Latest Odisha News

BREAKING NEWS

Browsing Category

ବିଶେଷ

ଶ୍ରୀ ଭାଗବତ ସାର ୮୩: ଶ୍ରୀକୃଷ୍ଣଙ୍କଠାରେ ଭକ୍ତି ଯୋଗ ଦ୍ୱାରା ନିଜକୁ ସମର୍ପିତ କରି ସମସ୍ତ କର୍ମ ଅର୍ପଣ କରିବା ହିଁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା ପୂର୍ବରୁ ମହର୍ଷି ବ୍ୟାସଦେବଙ୍କର ଦେବର୍ଷି ନାରଦଙ୍କ ଉପଦେଶ ମନେ ପଡିଲା। ଶ୍ରୀକୃଷ୍ଣଙ୍କ ଠାରେ ଭକ୍ତିଯୋଗ ଦ୍ୱାରା ନିଜକୁ ସମର୍ପିତ କରି ସମସ୍ତ କର୍ମ ଅର୍ପଣ କରିବା ହିଁ ଭବବନ୍ଧନ ରୋଗର ମହୌଷଧୀ, ଏହି ସାରତତ୍ୱ…

ଶ୍ରୀ ଭାଗବତ ସାର ୮୨: ମାନବଙ୍କ ଉଦ୍ଧାର ପାଇଁ ପୁନଶ୍ଚ ରଚନା ହେଲା ମହାଭାରତ ଓ ପଞ୍ଚମ ବେଦ ଭାବରେ ଅଷ୍ଟାଦଶ ପୁରାଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ମହର୍ଷି ବ୍ୟାସଦେବ ବେଦକୁ ଚାରି ଭାଗ କରି ଦେଲେ ସତ, ତଥାପି ସ୍ତ୍ରୀ ଓ ଶୁଦ୍ର (ଚାରି ବର୍ଣ ମଧ୍ୟରେ ଅଧମ ବର୍ଣ )ଙ୍କର ବେଦ ଚର୍ଚ୍ଚା କରିବାର ଅଧିକାର ରହିଲା ନାହିଁ। ପତିତ ମନୁଷ୍ୟ ମାନେ ମଧ୍ୟ ବେଦ ଚର୍ଚ୍ଚାରୁ ବଞ୍ଚିତ ହେଲେ।…

ଶ୍ରୀ ଭାଗବତ ସାର ୮୧: ଶାସ୍ତ୍ର କହେ ମହର୍ଷି ବ୍ୟସଦେବ ଭଗବାନଙ୍କ ସପ୍ତଦଶ ଅବତାର

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନାରେ ମୁଖ୍ୟ ଜଣେ ମହର୍ଷି ବ୍ୟାସଦେବ ଓ ଅନ୍ୟ ଜଣେ ଦେବର୍ଷି ନାରଦ। ଏହି ମହର୍ଷି ଓ ଦେବର୍ଷି ବିଷୟରେ ସମ୍ୟକ ଆଲୋଚନା ନକଲେ ଶ୍ରୀ ଭାଗବତ ସାର ରଚନାର ମୂଲ୍ୟ କିଛି ନୁହେଁ। ପ୍ରଥମେ ଆଲୋଚନା କରିବା ମହର୍ଷି…

ଶ୍ରୀ ଭାଗବତ ସାର ୮୦: ଏ ଜଗତକୁ ଯେ ସୃଷ୍ଟି କରିଛନ୍ତି ଓ ପାଳନ କରୁଛନ୍ତି ସେହିଁ ସର୍ବ ଶକ୍ତିମାନ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଦଶମ ସ୍କନ୍ଦର ପଞ୍ଚବିଂଶ ଓ ଷଢ଼ବିଂଶ ଅଧ୍ୟାୟରେ ବର୍ଣ୍ଣିତ ଏହି ଉପାଖ୍ୟାନଟି ଏଥିପାଇଁ ପ୍ରଥମେ ଜଣାଇବାର ତାତ୍ପର୍ଯ୍ୟ ଏହିକି ଯେ ଏଥିରେ ଏକ ପରମ୍ପରାକୁ ବିରୋଧ କରାଯାଇ ସେଠାରେ ପ୍ରକୃତି ପୂଜାର ଆହ୍ୱାନ ଦିଆଯାଇଛି।…

ଶ୍ରୀ ଭାଗବତ ସାର ୭୯: କୌଣସି କର୍ମ କରିବା ପୂର୍ବରୁ ତାର ସମସ୍ତ ତତ୍ୱ ବୁଝିବିଚାରି ସେ କାର୍ଯ୍ୟଟି କରିବା ଉଚିତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଏହି ଗିରିଗୋବର୍ଦ୍ଧନ ପୂଜା ବିଷୟଟିର ଗଭୀର ଅନୁଶୀଳନ କଲେ ଜଣାଯାଏ କୌଣସି କର୍ମ କରିବା ପୂର୍ବରୁ ତାର ସମସ୍ତ ତତ୍ୱ ବୁଝି, ଭଲମନ୍ଦ ଆକଳନ କରି ଓ ତାର ପରିଣାମକୁ ଚିନ୍ତା କରି ସେ କାର୍ଯ୍ୟଟି କରିବା ଉଚିତ।…

