Latest Odisha News

BREAKING NEWS

Browsing Category

ବିଶେଷ

୩୮ ବର୍ଷ ହେଲାଣି ରାଜ୍ୟର ଏହି ଗାଁ ପାଳିନି ନୂଆବର୍ଷ…

ବାଲେଶ୍ବର: ରାତିପାହିଲେ ନୂଆବର୍ଷର ଆଗମନ । ୨୦୨୫ ପ୍ରବେଶକୁ ଧୂମଧାମରେ ପାଳନ କରିବ ପୂରା ଦେଶ । ହେଲେ ସେଠି ରାଜ୍ୟର କିଛି ଏମିତି ସ୍ଥାନ ରହିଛି, ଯେଉଁଠି ନୂଆବର୍ଷା ଆସିଲେ ଲୁମଟାଙ୍କୁରୀ ଉଠେ, ଆଖି ଭରିଯାଏ । ଆଉ ମନେପଡିଯାଏ ସେଦିନର ସେ କରାଳ ଦିନ । ଯାହାକୁ ଆଜି ବି ଭୁଲି ନାହାନ୍ତି ଗାଁ…

୨୪ରେ ଚାଲିଯାଇଛନ୍ତି ଏହି ଚର୍ଚ୍ଚିତ ଚେହେରା: ଅଫେରା ରାଇଜରେ କରିଛନ୍ତି ଘର..

ଭୁବନେଶ୍ବର: ଦେଖୁ ଦେଖୁ ହାତରୁ ଖସିଯାଉଛି ୨୦୨୪ । ଆଉ ଦିନ କେଇଟା ପରେ ୨୪କୁ ସବୁଦିନ ପାଇଁ ଅଲବିଦା କହି ଆରମ୍ଭ ହେବାକୁ ଯାଉଛି ବର୍ଷ ୨୫ । ଏ ବର୍ଷ ସତରେ କେତେବେଳେ ଆସିଲା ଆଉ କେତେବଳେ ଚାଲିଗଲା ତାହା ଜଣାପଡିଲା ନାହିଁ । କିନ୍ତୁ ସାଙ୍ଗରେ ନେଇଯାଇଛି ସେ ଆମର ଆତ୍ମାଙ୍କୁ, ଯାହାଙ୍କୁ ଆଜି…

ଶୀତ ଦିନେ କେତେ ଜରୁରୀ ସନସ୍କ୍ରିନ୍?

ଭୁବନେଶ୍ବର: ସନସ୍କ୍ରିନ୍ ଆମ ଶରୀରକୁ ସୂର୍ଯ୍ୟଙ୍କ ଠାରୁ ଆସୁଥିବା କ୍ଷତିକାରକ ଅତିବାଇଗଣୀ ରଶ୍ମୀ ଠାରୁ ରକ୍ଷା କରେ । କିନ୍ତୁ କିଛି ଲୋକ ରହିଥାନ୍ତି ଯେଉଁମାନେ କେବଳ ଖରାଦିନେ ସନସ୍କ୍ରିନ୍ ବ୍ୟବହାର କରିଥାନ୍ତି । ଆଉ ଶୀତ ଦିନ ଆସିଲେ ଏହା ଉପରେ ଏତେ ଗୁରୁତ୍ବ ଦିଅନ୍ତି ନାହିଁ । ଯଦି ଆପଣ…

ହାଇଦ୍ରାବାଦର ନଗ୍ନ ଚିତ୍ର: ଲାଗେ ଝିଅ ବଜାର, ବିବାହ ବିଚ୍ଛେଦ ସାଙ୍ଗକୁ ନୋଟ୍ ବିଡା

ନୂଆଦିଲ୍ଲୀ: ଏକ ଏମିତି ବଜାର ଯେଉଁଠି ପନିପରିବା କି ସଉଦା ମିଳେନାହିଁ । ମିଳନ୍ତି ଝିଅ । ତାହା ପୁଣି ନାବାଳିକା । ବାପା ମାଙ୍କ ଇଚ୍ଛାରେ ବଳିପଡନ୍ତି । ୧୪, ୧୫ ବର୍ଷ ବୟସରେ ବାପା ମା’ ସେମାନଙ୍କୁ କିଛି ଟଙ୍କା ବଦଳରେ ଅରବପତି ଶେଖଙ୍କ ହାତକୁ ଟେକି ଦିଅନ୍ତି । ଯିଏ ସେମାନଙ୍କ ଠାରୁ ବୟସରେ…

