତନରେ ମଗ୍ନ ହୋଇଗଲେ ଭଗବାନଙ୍କ ସାନିଧ୍ୟ ନିଶ୍ଚିତ ହୋଇଯାଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଭକ୍ତ ପ୍ରହଲ୍ଲାଦ ଉପାଖ୍ୟାନରେ ଏକ ବଡ଼ କଥା ଆମେ ଜାଣିବାକୁ ପାଇବା ଯଥା କୋଅତି ପ୍ରୟାସୋଅସୁରବାଳକହରେ ରୁପାସନେ ସ୍ବେ ହୃଦି ଛିଦ୍ରବତ ସତଃ ସ୍ୱସ୍ୟାତ୍ମନଃ ସଖ୍ୟୁରଶେଷ ଦେହିନଂ। ସାମାନ୍ୟ ତଃ କିଂ…

ଶ୍ରୀ ଭାଗବତ ସାର ୨୧: ଅସତରୁ ଅସଙ୍ଗ ହୋଇ, ସତ ସତ୍ତା ସହିତ ଯୋଗ ହେବା ହଁ ସତସଙ୍ଗ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆଲୋଚନା, ତାହା ପୁଣି ବ୍ରହ୍ମବେତା ଶ୍ରୀଶୁକଦେବଙ୍କ ମୁଖରେ, ସବୁଠାରୁ ବଡ଼କଥା ଅଠାଅଶୀ ହଜାର ମୁନି ଋଷିଙ୍କ ଉପସ୍ଥିତି, ଏଭଳି ଏକ ପ୍ରକୃଷ୍ଟ ସତସଙ୍ଗ ଯୋଗୁଁ ରାଜା ପରୀକ୍ଷିକ ବିଷ୍ଣୁ ଲୋକ ପ୍ରାପ୍ତ ହେଲେ। ଶାସ୍ତ୍ର…

ଶ୍ରୀ ଭାଗବତ ସାର ୨୦: ପରୀକ୍ଷିତଙ୍କୁ ଜନ୍ମ ମରଣ ଚକ୍ରରୁ ମୁକ୍ତି ଲାଭ କଲା ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପୁଣି ଶୁକଦେବ ମହାତ୍ମାଙ୍କ ମୁଖରୁ ଏଭଳି ଅପୂର୍ବ ସୁଯୋଗ କିଏ ବା ହାତଛଡା କରିବ। ଅଠାଅଶୀ ହଜାର ମୁନି ଋଷି ତନ୍ମୟ ହୋଇ ଏହା ଶ୍ରବଣ କଲେ। ଏଥିରୁ ଜଣାଯାଏ ବେଦର ନିଗୁଢ଼ ତତ୍ୱ, ବ୍ରହ୍ମ ସୂତ୍ର ତଥା ଉପନିଷଦର…

ଶ୍ରୀ ଭାଗବତ ସାର ୧୯: ଶ୍ରୀମଦ ଭାଗବତର ଶରଣ ନେବା, ସଂସାର ମାୟା ଭୁଲେଇବା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ପ୍ରତ୍ୟେକ ସ୍କନ୍ଦ ଭଗବାନଙ୍କ ଭିନ୍ନ ଭିନ୍ନ ଅଙ୍ଗ ରୂପେ ପରିକଳ୍ପିତ ହୋଇଛନ୍ତି। ସେହି ଅନୁସାରେ ଶ୍ରୀମଦ ଭାଗବତ ଗ୍ରନ୍ଥ ଏ କଳି ଯୁଗରେ ସ୍ୱୟଂ ଭଗବତ ସ୍ୱରୂପ ଧାରଣ କରି ଜୀବମାନଙ୍କ ଉଦ୍ଧାର ପାଇଁ…

ଶ୍ରୀ ଭାଗବତ ସାର ୧୮: ଭଗବାନଙ୍କ ନିକଟରେ ଯିଏ ଶରଣାପନ୍ନ ହୁଅନ୍ତି ସେହି ପ୍ରକାରେ ପ୍ରଭୁଙ୍କର କୃପା ପ୍ରାପ୍ତ ହୁଅନ୍ତି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଯେ ନିଜେ ସତ ସ୍ୱରୂପ ପରମେଶ୍ୱର ଏଥିରେ ଆଉ ସନ୍ଦେହ ନାହିଁ। ଏବେ ଆମେ ଚିନ୍ତା କରିବା କାହିଁକି ଏ ମଣିଷ ସର୍ବଦା ଶ୍ରୀମଦ ଭାଗବତଙ୍କ ସାଙ୍ଗରେ ରହିବ, ଅବା ଅନ୍ୟ ଅର୍ଥରେ କହିଲେ ସତସଙ୍ଗ କରିବ? ଏହି କଥା…

ଶ୍ରୀ ଭାଗବତ ସାର ୧୭: ଶ୍ରୀମଦ ଭାଗବତ ପ୍ରତି ଅନୁରାଗ ସୃଷ୍ଟି କରିବା ପାଇଁ ସ୍ୱୟଂକୁ ଭାଗବତ କରିବାକୁ ପଡିବ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପ୍ରତି ଅନୁରାଗ ସୃଷ୍ଟି କରିବା ପାଇଁ ସ୍ୱୟଂକୁ ଭାଗବତ କରିବାକୁ ପଡିବ। ଅର୍ଥାତ ସର୍ବଦା ଭାଗବତ ଗ୍ରନ୍ଥ ପଠନ, ଚିନ୍ତନ, ଶ୍ରବଣ ଓ ମନ୍ଥନ କରୁଥିବା ବ୍ୟକ୍ତିଟିଏ ହେବାକୁ ପଡିବ। ପ୍ରଥମେ ବ୍ୟାସଦେବ ଜନକଲ୍ୟାଣ ନିମିତ୍ତ…

ଶ୍ରୀ ଭାଗବତ ସାର ୧୬: ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣ, କୀର୍ତ୍ତନ ତଥା ମନରେ ଯେ ସର୍ବଦା ଥାନ୍ତି ସେ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏପରି ଏକ ଗ୍ରନ୍ଥ ଯେ ଭାଗବତ ମାନଙ୍କୁ ଆଶ୍ରୟ ଦେଇଥାନ୍ତି। ତେବେ ଏହି ଭାଗବତ ମାନେ କିଏ? ସରଳରେ କହିଲେ ଯିଏ ଶ୍ରୀମଦ ଭାଗବତ ଆଶ୍ରୟୀ ସେ ମଧ୍ୟ ଭାଗବତ। ଅର୍ଥାତ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣ,…