Latest Odisha News

BREAKING NEWS

Browsing Category

ବିଶେଷ

ବିଶ୍ବର ସବୁଠାରୁ ଖୁସିର ଦେଶ..

ନୂଆଦିଲ୍ଲୀ : ଆପଣମାନେ ବିଶ୍ବର ଅନେକ ସ୍ଥାନ ପରିଭ୍ରମଣ କରିଥିବେ  । କିନ୍ତୁ ଜାଣିଛନ୍ତି କି ବିଶ୍ବର ସବୁଠାରୁ ଖୁସିର ଦେଶ କେଉଁଠି ରହିଛି । ଆସନ୍ତୁ ଜାଣିବା । ବିଶ୍ୱର ସବୁଠାରୁ ଖୁସିର ଦେଶ ହେଉଛି ଡେନମାର୍କ  । ଆପଣମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା କେଉଁ ଦୃଷ୍ଟିକୋଣରୁ ଏହାକୁ…

ଏହି ରାସ୍ତା ପରେ ଶେଷ ହୋଇଯାଇଛି ପୃଥିବୀ

ନୂଆଦିଲ୍ଲୀ : ଏଠାରେ ହିଁ ଶେଷ ହୋଇଛଇ ଦୁନିଆ ! ଆଉ ଆଗକୁ ରାସ୍ତା ନାହିଁ । ହଁ ଆଜ୍ଞା , ବେଳେବେଳେ ମନରେ ପ୍ରଶ୍ନ ଉଠେ ଯେ ପୃଥିବୀର ଶେଷ କେଉଁଠି। ହେଲେ ଅନେକଙ୍କୁ ସେ ବିଷୟରେ ଜଣାନଥାଏ। ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବାକୁ ଯାଉଛୁ। ୟୁରୋପୀୟ ଦେଶ ନରଓ୍ବେରେ ଥିବା ଇ-୬୯ ରାଜପଥର ନାଁ…

ଏମିତି ଗାଁ , ଯେଉଁଠି ଦୁଇ ଦଶକ ହେବ ହୋଇପାରୁନି ବାହାଘର

ନୂଆଦିଲ୍ଲୀ : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ରହିଛି  । ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। ଆଉ କାରଣ ଜାଣିଲେ ବି ଆପଣମାନେ…

ଏଠାରେ ନେଇପାରିବେ ପାରାସୁଟର ମଜା…

ନୂଆଦିଲ୍ଲୀ : ଅନେକ ଲୋକ ଦୁଃସାହସିକ କାର୍ଯ୍ୟକଳାପ କରିବାକୁ ଭଲ ପାଆନ୍ତି  ।  ଯେପରିକି ପାହାଡ ଚଢିବା , ପାରାସୁଟ ଇତ୍ୟାଦି । ଭାରତରେ ଏପରି ଅନେକ ସ୍ଥାନ ରହିଛି , ଯେଉଁଠି ଆପଣମାନେ ଉତ୍ତମ ପାରାସୁଟର ମଜା ନେଇପାରିବେ  । ଆସନ୍ତୁ ସେପରି କିଛି ସ୍ଥାନ ସମ୍ପର୍କରେ ଜାଣିବା । ହିମାଚଳ…

ସବୁଠୁ ଦାମୀ ବେଲ୍ଟ : ଯାହାର ମୂଲ୍ୟ ୧୧୫୦ ଡଲାର …

ନୂଆଦିଲ୍ଲୀ : ଦୁନିଆରେ ଅନେକ ଦାମୀ ଜିନିଷ ରହିଛି  । ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । କିଣିବା ପୂର୍ବରୁ ଶହେ ଥର ଚିନ୍ତା କରିବାକୁ ପଡିବ  । କିନ୍ତୁ କିଛି ଲୋକଙ୍କର  ବ୍ରାଣ୍ଡେଡ୍ ଜିନିଷ ପିନ୍ଧିବାର ସୌକ୍ ରହିଥାଏ  । ଆସନ୍ତୁ ଜାଣିବା ସେମିତି କିଛି ଜିନିଷ ସମ୍ପର୍କରେ ।…

ରହସ୍ୟମୟୀ ରୁପକୁଣ୍ଡ ହ୍ରଦ, ଏଠାକୁ ଯିବାକୁ ଭୟ କରନ୍ତି ପର୍ଯ୍ୟଟକ..

