Latest Odisha News

BREAKING NEWS

Browsing Category

ଖାଦ୍ୟ

ସକାଳୁ ଉଠିବା ପରେ ଅଳସୁଆ ଅନୁଭବ କରୁଛନ୍ତି କି? ଖାଆନ୍ତୁ ଏହି ସୁପର ଫୁଡ୍, ରହିବେ ଆକ୍ଟିଭ୍

ନୂଆଦିଲ୍ଲୀ: ସକାଳେ ଉଠିବା ପରେ ଆପଣ ମଧ୍ୟ ଅଳସୁଆ ଅନୁଭବ କରୁଛନ୍ତି କି? ଯେଉଁ ଲୋକମାନେ ସକାଳେ କ୍ଳାନ୍ତ, ଦୁର୍ବଳ ଏବଂ ଆଳସ୍ୟ ଅନୁଭବ କରନ୍ତି, ସେମାନେ ନିଶ୍ଚିତ ଭାବରେ କିଛି ପୁଷ୍ଟିକର ଖାଦ୍ୟକୁ ସେମାନଙ୍କ ଖାଦ୍ୟ ଚାଟ୍ ର ଏକ ଅଂଶ କରିବା ଉଚିତ । ଠିକ୍ ପରିମାଣରେ ଏବଂ ଠିକ୍ ଉପାୟରେ ଏପରି…

ଅଧିକ ହାଇଡ୍ରେସନ୍ ଓ ମଜଭୁତ ତ୍ୱଚା ପାଇଁ ଖରାଦିନେ ଏମିତି ଖାଆନ୍ତୁ ଚିଆ ସିଡ୍….

ଭୁବନେଶ୍ବର: ଚିଆ ସିଡ୍; ଶରୀରକୁ ସତେଜ, ଏବଂ ହାଇଡ୍ରେଟ୍ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଏହି ଚିଆ ସିଡ୍ ଗୁଡିକ ଛୋଟ ସତ, କିନ୍ତୁ ହାଇଡ୍ରେସନ୍ ଏବଂ ତ୍ୱଚା ଯତ୍ନ କ୍ଷେତ୍ରରେ ଏହା ସେତିକି ପ୍ରଭାବଶାଳୀ ମଧ୍ୟ । ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକିୟାରେ ଏହାକୁ ଗ୍ରହଣ କରିଥାନ୍ତି ।…

ପାଉଡର୍ ଦୁଗ୍ଧରେ ରହିଛି ଏହି ରାସାୟନିକ ପଦାର୍ଥ, ପିଲାଙ୍କ ପାଇଁ ସାବ୍ୟସ୍ତ ହୋଇପାରେ ହାନିକାରକ

ଭୁବନେଶ୍ଵର: କ’ଣ ଆପଣ ମଧ୍ୟ ଆପଣଙ୍କ ପିଲାଙ୍କୁ ପାଉଡର ଦୁଗ୍ଧ ଦେଉଛନ୍ତି କି ? ଯଦି ହଁ, ତେବେ ଏବେଠାରୁ ହୋଇଯାଆନ୍ତୁ ସତର୍କ । ଆପଣଙ୍କ ପିଲା ପାଇଁ ଏହା ବିପଦପୁର୍ଣ୍ଣ ସାବ୍ୟସ୍ତ ହୋଇପାରେ । ନିକଟରେ ପାଉଡର୍ ଦୁଗ୍ଧର ନମୁନା ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ଏଥିରେ ସୀସା ଏବଂ ଆର୍ସେନିକ୍…

ତରଭୁଜ ଖାଇ ମଞ୍ଜି ଫୋପାଡୁଛନ୍ତି କି? ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଗ୍ରୀଷ୍ମ ଋତୁରେ ଚାରିଆଡେ ତରଭୁଜ ଦେଖିବାକୁ ମିଳେ। ଗରମ ଦିନରେ ମିଳୁଥିବା ଏହି ଫଳ ଖାଇଲେ ଶରୀରକୁ ଶାନ୍ତି ମିଳିବା ସହ ଶରୀର ଥଣ୍ଡା ମଧ୍ୟ ରହେ। ଏହି ମିଠା ଫଳ ଖାଇଲେ ଶରୀରକୁ ଅନେକ ଫାଇଦା ହୁଏ। ତରଭୁଜ ଶରୀରର ମୋଟାପଣ କମାଇବାରେ ସାହାଯ୍ୟ କରେ। ଦୃଷ୍ଟି ଶକ୍ତିରେ ସମସ୍ୟା ଥିଲେ…