ଶ୍ରୀ ଭାଗବତ ସାର ୭୮: ଶ୍ରୀମଦ ଭାଗବତର ମୁଖ୍ୟ ନାୟକ ହେଲେ ଶ୍ରୀକୃଷ୍ଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୁଖ୍ୟ ନାୟକ ହେଲେ ଶ୍ରୀକୃଷ୍ଣ, ଆଉ ଏକ ପରମ ପବିତ୍ର ଗ୍ରନ୍ଥ ଶ୍ରୀଭଗବତ ଗୀତାରେ ମୁଖ୍ୟ ଚରିତ୍ର ମଧ୍ୟ ଶ୍ରୀକୃଷ୍ଣ। କିନ୍ତୁ ଗୋଟିଏ ଗ୍ରନ୍ଥରେ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳାଠାରୁ ଆରମ୍ଭ ହୋଇ ଅନେକ ଅଲୌକିକ ଲୀଳାର…

ଶ୍ରୀ ଭାଗବତ ସାର ୭୭: ଅବତାରୀ ପୁରୁଷ ଶ୍ରୀଜଗନ୍ନାଥ ଭାଗବତ ବର୍ଣ୍ଣିତ ବଉଧ ସ୍ୱରୂପ ଅଟନ୍ତି କିନ୍ତୁ ସ୍ୱୟଂ ବୁଦ୍ଧ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ଅବତାର ତତ୍ୱ ମଧ୍ୟରେ ବିଷ୍ଣୁଙ୍କର ନିର୍ଦ୍ଧିଷ୍ଟ ଦଶ ଅବତାରକୁ ଆମେ ପ୍ରାଧାନ୍ୟ ଦେଇଥାଉ। ବିଶେଷତଃ ଶ୍ରୀଜୟଦେବ ରଚିତ ଦଶାବତାର ସ୍ତୋତ୍ରରେ ବୁଦ୍ଧ ଶରୀର ବା ଅବତାରର ଆଲୋଚନା ହୋଇଛି ଯଥା "ନିନ୍ଦସି ଯଜ୍ଞ…

ଶ୍ରୀ ଭାଗବତ ସାର ୭୬: ଭାଗବତ ଖ୍ରୀଷ୍ଟ ପର ଯୁଗରେ ସଂକଳିତ ହୋଇଛି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବୁଦ୍ଧ ଅବତାର ପ୍ରସଙ୍ଗର ଆଲୋଚନାକୁ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଏହି "ବୁଦ୍ଧ" ଯେ କପିଳବାସ୍ତୁର ରାଜକୁମାର ଓ ରାଜା ଶୁଦ୍ଧୋଦନଙ୍କ ପୁତ୍ର ସିଦ୍ଧାର୍ଥ ଅବା ଗୌତମ ଯିଏକି ସଂସାର ତ୍ୟାଗ କରି ବୌଧି ପ୍ରାପ୍ତି ପରେ…

ଶ୍ରୀ ଭାଗବତ ସାର ୭୫: ଶ୍ରୀମଦ ଭାଗବତଙ୍କ ପରି ମହାନ ଗ୍ରନ୍ଥର ଧ୍ୱନିରେ ପ୍ରତ୍ୟେକ ମଣିଷଙ୍କ ଅନ୍ତର ଭକ୍ତି ରସରେ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ, ମୂଳ ସଂସ୍କୃତ ଭାଗବତଙ୍କର ଆକ୍ଷରିକ ଅନୁବାଦ ନୁହେଁ ଏହା ଥିଲା ଭାବାନୁବାଦ। କିନ୍ତୁ ଅଷ୍ଟାଦଶ ଶତାବ୍ଦୀରେ ଆଉ ଜଣେ ଓଡ଼ିଆଙ୍କ ଦ୍ୱାରା ସଂସ୍କୃତ ଭାଗବତର ଓଡ଼ିଆ ଅନୁବାଦ ହୋଇଥିଲା। ସେ ଥିଲେ…

ଶ୍ରୀ ଭାଗବତ ସାର ୭୪: କାହାର ଅନୁସରଣରେ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତକୁ ଓଡ଼ିଆ ଭାଷାରେ ଲେଖିବା ସମୟରେ ଶ୍ରୀଧର ସ୍ୱାମୀ ବିରଚିତ "ଶ୍ରୀମଦ ଭାଗବତ ଭାବାର୍ଥ ବୋଧିନୀ" ଟୀକାର ବିଶେଷ ସାହାଯ୍ୟ ନେଇଥିଲେ। ଏହା ଏତେ ସାରଗର୍ଭକ ଥିଲା ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁ କହିଥିଲେ "ଶ୍ରୀଧର ସ୍ୱାମୀ…