Latest Odisha News

BREAKING NEWS

Browsing Category

ଖାଦ୍ୟ

ଅତ୍ୟଧିକ ମିଠା ଖାଉଛନ୍ତି କି? ସାବଧାନ, ହୋଇପାରେ ଟାଇପ୍-୨ ଡାଇବେଟିସ୍!

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଓଡ଼ିଶାରେ ତଥା ସମଗ୍ର ଦେଶରେ ଟାଇପ୍-୨ ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆମର ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବିଶେଷ କରି ଅତ୍ୟଧିକ ଚିନି ବା ମିଠା ଜାତୀୟ ଖାଦ୍ୟ ଖାଇବା ଏହାର ଏକ…

ପ୍ରତିଦିନ ଗୋଟିଏ ପିଜୁଳି ଖାଆନ୍ତୁ, ଏହା ଶରୀରକୁ ଦିଏ ଅନେକ ଫାଇଦା…

ଭୁବନେଶ୍ବର: ପିଜୁଳି ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ଫଳ ମଧ୍ୟରୁ ଗୋଟିଏ । ପୁଷ୍ଟିସାରରେ ଭରପୂର, ପିଜୁଳି ଶରୀରକୁ ଅନେକ ଲାଭ ପ୍ରଦାନ କରେ । ଭିଟାମିନ୍ ସି, ଫାଇବର ଏବଂ ପୋଟାସିୟମ୍ ଭଳି ଗୁଣରେ ପରିପୂର୍ଣ୍ଣ, ଏହା ଖାଇବା ଅନେକ ଲାଭ ପ୍ରଦାନ କରେ । ଏହା ବ୍ୟତୀତ, ଏହାକୁ ଖାଇବା ଦ୍ୱାରା…

ଖାଇବା ଅଭ୍ୟାସରେ ସୁଧାର ଆଣିବେ କେମିତି ?

ଆମେ କେଉଁ ଖାଦ୍ୟ ଖାଇବା ଏବଂ କେତେ ପରିମାଣରେ ଖାଇବା, ତାହା ସମ୍ପୂର୍ଣ୍ଣ ଭାବେ ଆମ ନିୟନ୍ତ୍ରଣରେ ଥାଏ ବୋଲି ଆମେ ଭାବିଥାଉ। କିନ୍ତୁ ବାସ୍ତବତା ହେଉଛି, ଆମର ପଞ୍ଚେନ୍ଦ୍ରିୟ (ଆଖି, କାନ, ନାକ, ଜିଭ ଓ ଚର୍ମ) ଆମ ଅଗୋଚରରେ ଆମ ମନକୁ ସଦାସର୍ବଦା ପ୍ରଭାବିତ କରିଥାନ୍ତି। ଖାଦ୍ୟ ବିଜ୍ଞାନୀଙ୍କ…

ପଣସ ମଞ୍ଜିର ଚମତ୍କାରିତା

ଭୁବନେଶ୍ବର: ଦିନ ଥିଲା, ପଣସ ପାଚିବା ପରେ ଲୋକେ କେବଳ କୋଷାତକ ଖାଇ ମଞ୍ଜିଗୁଡ଼ିକୁ ଅଦରକାରୀ ଭାବି ଫିଙ୍ଗି ଦେଉଥିଲେ କିମ୍ବା ବାଡ଼ି ବଗିଚାରେ ଏହା ସେମିତି ପଡ଼ି ରହି ନଷ୍ଟ ହେଉଥିଲା। କିନ୍ତୁ ସମୟ ବଦଳିଛି। ‘ପଣସ’ର ପୁଷ୍ଟିକର ଗୁଣ ବିଷୟରେ ଏବେ ସାରା ବିଶ୍ୱ ସଚେତନ ହେବାରେ ଲାଗିଛି। କଞ୍ଚା…

Fake Paneer On Your Plate?: ଆପଣ ଆଉ ଖାଉନାହାନ୍ତି ତ ନକଲି ପନିର? ଆଜି ହିଁ ଯାଞ୍ଚ୍ କରନ୍ତୁ…ଏହି ରାଜ୍ୟ…

ମୁମ୍ବାଇ: ପନିରର କଥା ଆସିଲେ ହିଁ ଆପଣଙ୍କ ପାଟିରେ ପାଣି ଆଣିଦିଏ, ବିଶେଷ କରି ଶାକାହାରୀଙ୍କ ପାଇଁ, ଏହା କୌଣସି ମଟନ୍ ଚିକେନ ଠାରୁ କମ୍ ନୁହେଁ। ତାହା ମଟର ପନିର ହେଉ କିମ୍ବା ଗରମ ପନିର ଟିକ୍କା...ପାଟିରେ ଲାଳ ଜମିଯାଏ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଆପଣ ଏପରି ସ୍ୱାଦ ସହିତ ଖାଉଥିବା…

କୁପୋଷଣ ଡାଇବେଟିସ ଆଶଙ୍କା ବଢ଼ାଇଥାଏ.. ଟାଇପ୍ 5 ଡାଇବେଟିସ କ’ଣ?

