Latest Odisha News

BREAKING NEWS

Browsing Category

ଖାଦ୍ୟ

ସକାଳୁ ସକାଳୁ ଘରେ ଘରେ ମହକୁଛି ଦୂତିଆ ଘାଣ୍ଟ, ଆସନ୍ତୁ ଜାଣିବା ଘାଣ୍ଟ ତରକାରୀ ତିଆରୀର ସହଜ ରେସିପି…

ଭୁବନେଶ୍ଵର: ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୁଏ । ପର୍ବକୁ ଛାଡ଼ିଦେଲେ ଅନେକ ଓଷା ମଧ୍ୟ ରହିଛି , ସେ ମଧ୍ୟରୁ ଦୂତି ବାହନ ଓଷା ଅନ୍ୟତମ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁତିଆ” ନାମରେ ଏକ ମୁଖ୍ୟ ଓଷା…

ଖାଦ୍ୟରେ ସାମିଲ କରନ୍ତୁ ଲେମ୍ବୁ, ଦେଖନ୍ତୁ ଏହାର ଚମତ୍କାର ଫାଇଦା

ଭୁବନେଶ୍ଵର: ଆଜିକାଲି ବଜାରରେ ସହଜରେ ଯେକୌଣସି ସନମୟରେ ଲେମ୍ବୁ ମିଳିଯାଉଛି । ଲେମ୍ବୁ ହେଉ ଅବା ଏଥିରୁ ପ୍ରସ୍ତୁତ ସର୍ବତ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହା ବ୍ୟତିତ ତ୍ୱଚା ଠାରୁ ଆରମ୍ଭ କରି ଇମ୍ୟୁନିଟି ସିଷ୍ଟମ ପର୍ଯ୍ୟନ୍ତ ସବୁ କିଛିର ଉପକାରିତା କରିଥାଏ ଲେମ୍ବୁ ।…

ରାତିରେ ଭଲରେ ନିଦ ହେଉନି କି? ତେବେ ଦୁରେଇ ରୁହନ୍ତୁ ଏହି ସବୁ ଖାଦ୍ୟରୁ

ଭୁବନେଶ୍ଵର: କର୍ମମୟ ଜୀବନରେ ଲୋକମାନେ ନିଦ୍ରା ପାଇଁ ବେଶ ଚିନ୍ତିତ ରହିଥାନ୍ତି । ଏହାରିଭିତରେ ଅଧିକାଂଶ ଲୋକେ ସଠିକ ଭାବରେ ନିଦ ହେଉନଥିବା ସମସ୍ୟାର ସାମ୍ନା କରନ୍ତି । ଏଥିପାଇଁ ସେମାନେ ସେମାନଙ୍କର ବ୍ୟସ୍ତ ଜୀବନଶୈଳୀକୁ ମଧ୍ୟ ଦାୟୀ କରିଥାନ୍ତି । କିନ୍ତୁ ଜୀବନଶୈଳୀ ଅପେକ୍ଷା ଆପଣଙ୍କ…

ଖବରକାଗଜ ଉପରେ ଖାଦ୍ୟ ରଖି ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ଖବର କାଗଜରେ ଖାଦ୍ୟ ଗୁଡାଇ ଆଣିବା ଏକ ସାଧାରଣ କଥା ଅଟେ। ପ୍ରାୟତଃ କ୍ଷେତ୍ରରେ ଖବରକାଗଜ ଉପରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳେ । ଖାସ୍ କରି ଜଳଖିଆ ଆଣିବା ବେଳେ ଦୋକାନୀମାନେ ଖବରକାଗଜ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। ତେବେ, ପରବର୍ତ୍ତୀ ସମୟରେ ଏହି ଅଭ୍ୟାସ ଆପଣଙ୍କ…

ଫ୍ରିଜ୍ ପାଣି ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍

ଭୁବନେଶ୍ଵର: ସାଧାରଣ ଭାବରେ ସମସ୍ତେ ପ୍ରାୟ ଥଣ୍ଡାପାଣି ପିଇବାକୁ ଭଲ ପାଆନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରିରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇ ପାରେ । ପ୍ରଥମତଃ ସଂକ୍ରମଣ କାରଣରୁ ଡାକ୍ତରମାନେ…

