Latest Odisha News
Browsing Category

ବିଶେଷ

ଶ୍ରୀ ଭାଗବତ ସାର ୧୨୧: ପରମାତ୍ମା ଶ୍ରୀକୃଷ୍ଣ ହିଁ ପୂର୍ଣ୍ଣବ୍ରହ୍ମ, ଯାହାଙ୍କ ଜନ୍ମ ନାହିଁ କି ବିଲୟ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନାର ଗୋଟିଏ ବଡ଼ ଶ୍ରେୟ ଦେବର୍ଷି ନାରଦଙ୍କୁ ଯାଏ। ଏହାର ମୁଖ୍ୟ କାରଣ ହେଲା ବ୍ୟାସଙ୍କୁ ଶ୍ରୀମଦ ଭାଗବତ ରଚନା କରିବାର ପ୍ରେରଣା ଦେବର୍ଷି ନାରଦ ହିଁ ଦେଇଥିଲେ। ଏହା ସଂଘଟିତ ହୋଇଥିଲା ପୁଣ୍ୟତୋୟା ସରସ୍ବତୀ ନଦୀ…

ଶ୍ରୀ ଭାଗବତ ସାର ୧୨୦: ଦ୍ୱାପର ଯୁଗରେ ପରାଶର ମହର୍ଷିଙ୍କ ତେଜ ଓ ସତ୍ୟବତୀଙ୍କ ଗର୍ଭ ଆଧାର କରି ବିଷ୍ଣୁ ଅଂଶୀ ବ୍ୟାସଦେବ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ସମସ୍ତ କାହାଣୀ ଭିତରେ ଏକ ଅନ୍ତର୍ନିହିତ ତତ୍ୱ ରହିଥାଏ। ଆଜି ଜାଣିବା ମହର୍ଷି ପରାଶର ଓ ସତ୍ୟବତୀଙ୍କ କାହାଣୀର ତତ୍ୱ କଣ। ଜଣେ ଜ୍ଞାନୀ ତେଜସ୍ୱୀ ଓ ତପନିଷ୍ଠ ତପସ୍ବୀଙ୍କ ଆଗମନ ଦେଖି ଧୀବର ଅତ୍ୟନ୍ତ…

ଶ୍ରୀ ଭାଗବତ ସାର ୧୧୯: ଈଶ୍ୱରଙ୍କ ଇଚ୍ଛା ବିନା କୌଣସି କର୍ମ ହୁଏନି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କର ଏକ ମହାନ ଶିକ୍ଷା ଆମେ ଜାଣିଲେ ଯେ "ଈଶ୍ୱରଙ୍କ ଇଚ୍ଛା ବିନା କୌଣସି କର୍ମ ହୁଏନି"। ସେହିପରି ପ୍ରତ୍ୟେକ କାର୍ଯ୍ୟରେ ଏକ କାରଣ ଲୁଚି ରହିଥାଏ। କେହି କେହି ତାକୁ ଅକସ୍ମାତ ଓ କେହି କେହି ତାହା ଵିଧି ନିର୍ଦ୍ଧେଶତ…

ଶ୍ରୀ ଭାଗବତ ସାର ୧୧୮: କେବଳ ପରମେଶ୍ୱରଙ୍କ ଇଚ୍ଛା ପୂର୍ତ୍ତି ପାଇଁ ସବୁକିଛି ଘଟଣା ଘଟିଲା, ଘଟୁଛି ଓ ଘଟିବ ମଧ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱ ସହ ତଥ୍ୟ ପ୍ରଦାନ କରିଥାଏ। ତଥ୍ୟ ହିସାବରେ ଆମେ ଜାଣିଲେ ଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ପବିତ୍ର ଗଙ୍ଗା ନଦୀ କୂଳରେ ବ୍ୟାସ ନନ୍ଦନ ଶ୍ରୀ ଶୁକଦେବ ଶ୍ରୀକୃଷ୍ଣ ଲୀଳା ଚରିତ ଭାଗବତ ସାତ ଦିନ ପର୍ଯ୍ୟନ୍ତ…

ଶ୍ରୀ ଭାଗବତ ସାର ୧୧୭: ପ୍ରତ୍ୟେକ ଜୀବ ଠାରେ ବ୍ରହ୍ମଙ୍କୁ ଦର୍ଶନ କରେ, ସେଠାରେ ନାରୀ ପୁରୁଷ ଭେଦା ଭେଦ ରହେ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରେ ଅନେକ ତତ୍ୱ ସମ୍ବଳିତ ଉପାଖ୍ୟାନ ଅଛି। ପୂର୍ବରୁ ଆମେ ଶ୍ରୀ ସୂତ ମହାମୁନି ନିଜ ଗୁରୁ ରୂପେ ଶ୍ରୀ ଶୁକଦେବଙ୍କୁ ଅଭିହିତ କରିଛନ୍ତି କାରଣ ପ୍ରଥମେ ସେ ଏହି ମହାନ ଗ୍ରନ୍ଥ ଶ୍ରୀମଦ ଭାଗବତ କଥା ଶ୍ରୀ ଶୁକଦେବଙ୍କ ଠାରୁ…

