Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଜୀବନସାରା ଫିଟ୍ ରହିବା ପାଇଁ ନୂଆବର୍ଷରେ ନିଅନ୍ତୁ ସଂକଳ୍ପ, ଆପଣାନ୍ତୁ ଭଲ ଖାଦ୍ୟ ଅଭ୍ୟାସ

ନୂଆ ବର୍ଷରୁ ଆମେ ସମସ୍ତେ ନୂତନ ଆରମ୍ଭ କରିବା। ଆମ ଜୀବନରେ ଉନ୍ନତି ଆଣିବା ପାଇଁ ଏହା ଏକ ସୁଯୋଗ। ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାର ଏହା ହେଉଛି ଠିକ୍ ସମୟ। ୨୦୨୪ ବର୍ଷ ଶେଷ ହେଉଥିବା ବେଳେ ଆଗାମୀ ବର୍ଷଠାରୁ ଆପଣମାନେ କିପରି ସାରା ଜୀବନ…

ଆମେରିକାରେ ବ୍ୟାନ୍ ଏହି ଗ୍ୟାସ ମେଡିସିନ୍..କିନ୍ତୁ ଭାରତରେ ରହିଛି ବହୁଳ ଚାହିଦା…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତଥା ବ୍ୟବହୃତ ଗ୍ୟାସ ବା ଛାତି ପୋଡା ମେଡିସିନ୍ ରାନିଟିଡିନ୍ ଏବେ ଆମେରିକାରରେ ସଂପୂର୍ଣ୍ଣ ନିଷେଧ । ହେଲେ ଭାରତରେ ଏବେ ବି ଏହାର ଚାହିଦା ରହିଛି । ଭାରତ ବଜାରରେ ଏବେ ବି ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ହେଲେ ଏମିତି କାହିଁକି? କାହିଁକି ଦେଶର…

ଶୀତ ଦିନେ କେଉଁ ପାଣିରେ ମୁଣ୍ଡ ସଫା କରିବେ ?

ଭୁବନେଶ୍ବର: ଶୀତ ଦିନ ହେଲେ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧେଇଥାନ୍ତି । ତେବେ ମୁଣ୍ଡ ଧୋଇଲାବେଳେ ଆପଣ ଗରମ ପାଣି ବ୍ୟବହାର କରୁଛନ୍ତି କି ତେବେ ଏପରି କରନ୍ତୁ ନାହିଁ । ଚର୍ମ ବିଶେଷଜ୍ଞଙ୍କ ଅନୁସାରେ, ଗରମ ପାଣି କେଶ ପାଇଁ କ୍ଷତିକାରକ । ଗରମ ପାଣିର ବ୍ୟବହାରରେ କେଶ ଶୁଷ୍କ ଓ ରୁକ୍ଷ…

ଫେବୃଆରୀରୁ ଆୟୁଷ୍ମାନ: ଜାଣନ୍ତୁ କେମିତି କରିବେ ଆବେଦନ…

ଭୁବନେଶ୍ବର: ରାଜ୍ୟରେ ଫେବୃଆରୀରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଯୋଜନା । ଆସନ୍ତା ବର୍ଷ ଫେବୃଆରୀରୁ ରାଜ୍ୟରେ ଉଭୟ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟବାସୀ ଉପକୃତ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ…

ସକାଳୁ ତେଜପତ୍ର ପାଣି ପିଅନ୍ତୁ, ପେଟ ସମସ୍ୟା ଦୂର ହେବ

ଭୁବନେଶ୍ବର:  ଆମ ଭାରତର ରୋଷେଇଘରେ ବ୍ୟବହାର ହେଉଥିବା ମସଲା କେବଳ ପାଟି ପାଇଁ ସୁଆଦିଆ ନୁହେଁ ଦେହ ପାଇଁ ବି ଲାଭଦାୟକ । ସେହିପରି ତରକାରୀରେ ବ୍ୟବହୃତ ହେଉଥିବା ତେଜପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ତେଜପତ୍ରକୁ ସିଝାଇ ଏହାର ପାଣି ପିଇବା ଦ୍ୱାରା ଅନେକ ଉପକାର ମିଳିଥାଏ।…

ଖାଇବା ସ୍କିପ୍ କରୁଛନ୍ତି କି? ଜାଣନ୍ତୁ ମସ୍ତିଷ୍କ ଉପରେ ପଡିବାରେ ଏହି ପ୍ରଭାବ….

