Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କାଲି ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ

ଭୁବନେଶ୍ବର: ଆସନ୍ତାକାଲିଠାରୁ ସାରା ଭାରତରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ୨.୦ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ ଭର୍ଚ୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବେ । ଏହା ପରେ ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଏକକ କାର୍ଡରେ ସୁବିଧା…

ଭୟଙ୍କର ହେଲାଣି ବାୟୁ ପ୍ରଦୂଷଣ: ୱାକ୍ କରିବା ପାଇଁ କେଉଁ ସମୟ ସର୍ବୋତ୍ତମ ?

ନୂଆଦିଲ୍ଲୀ: ଯେତେବେଳେ ବାୟୁରେ ମିଳୁଥିବା ବିଷାକ୍ତ କଣିକା ନିଶ୍ୱାସ ମାଧ୍ୟମରେ ମାନବ ଶରୀରରେ ପ୍ରବେଶ କରେ, ଏହା ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଦ୍ରୁତ ଗତିରେ ବଢୁଥିବା ପ୍ରଦୂଷଣ ଅନେକ ବିପଜ୍ଜନକ ରୋଗ ସୃଷ୍ଟି କରେ। ପ୍ରଦୂଷଣ ଅନେକ ଗମ୍ଭୀର ରୋଗକୁ ଆମନ୍ତ୍ରଣ କରିଥାଏ।…

ସାବଧାନ! ପ୍ରଦୂଷଣ କେବଳ ଶ୍ଵାସରୋଗ ନୁହେଁ ବରଂ ଚର୍ମ କର୍କଟ ମଧ୍ୟ ସୃଷ୍ଟି କରିପାରେ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ବିଷାକ୍ତ ହେବାରେ ଲାଗିଛି। ପ୍ରଦୂଷଣର ସ୍ତର ବିପଜ୍ଜନକ ହୋଇପଡୁଛି। ନିକଟସ୍ଥ ଅନେକ ଅଞ୍ଚଳର AQI (ଏୟାର କ୍ୱାଲିଟି ଇଣ୍ଡେକ୍ସ) ମଧ୍ୟ ବିପଦ ସ୍ତରରୁ ଅଧିକ ରହିଛି। ବାୟୁରେ ଥିବା ଛୋଟ କଣିକା ସ୍ୱାସ୍ଥ୍ୟକୁ ଅନେକ ଉପାୟରେ କ୍ଷତି ପହଞ୍ଚାଇପାରେ। ଏହି କାରଣରୁ କାଶ,…

ଲୁହା ଭଳି ମଜଭୁତ୍ ହେବ ହାଡ, ଗଣ୍ଠି ଯନ୍ତ୍ରଣା ତ ଭୁଲି ଯିବେ..ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ବର: ଆମ ଶରୀରର ଢାଞ୍ଚା ହାଡ ଦ୍ବାରା ହିଁ ଗଠିତ । ଯଦି ହାଡରେ କିମ୍ବା ଏହାର ଜଏଣ୍ଟ ସ୍ଥାନରେ କିଛି ବି ସମସ୍ୟା ହୁଏ ତାହାଲେ ଆମ ପୂରା ଶରୀର ବ୍ୟଥା ହେବାକୁ ଆରମ୍ଭ କରେ । ପ୍ରାୟତଃ ୩୦ ପରେ ହାଡ ଦୁର୍ବଳ ହେବାକୁ ଆରମ୍ଭ କରିଥାଏ । କାରଣ ୩୦ ପରେ ଆମ  ବୋନ୍ ଡେନସିଟି ଧିରେ ଧିରେ…

ଶରୀରକୁ ନମନୀୟ ଓ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ ଏହି ସହଜ ଯୋଗାସନ

ପ୍ରତିଦିନ ଗୋଟିଏ ସ୍ଥାନରେ ଗୋଟିଏ ଘଣ୍ଟା ବସି କାମ କରିବା, ଭୁଲ ଅବସ୍ଥାରେ ଶୋଇବା ଏବଂ ନିଷ୍କ୍ରିୟ ଜୀବନ ଶୈଳୀ ଯୋଗୁଁ ଜଣଙ୍କୁ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଅଣ୍ଟା ଏବଂ ବେକରେ ଯନ୍ତ୍ରଣା ବ୍ୟତୀତ ଶରୀରରେ ଷ୍ଟିଫ୍‌ନେସ୍ ବା ରକା ପଶିବା ଭଳି ସମସ୍ୟା…