ଶ୍ରୀ ଭାଗବତ ସାର ୧୧୬: ପରମ ଜ୍ଞାନୀ ପୁରୁଷ “ବ୍ୟାସ” ଭାବରେ ଶ୍ରୀହରି ଧାରାବତରଣ କରି ଅନେକ ଅମୂଲ୍ୟ ରଚନା…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ପରଂବ୍ରହ୍ମଙ୍କର ଅନେକ ରୂପରେ ଅବତୀର୍ଣ ହେବାର କାହାଣୀ ବର୍ଣନା ଅବସରରେ ଆମେ ଏକ ଅତ୍ୟନ୍ତ ମନୋହର ରୂପ କଥା ଜାଣିଲେ, ଯାହା ପରମେଶ୍ୱରଙ୍କ ଭୁବନ ମୋହିନୀ (ପ୍ରକୃତି ସ୍ୱରୂପା )ମନ ମୋହିନୀ ବାରନାରୀ ରୂପ, ଅର୍ଥାତ…

ଶ୍ରୀ ଭାଗବତ ସାର ୧୧୫: ରାଜା ପୃଥୁଙ୍କ କନ୍ୟା ହିସାବରେ ଆମ ଧରିତ୍ରୀଙ୍କ ନାମ ହେଲା ପୃଥିବୀ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱର ସମାହାର, ଆମେ ଜାଣିଲେ ରାଜା ପୃଥୁଙ୍କ କନ୍ୟା ହିସାବରେ ଆମ ଧରିତ୍ରୀଙ୍କ ନାମ ହେଲା ପୃଥିବୀ। ଏହି ପୃଥିବୀରେ ସର୍ବ ଜ୍ଞାନର ଆଧାର ବେଦ ଥିଲା ଯାହା ଶଙ୍ଖାସୁର ନାମକ ଦୈତ୍ୟ ଦ୍ୱାରା ଅପହୃତ ହୋଇଗଲା…

ଶ୍ରୀ ଭାଗବତ ସାର ୧୧୪: ଭଗବାନ “ପୃଥୁ “ରୂପରେ ଅବତାର ନେଲେ, ନିଜ ପରାକ୍ରମ ବଳରେ ପୃଥିବୀକୁ ସମତଳ କଲେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଚରିତ୍ରଙ୍କ ପରିପ୍ରକାଶ ଘଟିଛି ଯେଉଁମାନଙ୍କୁ ଆମେ ଅବତାର ଭାବେ ପରିଗଣିତ କରିପାରିବା। ଏହି ଶ୍ରେଣୀରେ ପ୍ରଥମେ ଆସିବେ ପରମାତ୍ମା ଅବଧୂତ, ଯେକି ମହର୍ଷି ଅତ୍ରି ଓ ତାଙ୍କ ପତ୍ନୀ ଅନୁସୟାଙ୍କ ସନ୍ତାନ ଥିଲେ।…

ଶ୍ରୀ ଭାଗବତ ସାର ୧୧୩: ଲୁପ୍ତ ପ୍ରାୟ ସାଂଖ୍ୟଶସ୍ତ୍ରର ଉଦ୍ଧାର ପାଇଁ ଭଗବାନ କପିଳ ରୂପ ଧାରଣ କରିଥିଲେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଅବତାରଙ୍କ ବିଷୟରେ ସୁନ୍ଦର ସୁନ୍ଦର ଉପସ୍ଥାପନା ରହିଛି। ପ୍ରସଙ୍ଗ କ୍ରମରେ ଏହାର ଆଲୋଚନା ହୋଇ ପାରିଥାନ୍ତା କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗ ଗୁଡିକୁ କ୍ରମାନ୍ୱୟରେ ଉପସ୍ଥାପନା କରିବାର ପ୍ରୟାସ କରାଯାଇଛି।…

ଶ୍ରୀ ଭାଗବତ ସାର ୧୧୨: ପ୍ରତ୍ୟେକ ଅବତାର ଗୋଟିଏ ଗୋଟିଏ ବିଶେଷ କାର୍ଯ୍ୟ ସାଧନ ପାଇଁ ଆସିଥାନ୍ତି, ଆଉ ତାପରେ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱର ପରିପ୍ରକାଶ କରିଛି, ତ୍ରିଗୁଣ ପ୍ରଭାବକୁ ମଧ୍ୟ ଖୁବ ସୁନ୍ଦର ଭାବରେ ଉପସ୍ଥାପିତ କରିଛି। ସୃଷ୍ଟି କର୍ତ୍ତା ବ୍ରହ୍ମା ଯେତେବେଳେ ସତ୍ୱ ଗୁଣର ପ୍ରଭାବରେ ଥାଇ ନିଜର ଚାରି ମୁଖରୁ ଚାରି ପୁତ୍ର ଜନ୍ମ ଦେଲେ…