ନୂଆଦିଲ୍ଲୀ: ଡାଇବେଟିସ ବା ମଧୁମେହ କେବଳ ଖରାପ ଖାଦ୍ୟ କିମ୍ବା ଜେନେଟିକ୍ କାରଣ ଯୋଗୁଁ ହୁଏ ନାହିଁ; ଏହା କୁପୋଷଣ ଦ୍ୱାରା ମଧ୍ୟ ହୋଇପାରେ । ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, କୁପୋଷଣ ଡାଇବେଟିସର ଏକ ପ୍ରମୁଖ କାରଣ ହୋଇପାରେ । ଏହି ଅବସ୍ଥାକୁ ଟାଇପ୍ 5 ଡାଇବେଟିସ କୁହାଯାଏ । ଟାଇପ୍ 5…

Drinking Garlic Water: ଅମୃତ ସଦୃଶ୍ୟ ରସୁଣ ପାଣି, ପ୍ରତିଦିନ ସକାଳେ ପିଇଲେ ପାଖ ମାଡ଼ିବନି ରୋଗ!

ଭୁବନେଶ୍ଵର: ଆୟୁର୍ବେଦରେ ରସୁଣକୁ ଏକ ଶକ୍ତିଶାଳୀ ଔଷଧ ଭାବରେ ବିବେଚନା କରାଯାଏ, ଏବଂ ସକାଳେ ଖାଲି ପେଟରେ ପାଣି ସହିତ ମିଶେଇ ପିଇଲେ, ଏହା ଶରୀର ପାଇଁ ଅମୃତ" ଠାରୁ କମ୍ ନୁହେଁ। ରସୁଣରେ ଥିବା ଆଲିସିନ୍ ନାମକ ତତ୍ତ୍ୱ ଏହାକୁ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନଫ୍ଲେମାଟୋରୀ ଗୁଣରେ ଭରପୂର…

କେଉଁ ପଟେ ଶୋଇଲେ ଶୀଘ୍ର ଆସେ ନିଦ, ଜାଣନ୍ତୁ ଚମତ୍କାରିତା

ଭୁବନେଶ୍ୱର: ପୂରା ଦିନ କାମ ସାରି ରାତିରେ ବେଡ୍‌ରେ ଶୋଇ ଥକାପଣ ଦୂର କରିବାର ମଜା ଅଲଗା । ସେଥିପାଇଁ ସକାଳ ସମୟରେ ଉଠିବାକୁ ଭଲ ନିଦ୍ରା ଅତ୍ୟନ୍ତ ଜରୁରୀ। ରାତିରେ ୭ରୁ ୮ ଘଣ୍ଟା ଭଲ ଭାବେ ଶୋଇଲେ ମନ ଓ ଶରୀରକୁ ଶାନ୍ତି ମିଳେ। କିନ୍ତୁ ଆପଣ ଜାଣନ୍ତି କି, ଶୋଇବାର ମଧ୍ୟ ଏକ ସଠିକ୍ ଉପାୟ…

ପାଦରୁ ଜଣାପଡ଼ିବ ମଧୁମେହ ହୋଇଛି କି ନାହିଁ, ଜାଣିରଖନ୍ତୁ ଏହି ସଙ୍କେତ

ନୂଆଦିଲ୍ଲୀ: ମଧୁମେହ ଏକ ଏହିଭଳି ରୋଗ ଯାହାର ଚିହ୍ନଗୁଡ଼ିକୁ ଠିକ୍ ସମୟରେ ଚିହ୍ନିବା ଅତ୍ୟନ୍ତ ଜରୁରି। ଅଧିକାଂଶ ଲୋକେ ଏହି ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ସାଧାରଣ ଭାବି ଅଣଦେଖା କରିଦିଅନ୍ତି, ଫଳରେ ସମସ୍ୟା ଅଧିକ ବଢ଼ିଯାଏ ଓ ପରେ ଜାଣିବାକୁ ପଡ଼େ। ବିଶେଷକରି ପାଦରେ ମଧୁମେହର ପ୍ରାରମ୍ଭିକ…

ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !

ଭୁବନେଶ୍ୱର: ମଦ୍ୟପାନ ଏକ ସାମାଜିକ କାର୍ଯ୍ୟକ୍ରମ ହେଲେ ମଧ୍ୟ ଏହା ଶରୀର ପାଇଁ ବହୁତ କ୍ଷତିକାରକ। ବିଶେଷକରି ମଦ ପିଇବା ସମୟରେ କିଛି ଖାଦ୍ୟ ସହିତ ମିଶାଇଲେ ଡିହାଇଡ୍ରେସନ୍, ପେଟ ଯନ୍ତ୍ରଣା, ହ୍ୟାଙ୍ଗଓଭର ଓ ଅନ୍ୟାନ୍ୟ ସମସ୍ୟା ବଢ଼ିଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ ମଦ୍ୟପାନ…