ମେସିନ୍ ଲେଖିବ ପାଠ, ତାହା ପୁଣି ଅବିକଳ ହାତଲେଖା

ଥିରୁଅନନ୍ତପୁରମ୍: ପିଲାବେଳେ ଆମକୁ ୧୦ ୧୦ ଫର୍ଦ୍ଦ ପ୍ରାକ୍ଟିସ୍ ନୋଟ୍ ଲେଖିବାକୁ ପଡେ । ଓଡିଆ, ଇଂରାଜୀ ସାଙ୍ଗକୁ ହିନ୍ଦୀ ହସ୍ତାକ୍ଷର । ଆଉ ବୟସ ବଢିବା ସଙ୍ଗେ ସଙ୍ଗେ ଲେଖାର ଭାର ମଧ୍ୟ ବଢିବାକୁ ଲାଗେ । ବିଭିନ୍ନ ଆସାଇନମେଣ୍ଟ, ପ୍ରାକ୍ଟିକାଲ ନୋଟ୍ ସବୁ ଭିତରେ କାର୍ଯ୍ୟଭାର ବଢିଯାଏ ।…

କାହିଁକି ବିମାନରେ ନଡିଆ ନେବା ମନା?

ନୂଆଦିଲ୍ଲୀ: ଉଡାଜାହାଜରେ ଯାତ୍ରା କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ବ୍ୟାଗ ତନତନ କରି ଯାଞ୍ଚ କରାଯାଏ । ଏକ ନିର୍ଦ୍ଦିଷ୍ଟ ଓଜନର ଭିତରେ ଯାତ୍ରୀଙ୍କ ବ୍ୟାଗର ଓଜନ ରହିବା ନେଇ ନିୟମ ରହିଥିବା ବେଳେ ଅନେକ କିଛି ଜିନିଷ ରହିଥାଏ, ଯାହାକୁ ବିାମନ ମଧ୍ୟରେ ନେବାକୁ ବାରଣ କରାଯାଇଥାଏ । ଚେକିଂ…

ଦୁନିଆର ସବୁଠୁ ବିଷାକ୍ତ ଗଛ: ତଳେ ଛିଡା ହେଲେ ବି ଚାଲିଯିବ ଜୀବନ

ନୂଆଦିଲ୍ଲୀ: ଆମ ଜୀବନରେ ବୃକ୍ଷ କିମ୍ବା ଉଦ୍ଭିଦମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ସରଳ ଅର୍ଥରେ କହିବା ଗଛ ହିଁ ଜୀବନ । ଆମେ କେବଳ ସେମାନଙ୍କ ଉପରେ ନିର୍ଭରଶୀଳ ନୁହେଁ ସେଥିରୁ ଆମ ପିଣ୍ଡରେ ପ୍ରାଣ ସଞ୍ଚାର ହୁଏ । ଗଛର ମୂଳ ଠାରୁ ଆରମ୍ଭ କରି ଡାଳ, ପତ୍ର, ଫଳ, କାଣ୍ଡ ସବୁ…

ଆତ୍ମହତ୍ୟା ବୃଦ୍ଧି କରୁଛି ଜଳବାୟୁ ପରିବର୍ତ୍ତନ!

ଭୁବନେଶ୍ବର: ପରିବେଶ ମଣିଷକୁ ସୃଷ୍ଟିକରେ, ଶିଶୁଟିଏ ପରି ଲାଳନପାଳନ କରି, ତାକୁ ବଞ୍ଚିବା ପାଇଁ ଏକ ସୁସ୍ଥ ବାତାବରଣ ପ୍ରଦାନ କରିଥାଏ । ଆଉ ଏକ ସୁସ୍ଥ ପରିବେଶ ପାଇଁ ଜଳବାୟୁ ପରିବର୍ତ୍ତନ ଭୂମିକା ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଏବେ ଲାଳିତପାଳିତ ହେଉଥିବା ଶିଶୁଟିର ଅତ୍ୟାଧୁନିକ ଜୀବନଶୈଳୀ…

‘ଛାଡପତ୍ର ହୋଟେଲ’: ପ୍ରବେଶ କରନ୍ତି ଦମ୍ପତି, ହେଲେ ଫେରନ୍ତି ବିଚ୍ଛେଦ ସହ…

ନୂଆଦିଲ୍ଲୀ: ଏବେକା ସମାଜରେ ବିବାହ ବିଚ୍ଛେଦ ବଢିଗଲାଣି । ବିବାହ-ବିଚ୍ଛେଦ-ପୁନର୍ବିବାହ ଏବେ ଟ୍ରେଣ୍ଡରେ ଚାଲିଛି । ହେଲେ ଏଥିରେ ମଧ୍ୟ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ବିଚ୍ଛେଦ ପାଇଁ କୋର୍ଟ କଚେରୀ ଚକ୍କର କାଟିବାକୁ ପଡିଥାଏ । ବାରମ୍ବାର ଶୁଣାଣିରେ ନିଜର ପକ୍ଷ ରଖିବାକୁ ହୋଇଥାଏ ।…