ଶରୀରପାଇଁ ଲାଭଦାୟକ କଖାରୁ ଫୁଲ…

ଭୁବନେଶ୍ଵର: ଆମ ଓଡ଼ିଆ ଘରେ ପ୍ରାୟ ଆମେ ମାନେ କଖାରୁ ଫୁଲକୁ ନିଜ ଖାଦ୍ୟରେ ବ୍ୟବହାର କରିଥାଉ । କଖାରୁ ଫୁଲ ଭଜା ବିଶେଷ କରି ସମସ୍ତଙ୍କର ପ୍ରିୟ ଅଟେ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଭାତ ଥାଳି ନିକଟରେ କଖାରୁ ଫୁଲ ଭଜା ଅତି ଖୁସି ରେ ଖାଇ ଥାଆନ୍ତି । କିନ୍ତୁ ଏହି କଖାରୁ ଫୁଲ ରେ କିଛି ଏପରି…

ଅଧିକ ପ୍ରୋଟିନ ଖାଉଛନ୍ତି କି ? ହୋଇପାରେ ସାଂଘାତିକ ସମସ୍ୟା

ନୂଆଦିଲ୍ଲୀ : ଗାଜିଆବାଦର ଇନ୍ଦିରାପୁରମରେ ବ୍ୟାୟାମ ସମୟରେ ଜଣେ ଜିମ୍ ପ୍ରଶିକ୍ଷକଙ୍କ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ବାଳକଟି ବ୍ୟାୟାମ କରିବା ପୂର୍ବରୁ ପ୍ରୋଟିନ ଶେକ୍ ଖାଇଥିବା ସୂଚନା ମିଳିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ,…

ଫଳ ନା ଫଳରସ? ସ୍ବାସ୍ଥ୍ୟ ପାଇଁ କ’ଣ ଭଲ..

ଭୁବନେଶ୍ବର: ଉଭୟ ଫଳ ଏବଂ ଫଳରସ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ ଏହି ଦୁଇଟା ମଧ୍ୟରୁ କେଉଁଟି ଅଧିକ ଲାଭଦାୟକ ଆପଣ ଜାଣିଛନ୍ତି କି ? ଡାକ୍ତରଙ୍କ ଅନୁଯାୟୀ, ଫଳରସ ଅପେକ୍ଷା ଫଳ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହାର କାରଣ ହେଉଛି ଫଳଗୁଡ଼ିକରେ ଫାଇବର ଥାଏ, ଯାହା ଫଳ ରସରେ ମିଳେ…

ସ୍ଵାସ୍ଥ୍ୟପାଇଁ ବରଦାନ ସଜନା ଛୁଇଁ…

ଭୁବନେଶ୍ଵର: ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ସଜନା ଛୁଇଁ ଆମ ଶରୀରରେ…

ହୋଲିରେ ମିଶାନ୍ତୁ ଏହି ସ୍ଵାଦିଷ୍ଟ ଥଣ୍ଡାଇ, ଜାଣନ୍ତୁ କିପରି କରିବେ..

ଭୁବନେଶ୍ଵର: 'ଥଣ୍ଡାଇ' ହେଉଛି ଏକ ଏପରି ପାନୀୟ ଜଳ, ଯାହା ବିଭିନ୍ନ କାରଣରୁ ଶରୀରରେ ଉତ୍ପନ୍ନ ଉତ୍ତାପକୁ ଥଣ୍ଡା କରିପାରେ । ଏହା ଏକ ପ୍ରାଚୀନ ଗ୍ରୀଷ୍ମକାଳୀନ ଥଣ୍ଡା ପାନୀୟ । ଖ୍ରୀଷ୍ଟପୂର୍ବ ୧୦୦୦ରୁ ଏହି ପାନୀୟର ପ୍ରଚଳନ ରହିଆସିଛି ବୋଲି ବିଶ୍ୱାସ କରାଯାଏ । ଖରାଦିନେ ଏହାର ଚାହିଦା ବେଶ୍…

ଫ୍ରିଜରେ ଥିବା ଅଟା ଚକଟା ବ୍ୟବହାର କରୁଥିଲେ ଭୋଗିବେ ଏହି ଅସୁବିଧା..

ଭୁବନେଶ୍ବର: ଆଜିକାଲି ଲୋକଙ୍କ ପାଖରେ ସମୟର ଅଭାବ ରହୁଛି । ତେଣୁ କିଛିଜଣ ରାତିରେ ଅଟାକୁ ଦଳି ଫ୍ରିଜରେ ରଖନ୍ତି ଏବଂ ପରଦିନ ସେହି ଅଟା ଦଳାରୁ ରୁଟି ତିଆରି କରନ୍ତି । ବାସ୍ତବରେ,ସେହି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଏହା ବ୍ୟତୀତ, କିଛି ଲୋକ…