Latest Odisha News
Browsing Category

ବିଶେଷ

ଶ୍ରୀ ଭାଗବତ ସାର ୧୫: ଏ ବ୍ରହ୍ମାଣ୍ଡରେ ଏକ ମାତ୍ର ଆଶ୍ରୟଦାତା ହେଉଛନ୍ତି ସ୍ୱୟଂ ପରଂବ୍ରହ୍ମ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କୁ ଅନୁରାଗ ଡୋରିରେ ବାନ୍ଧିବା ପାଇଁ ଯେପରି ଭଗବାନ ଶ୍ରୀକୃଷ୍ଣଙ୍କ ସ୍ନେହ ଲୋଡ଼ା ସେପରି ପ୍ରଭୁଙ୍କର ଆଶ୍ରୟ ବି ଲୋଡ଼ା। ପ୍ରଭୁଙ୍କର ଆଶ୍ରିତ ନହେଲେ ଆମର ବା ଏ ଜୀବଙ୍କର ଅନ୍ୟ ଗତି ନାହିଁ। ଏ…

ଶ୍ରୀ ଭାଗବତ ସାର ୧୪: ମଣିଷ ଯଦି ହରିଙ୍କ ପାଖରେ ଭକ୍ତି କରିବା ଶଖିଯିବ ତେବେ ସେ ମଧ୍ୟ ଭକ୍ତ ପ୍ରହ୍ଲାଦ ପାଲଟିଯିବ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଭକ୍ତି ଓ ପ୍ରେମ ପ୍ରଧାନ ଅଟେ। କାରଣ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଭକ୍ତର ଅଧୀନ ଓ ଭକ୍ତ ପ୍ରେମରେ ବନ୍ଧା। ଏଇଠି ମନରେ ପ୍ରଶ୍ନ ଆସେ ଆମ ଭଳି ସାଧାରଣ ମଣିଷଟିଏ କଣ ଭଗବାନଙ୍କ ପ୍ରକୃତ ଭକ୍ତ ହୋଇ ପାରିବା? ଏହି…

ଶ୍ରୀ ଭାଗବତ ସାର ୧୩: ଜ୍ଞାନ ଓ ବୈରାଗ୍ୟ ପ୍ରଭାବରେ ମଣିଷ ମନରେ ନିଷ୍କାମ ଭକ୍ତି ଜାଗ୍ରତ ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ଭକ୍ତି ମାର୍ଗ ଭଗବାନ ଶ୍ରୀକୃଷ୍ଣଙ୍କୁ ନିତ୍ୟ ସତ୍ୟ ଓ ସଂସାର ସମ୍ପୂର୍ଣ୍ଣ ଅନିତ୍ୟ ବୋଲି ଜ୍ଞାନ ପ୍ରଦାନ କରି ସଂସାର ବିଷୟ ବାସନା ପ୍ରତି ବୈରାଗ୍ୟ ସୃଷ୍ଟି କରେ। ଅତଏବ ଜ୍ଞାନ ଓ ବୈରାଗ୍ୟ…

ଶ୍ରୀ ଭାଗବତ ସାର ୧୨: ଶ୍ରୀକୃଷ୍ଣ ଭକ୍ତିରେ ପରିପୂର୍ଣ୍ଣ ଶ୍ରୀମଦ ଭାଗବତ ଗ୍ରନ୍ଥ ହିଁ ଆମର ଆଧାର ଗ୍ରନ୍ଥ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ଭଗବାନ ସ୍ୱରୂପ ବ୍ୟାସଦେବଙ୍କ ଆନ୍ତରରେ କିପରି ସ୍ପୁରିତ ହେଲା ତାହା ଅବଗତ ହେବା ପରେ ଏତିକି ସ୍ପଷ୍ଟ ହେଲା ଯେ ଶ୍ରୀକୃଷ୍ଣ ହିଁ ପରମ ସତ୍ୟ ଏବଂ ନିଷ୍କାମ ଭକ୍ତି ପାଇବା ପାଇଁ ଏହି ପରମ ସତ୍ୟଙ୍କ…

ଶ୍ରୀ ଭାଗବତ ସାର ୧୧: ଭଗବତ ଭାବ ବର୍ଜିତ ହେଲେ ନିଷ୍କାମ କର୍ମର ମଧ୍ୟ ମୂଲ୍ୟ ନଥାଏ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ନାରାୟଣଙ୍କ ଠାରୁ ବା ଦ୍ୱାରା ସୄଷ୍ଟ ବୋଲି ଆମେ ଅବଗତ ହେଲେ, ଏହା ମଧ୍ୟ ଜାଣିଲେ ଯେ ଏହା ବ୍ରହ୍ମା ଓ ନାରଦଙ୍କ ଦ୍ୱାରା ସଂସାରର କଲ୍ୟାଣ ଉଦ୍ୟେଶରେ ବିସ୍ତାରିତ ଓ ପ୍ରସାରିତ ହେବା ଉଦ୍ୟେଶରେ…

