Latest Odisha News

BREAKING NEWS

Browsing Category

ଫ୍ୟାସନ

ବଜାରର ମହଙ୍ଗା ସିରମକୁ କରନ୍ତୁ ବାଏ! ନିଜେ ଘରେ ବନାନ୍ତୁ ହେୟାର ସିରମ୍

ଭୁବନେଶ୍ବର: ନିଜ କେଶର ଯତ୍ନ ନେବା ନିହାତି ଦରକାର । ଆଜିକାଲି କେଶ ଝଡିବା, କେଶର ଚମକ କମିଯିବା ଆଉ ମଧ୍ୟ ଅସମୟରେ କେଶ ଧଳା ହେବା ସମସ୍ୟା ଦେଖିବାକୁ ମିଳୁଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଶରେ ହେୟାର ସିରମ୍ ଲଗାଇବା ଜରୁରୀ । କିନ୍ତୁ ବଜାରରେ ଏତେ ମହଙ୍ଗା ସିରମ୍ ବ୍ୟବହାର…

ଅଟାର ରୁଟି ଆପଣଙ୍କ ତ୍ବଚାରେ ଆଣିବ ଅଦ୍ଭୁତ ଚମକ, ଜାଣନ୍ତୁ ପ୍ରଣାଳୀ

ଭୁବନେଶ୍ବର: ପ୍ରଦୂଷଣ ବୃଦ୍ଧି, ଅଦ୍ଭୁତ ଜୀବନଶୈଳୀ ଏବଂ ଚାପ ହେତୁ ଅଳ୍ପ ବୟସ ସତ୍ବେ ଆମ ତ୍ବଚା ବୟସ୍କ ପରି ଦେଖାଯାଇଥାଏ । ଆମେ ତ୍ବଚାର ଯତ୍ନ ନ ନେବା ଦ୍ବାରା ମୁଖର ରଙ୍ଗ ନଷ୍ଟ ହେବା, ଚର୍ମର ଢିଲାପଣ କିମ୍ବା ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ । ତ୍ବଚାର ଯତ୍ନର ଅଭାବ ହେତୁ ଡେଡ୍ ସେଲ୍ସ ବା…

ସ୍କିନ୍‌ଟୋନ୍‌ ଅନୁସାରେ କିପରି ଚୟନ କରିବେ ଲିପ୍‌ଷ୍ଟିକ୍‌, ଜାଣିରଖନ୍ତୁ ଟିପ୍ସ…

ମହିଳାମାନେ ମେକ୍‌ଅପ୍ ପ୍ରିୟ। ମୁହଁର ମେକ୍‌ଅପ୍ ପ୍ରତି ସେମାନେ ଯେତିକି ଗୁରୁତ୍ୱ ଦିଅନ୍ତି ଓଠର ମେକ୍‌ଅପ୍‌ ପାଇଁ ବି ସେତିକି ଯତ୍ନଶୀଳ ଥାଆନ୍ତି। ଓଠର ମେକ୍‌ଅପ୍ ପାଇଁ ସାଧାରଣତଃ ଲିପ୍‌ଷ୍ଟିକ୍‌, ଲାଇନର ଓ ଗ୍ଲସ୍ ଆଦି ବ୍ୟବହାର କରିଥାଆନ୍ତି। ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ବିଭିନ୍ନ…

ବର୍ଷାଦିନିଆ ଫ୍ୟାସନ୍: ବର୍ଷାଦିନେ ବାହାରକୁ ଗଲେ ପିନ୍ଧନ୍ତୁ ଏହି ପ୍ରକାରର ଚପଲ୍

ଭୁବନେଶ୍ଵର: ବର୍ଷାଦିନରେ ସବୁଠାରୁ ବଡ ସମସ୍ୟା ହୋଇଥାଏ ଚପଲ ବାଛିବାରେ। ବର୍ଷାଦିନେ ଏପରି ଚପଲ ପିନ୍ଧିବା ଦରକାର ଯାହା ଆରାମରେ ସଫା ହୋଇପାରୁଥିବ। କାଦୁଅରେ ଚାଲିଲେ ମଧ୍ୟ ଚପଲ ଚିଣ୍ଡିବାର ସମସ୍ୟା ନ ଥିବ। ଆସନ୍ତୁ ଜାଣିବା ବର୍ଷାରେ କିପରି ଚପଲ ପିନ୍ଧିବା .. ବର୍ଷା ଦିନେ ବାହାରକୁ…

ବର୍ଷାଦିନେ ଏପରି ଭାବେ ନିଅନ୍ତୁ କେଶର ଯତ୍ନ…

ଭୁବନେଶ୍ଵର: ବର୍ଷାଦିନରେ ଓଦା ହେବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଶରୀରକୁ ବିଭିନ୍ନ ପ୍ରକାର ରୋଗର ସାମନା କରିବାକୁ ପଡ଼ିଥାଏ। କେବଳ ଶରୀର ନୁହେଁ, ବର୍ଷାଦିନରେ ବିଭିନ୍ନ କେଶ ସମସ୍ୟା ମଧ୍ୟ ଦେଖାଦିଏ। ବର୍ଷାଜଳର କ୍ଷାରୀୟ ଅଂଶ ସଂସ୍ପର୍ଶରେ ଆସିଲେ କେଶରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ।…