ପୁଣି ଡରାଇଲା ସିଡିଏସସିଓ: ଏହି ସବୁ ଔଷଧ ଖାଉଥିଲେ ସାବଧାନ! ମୃତ୍ୟୁକୁ ଦେଉଛନ୍ତି ନିମନ୍ତ୍ରଣ 

ନୂଆଦିଲ୍ଲୀ: ସର୍ବଶେଷ ଗୁଣବତ୍ତା ନିୟନ୍ତ୍ରଣ ରିପୋର୍ଟରେ, କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ୪୯ ଟି ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଚିହ୍ନଟ କରିଛି ଯାହା ସାରା ଦେଶରେ ନମୁନା ହୋଇଥିବା ପ୍ରାୟ ୩ ହଜାର ଔଷଧ ମଧ୍ୟରୁ ଗୁଣାତ୍ମକ ମାନରେ ବିଫଳ ହୋଇଛି।…

ଜିମ୍ ଉପକରଣରେ ଟୟଲେଟ ସିଟ୍ ଠାରୁ ଅଧିକ ବ୍ୟାକ୍ଟେରିଆ

ଭୁବନେଶ୍ୱର: କେବଳ ଘର ନୁହେଁ ପ୍ରତ୍ୟକ ସ୍ଥାନରେ ରହିଛନ୍ତି କୀଟାଣୁ। ଘରେ ଥିବା ସ୍ବିଚ ବୋର୍ଡ, ବେସିନ , ତକିଆ, ଟିଭି, ଏସି ବାଲକୋନୀ ଭଳି ଅନେକ ସ୍ଥାନରେ ଥାଆନ୍ତି ବ୍ୟାକ୍ଟେରିଆ। ସବୁଠୁ ଅଧିକ ବ୍ୟାକ୍ଟେରିଆ ଟୟଲେଟ ସିଟରେ ଦେଖିବାକୁ ମିଳିଥାଏ। ଏକ ନୂଆ ଗବେଷଣା ଅନୁସାରେ ଜିମ ଲଭରଙ୍କ ପାଇଁ…

ଦିନବେଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଉଛନ୍ତି କି ?

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଲୋକଙ୍କୁ କହିଥିବାର ଶୁଣିଥିବେ ସକାଳେ ଶୀଘ୍ର ଉଠିବାରେ ସମସ୍ୟା ହୋଇଥାଏ। ଦିନରେ ଖାଇବା ପରେ ନିଦ ଆସେ। ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଅଧିକ ଶୋଇବା ପସନ୍ଦ କରନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ଯଦି ଆପଣ ପ୍ରତିଦିନ ଅପରାହ୍ନରେ ଶୋଇବା…

ଆପଣ ଅତ୍ୟଧିକ ପାଣି ପିଉଛନ୍ତି କି ?

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଶୁଣିଥିବେ ଯେ ସମସ୍ତେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ୍। ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକ ପାଣି ପିଇଲେ ଦେହ ହାଇଡ୍ରେଟ୍ ରହେ। କିନ୍ତୁ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇପାରେ। ସାଧାରଣତଃ ଦେଖାଯାଏ ଯେ ଲୋକଙ୍କ ମନରେ…

ମାରାତ୍ମକ ରୋଗ କାଲାଆଜାର, ନେଇଥିଲା ହଜାର ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କାଲାଆଜାର ହେଉଛି ଏକ ସାଂଘାତିକ ଧରଣର ଲିସମାନିଆସିସ ରୋଗ l ଏହି ରୋଗ ବିହାର ସମେତ ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ବର୍ତ୍ତମାନ ଏହା ଭାରତରୁ ପ୍ରାୟ ବିଲୁପ୍ତ ହେବାକୁ ଯାଉଛି। କ୍ରମାଗତ ଦୁଇ ବର୍ଷ ହେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ରୋଗକୁ ଦୂର କରିବା ପାଇଁ…