ଶ୍ରୀ ଭାଗବତ ସାର ୧୦: ସ୍ୱୟଂ ଭଗବାନ ଯେଉଁ ଜ୍ଞାନଅମୃତ ଦାନ କରିଛନ୍ତି ତାର ନାମ ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରୂପକ ଅମୃତ ତଥା ମଣିକୁ ଏ ସାରା ସଂସାର କିପରି ପ୍ରାପ୍ତ ହେଲା ତାହା ପ୍ରଯ୍ୟାଲୋଚନା କଲେ ଜଣାଯାଏ ସ୍ୱୟଂ ନାରାୟଣ ଏହାକୁ ସୃଷ୍ଟି ଆରମ୍ଭରେ ବ୍ରହ୍ମାଙ୍କୁ ଶୁଣାଇ ଥିଲେ। ବ୍ରହ୍ମା ଏହାକୁ ନିଜ ପୁତ୍ର…

ଶ୍ରୀ ଭାଗବତ ସାର ୯: “ହେ ଶୁକଦେବ ଆମକୁ କଥାମୃତ ଦିଅ, ଆମେ ତୁମକୁ ଅମୃତ ଦେବୁ”

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଏପରି ରସାଳ ଓ ଭକ୍ତି ରସ ଯୁକ୍ତ ଯେ ଭାଗବତର ମହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ କୁହାଯାଇଛି- "କ୍ଵ ସୁଧା କ୍ଵ କଥା ଲୋକେ, କ୍ଵ କାଚ କ୍ଵ ମଣିମହାନ", ଯଦି ସମସ୍ତଙ୍କୁ ଅମରତ୍ୱ ପ୍ରଦାନ କରୁଥିବା…

ଶ୍ରୀ ଭାଗବତ ସାର ୮: ଗୀତା ରୂପକ ଦୁଗ୍ଧରେ ମହୁ ମିଶାଇଲେ ଯାହା ହୁଏ ତାହା ହିଁ ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଉତ୍ପତି ସ୍ୱୟଂ ନାରାୟଣଙ୍କ ଉପଦେଶରୁ ହୋଇଛି। ଏହା ଜାଣିବା ପରେ ମନରେ ସ୍ୱତଃ ପ୍ରଶ୍ନ ଉଠେ ବେଦ, ଉପନିଷଦ ସବୁ ଭଗବାନ ମନ୍ୟୁଷଙ୍କୁ ଦେଇ ସାରିବା ପରେ ପୁଣି ବ୍ରହ୍ମାଙ୍କୁ ଭାଗବତ ତତ୍ୱ କାହିଁକି ପ୍ରଦାନ…

ଶ୍ରୀ ଭାଗବତ ସାର ୭: ମନରେ ସାମାନ୍ୟ ଅହଂକାର ଭଗବାନଙ୍କ ନିକଟରେ ପୂର୍ଣ୍ଣ ସମର୍ପିତ ହେବାକୁ ଦେବ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକ ପ୍ରେମ ପ୍ରଧାନ ଓ ଭକ୍ତି ମାର୍ଗର ଗ୍ରନ୍ଥ। କିନ୍ତୁ ଏହା ଏପରି ସରଳ ଯେ ଏଠାରେ ନବଧା ଭକ୍ତିର ମାର୍ଗ ଅନୁସରଣ କରିବା ଦରକାର ନାହିଁ। କେବଳ ସମର୍ପଣ ହିଁ ଏହାର ଆଧାର। ଏଠାରେ ସମର୍ପଣର ଠିକ ଅର୍ଥ ହେଲା…

ଶ୍ରୀ ଭାଗବତ ସାର ୬: ଶ୍ରୀମଦ ଭାଗବତ ହେଉଛି ସବୁଠାରୁ ସରଳ ପ୍ରେମ ପ୍ରଧାନ ଓ ଭକ୍ତିର ମାର୍ଗ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କେବଳ ଭଗବାନ ସ୍ୱରୂପ ବା ଶ୍ରୀଗୁରୁ ସ୍ୱରୂପ ଗ୍ରନ୍ଥ ନୁହେଁ, ଏହା ପ୍ରକୃତରେ ପ୍ରେମ ପ୍ରଧାନ ଗ୍ରନ୍ଥ ସନାତନ ଧର୍ମ ଧାରରେ ବେଦ ଓ ଉପନିଷଦର ଯେପରି ପ୍ରାଧାନ୍ୟ ରହିଛି ସେହିପରି ଶ୍ରୀମଦ ଭାଗବତ ର ମଧ୍ୟ…