ଖରାଦିନେ କେମିତି ଦେଖାଯିବେ ଷ୍ଟାଇଲିସ୍

ଭୁବନେଶ୍ଵର: ଋତୁ ଅନୁସାରେ ସବୁବେଳେ ଫ୍ୟାଶନ୍‌ ବଦଳିଥାଏ। ଖରାଦିନେ ସାଧାରଣତଃ ହାଲ୍‌କା ରଙ୍ଗର ଆରାମଦାୟକ ପୋଷାକ ପିନ୍ଧିବାକୁ ଭଲ ଲାଗେ। ଖରାଦିନେ ଏମିତି ଡ୍ରେସ୍‌ ଚୟନ କରନ୍ତୁ ଯାହା ଷ୍ଟାଇଲିଶ୍‌ ଦେଖାଯିବା ସହିତ ଆରାମ ଅନୁଭବ ଦେବ। ତେଣୁ ସମର ଫ୍ୟାଶନରେ ଜାଣିରଖନ୍ତୁ କିଛି ଡ୍ରେସ୍‌…

ଖରାଦିନେ କିପରି ନେବେ ତ୍ଵଚାର ଯତ୍ନ

ଭୁବନେଶ୍ଵର: ଝିଅମାନେ ନିଜ ତ୍ଵଚାକୁ ନେଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି, କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ତ୍ଵଚାରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ତ୍ଵଚାର ସୌନ୍ଦର୍ୟ୍ୟ ବଜାୟ ରଖିବା ଜରୁରୀ ଅଟେ। ଗ୍ରୀଷ୍ମ ଋତୁରେ ତ୍ଵଚାର ଯତ୍ନ ନେବା ନିତ୍ୟନ୍ତ ଆବଶ୍ୟକ ହୋଇଥାଏ । ପ୍ରବଳ ଖରା…

ସନଟ୍ୟାନରୁ ମୁକ୍ତି ଏବଂ ଗ୍ଲୋଇଙ୍ଗ ତ୍ଵଚା ପାଇଁ ଲଗାନ୍ତୁ ଚନ୍ଦନ…

ଭୁବନେଶ୍ଵର: ଦିନକୁ ଦିନ ବାୟୁମଣ୍ଡଳ ଦୂଷିତ ହେବାକୁ ଲାଗିଛି। ଏହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ, ନିତିଦିନିଆ ଜୀବନ ତଥା ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ। ବାୟୁମଣ୍ଡଳରେ ଘୁରି ବୁଲୁଥିବା ମାଟି, ଧୂଳି କଣିକା ଆଦି ତ୍ୱଚା ସଂସ୍ପର୍ଶରେ ଆସିବା ଦ୍ୱାରା ଚେହେରା ମଳିନ ଦିଶେ। ଏହା ସହ ତ୍ୱଚାରେ ଦେଖଥା…

ଖରାଦିନେ ବି ଚେହେରା କରିବ ଗ୍ଲୋ, ଲଗାନ୍ତୁ ଏହି ଫେସପ୍ୟାକ, ତାହା ବି ପୁଣି ଘରୋଇ ଉପାୟରେ

ଭୁବନେଶ୍ଵର: ଖରାଦିନ ହେଉଁ କିମ୍ବା ଶୀତଦିନ ସବୁ ଋତୁରେ ତ୍ଵଚାକୁ ଗ୍ଲୋଇଙ୍ଗ ରଖିବାକୁ କିଏ ବା ନଚାହେଁ । କିଏ ବା ନ ଚାହିଁବ ଯେ ସେମାନଙ୍କର ତ୍ଵଚା ଦାଗହୀନ, ଉଜ୍ଜ୍ୱଳ ଏବଂ ଚକଚକିଆ ଦେଖାଯାଉ? ବିଶେଷକରି ଝିଅମାନେ ସେମାନଙ୍କର ତ୍ଵଚାକୁ ନେଇ ବହୁତ ସଚେତନ ଥାଆନ୍ତି ଏବଂ ଏଥିପାଇଁ ସେମାନେ…

କେବଳ କଳା ନୁହେଁ, ଏହି ରଙ୍ଗର ପୋଷାକରେ ମଧ୍ୟ ଅଧିକ ଗରମ ଅନୁଭବ ହୁଏ

ଭୁବନେଶ୍ୱର: ମାଡ଼ି ଆସିଲାଣି ଖରା ଦିନ। ଏହି ସମୟରେ ଲୋକମାନେ ହାଲୁକା ରଙ୍ଗର ପୋଷାକ ପିନ୍ଧିବାକୁ ବେଶ୍ ପସନ୍ଦ କରନ୍ତି। ହେଲେ କିଛି ଲୋକ ଜାଣି ନପାରି ଗାଢ଼ ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। ଆଜିକାଲି ସିନ୍ଥେଟିକ…