ଓଜନ କମାଇବାକୁ ଚିନ୍ତିତ କି? ତେବେ ଡାଏଟରେ ସାମିଲ କରନ୍ତୁ ଚିଆ ସିଡ୍

ଭୁବନେଶ୍ଵର: ପତଳା ହେବାକୁ କିଏ ବା ନ ଚାହେଁ । ସମସ୍ତେ ଫିଟ୍ ଆଉ ସୁନ୍ଦର ଦିଶିବାକୁ ଚାହାନ୍ତି । ପତଳା ହେବାକୁ କିଏ ଦିନସାରା ଡାଏଟରେ ରହିଥାନ୍ତି ତ କିଏ ଜୋରସୋର ଜିମ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ପାନୀୟ ବିଷୟରେ କହିବୁ ଯେଉଁଥିରେ ଭରପୁର ପ୍ରୋଟିନ ରହିଛି । ଶରୀର ପାଇଁ…

ବିଟରେ ରହିଛି ଅନେକ ଉପକାରୀ ଗୁଣ, ଜାଣନ୍ତୁ ବିଟ୍ ଖାଇବାର ଫାଇଦା

ଭୁବନେଶ୍ଵର: ବିଟ୍ ଏମିତି ଏକ ପରିବା ଯେଉଁଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ । ତେଣୁ ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ ।  ବିଟ୍ କେବଳ ଯେ ତରକାରୀରେ ବ୍ୟବହାର ହୁଏ ତାହା ନୁହେଁ, ଅନେକ ଲୋକ ଏହାକୁ ସାଲାଡ ଓ  ଜୁସ୍ କରି ମଧ୍ୟ ପିଅନ୍ତି ।  କେତେକ ଲୋକଙ୍କୁ  ବିଟ୍ ଖାଇବା…

ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଏ ଏହି ଖାଦ୍ୟ: ଜାଣନ୍ତୁ…

ଭୁବନେଶ୍ଵର: ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ସେମାନେ ବିଭିନ୍ନ ରୋଗର ସମ୍ମୁଖିନ ହୋଇଥାନ୍ତି । ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ସମୟରେ ସେମାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଉଥିବା ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ। ଏହା କରିବା ଦ୍ୱାରା ତାଙ୍କ…

ଦେହ ପାଇଁ ଉପକାରୀ ବ୍ରାଉନ୍ ବ୍ରେଡ, ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସମ୍ଭବ ହେଉନାହିଁ । କିନ୍ତୁ ଏହା ଭିତରେ ବି ଖାଦ୍ୟ ପ୍ରତି ସଚେତନ ହେବାକୁ ପଡିଥାଏ । ଆମେ ପ୍ରତିଦିନ ଯେଉଁ ଖାଦ୍ୟ ଖାଉଛେ କେତେ ଖରାପ ଓ କେତେ ଭଲ ତାହା ମଧ୍ୟ ଚିନ୍ତା କରିବାକୁ ପଡିଥାଏ । ତେବେ ବ୍ୟସ୍ତତା…

ମଣିଷର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ‘‘ଏଗ୍‌ ରୋଲ୍’’

ଭୁବନେଶ୍ୱର: ଯଦି ଆପଣ ଜଣେ ଷ୍ଟ୍ରୀଟ୍‌ ଫୁଡ୍‌ ଲଭର ହୋଇଥାନ୍ତି ତେବେ ଆପଣଙ୍କୁ କିଛିଟା କଥା ଜାଣିବା ନୀହାତି ଦରକାର । କାରଣ ଆପଣ ଯେଉଁ ଜିନିଷକୁ ହେଲ୍ଦି ଫୁଡ୍‌ ଭାବି ଖାଉଛନ୍ତି ତାହା ଆପଣଙ୍କ ଶରୀରରେ ସିରା ପ୍ରସିରାକୁ ବ୍ଲକେଜ୍‌ କରିବାର କାରଣ ହୋଇପାରେ । ବିଶେଷ କରି ଯଦି ଆପଣଙ୍କର ହାଇ…