ନୂଆଦିଲ୍ଲୀ : ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି  ।  ପ୍ରତିଦିନ ବହୁ ଲୋକ ଏଠାକୁ ଯାତ୍ରା କରିଥାନ୍ତି  । କିନ୍ତୁ ଏହାର ରହସ୍ୟମୟୀ କାହାଣୀ ବିଷୟରେ ସମସ୍ତଙ୍କୁ ଜଣାନଥାଏ  ।  ଆସନ୍ତୁ ଜାଣିବା ସେମିତି ଏକ ହ୍ରଦ ସମ୍ପର୍କରେ  । ଏହି ହ୍ରଦଟି ଉତ୍ତରାଖଣ୍ଡରେ ରହିଛି  । ଯାହାର ନାମ ହେଉଛି…

ଦେଶର ପ୍ରଥମ ରେଳଷ୍ଟେସନ୍ : ଯେଉଁଠି ନାହାଁନ୍ତି ଗୋଟିଏ ହେଲେ ରେଳ କର୍ମଚାରୀ, ଚଳାଉଛନ୍ତି ଗ୍ରାମବାସୀ

ନୂଆଦିଲ୍ଲୀ : ଭାରତର ମେରୁଦଣ୍ଡ ହେଉଛି ରେଳବାଇ  ।  କମ୍ ଖର୍ଚ୍ଚରେ ଯାତାୟତ ପାଇଁ ଏହା ବେଶ୍ ସହଜ ହୋଇଥାଏ  । ଭାରତରେ ଅନେକ ବିଚିତ୍ର ରେଳଷ୍ଟେସନ୍ ରହିଛି  । ଯାହା ନିଜର ଖାସିୟତ୍ ପାଇଁ ଜଣାଶୁଣା  । ଏପରି ଏକ ରେଳଷ୍ଟେସନ ରହିଛି ରାଜସ୍ଥାନେ । ଏହା ହେଉଛି ଭାରତର ଏକମାତ୍ର ରେଳଷ୍ଟସନ…

ବିଦେଶ ଯାତ୍ରା ଭିସା ପାଇବା ପାଇଁ ଏଠାକୁ ଆସନ୍ତି ଲୋକ….

ନୂଆଦିଲ୍ଲୀ : ଅଧିକାଂଶ ଲୋକ ନିଜର ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ଭଗବାନଙ୍କ ଆଶ୍ରୟ ନିଅନ୍ତି । ଅନେକ ମଠ ମନ୍ଦିର ଯାଆନ୍ତି  । କିନ୍ତୁ  ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଲୋକେ ବିଦେଶ ଯାତ୍ରା ଭିସା ପାଇବା ପାଇଁ ଆସିଥାନ୍ତି। କଥା ଟା ଶୁଣିବାକୁ…

ଦୁନିଆର ସବୁଠୁ ଦାମୀ ନେଲପଲିସ୍ , ମୂଲ୍ୟ ଶୁଣିଲେ ଆପଣ ହୋଇଯିବେ ତାଜୁବ୍…

ନୂଆଦିଲ୍ଲୀ: ନେଲପଲିସର ଦାମ୍ କୋଟି କୋଟି ଟଙ୍କା  । କତାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ବି ସତ  । ଗୋଟିଏ ଛୋଟ ବୋତଲ ନେଲ ପଲିସି ଦାମରେ ଆପଣ ଅତି କମରେ ଚାରିଟି ଅଡି କାର କିଣି ପାରିବେ । ତେବେ ଆସନ୍ତୁ ଜାଣିବା କାହିଁକି ଏହି ନେଲ ପଲିସର ମୂଲ୍ୟ ଏତେ ଅଧିକ?  ତେବେ…

୭୨ବର୍ଷ ପରେ ପାକିସ୍ତାନରେ ଖୋଲିଲା ସର୍ବ ପୁରାତନ ହିନ୍ଦୁ ମନ୍ଦିର : ଏବେ ବି ଅକ୍ଷୁର୍ଣ୍ଣ ରହିଛି କଳାନୌପଣ୍ୟ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ବିଭାଜନର ଯନ୍ତ୍ରଣା କେବେବି ଭୁଲି ହେବନି  । ଏଥିରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ  । ବହୁ ସମ୍ପତ୍ତି ନଷ୍ଟ ହୋଇଥିବାବେଳେ  ପାକିସ୍ତାନରେ ଥିବା ବହୁ ହିନ୍ଦୁ ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ବିଭାଜନ ପରେ ପାକିସ୍ତାନର ଅନେକ ହିନ୍ଦୁ ମନ୍ଦିର…