ଭୁବନେଶ୍ବର: ଆପଣଙ୍କର ବି ସମୟ ସମୟରେ ଖାଇବା ସ୍କିପ୍ କରିବାର ଅଭ୍ୟାସ ରହିଛି କି? କେବେ ଆପଣ ଅନୁଭବ କରିଛନ୍ତି କି ଯେ ଆପଣଙ୍କ ପେଟ ଖାଲି ରହିଲେ ଆପଣଙ୍କ ମୁଣ୍ଡ ବିନ୍ଧୁଛି? ନିଶ୍ଚିତ ଭାବେ କେବେ ନା କେବେ ଆମେ ତାହା ଅନୁଭବ କରିଛେ । ଆମେ ସମସ୍ତେ ଜଳଖିଆ ନଖାଇବାର ଖରାପ ଦିଗ ବିଷୟରେ…

ମେଦବହୁଳତାରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନ, ବିପଦରେ ଛୋଟପିଲା

ନୂଆଦିଲ୍ଲୀ : ଭାରତରେ ବଢ଼ିବାରେ ଲାଗିଛି ମେଦବହୁଳତା। ପିଲାଠୁ ବୃଦ୍ଧଙ୍କ ଯାଏ ସମସ୍ତେ ଏବେ ମେଦବହୁଳତାର ଶିକାର ହେଉଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଏହା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ବିପଜ୍ଜନକ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଟାଇପ୍-୨ ମଧୁମେହ ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ,…

ଗ୍ୟାସ,କୋଷ୍ଠକାଠିନ୍ୟ,ଏସିଡିଟି ପାଇଁ ରାମବାଣ ‘ବଜ୍ରାସାନ ‘

ଭୁବନେଶ୍ବର: ଆଜିକାଲି ଗ୍ୟାସ,କୋଷ୍ଠକାଠିନ୍ୟ,ଏସିଡିଟି ସାଧାରଣ ଭାବେ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ଏବେର ବ୍ୟସ୍ତବହୁଳ ଆରମଦାୟକ ଜୀବନଯାପନ ପ୍ରଣାଳୀ ଏହାର ମୁଖ୍ୟ କାରଣ ଅଟେ । ସେଥିପାଇଁ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବା ଜରୁରୀ ହୋଇପଡିଛି । ଜାଣିଛନ୍ତି କି, ଏହି ବଜ୍ରାସାନ…

କଦଳୀ ଭଣ୍ଡା ଖାଇଲେ ବ୍ଲଡସୁଗାର ହୁଏ ନିୟନ୍ତ୍ରିତ

ଭୁବନେଶ୍ବର: ବ୍ଲଡସୁଗାରକୁ ନିୟନ୍ତ୍ରିତ କରି ଜଣେ ସୁସ୍ଥ ଜୀବନ ଅତିବାହିତ କରି ପାରିବ । ବ୍ୟାୟାମ, ଫାଇବର ଆହାର ଏବଂ ଆଣ୍ଟିଅକ୍ସିଡାଣ୍ଟ ଖାଇବା ଦ୍ବାରା ରକ୍ତରେ ସୁଗାର ସ୍ତର ନିୟନ୍ତ୍ରଣ କରାଯାଇପାରିବ |ତେବେ ଆୟୁର୍ବେଦ ପଦ୍ଧତିରେ ମଧ୍ୟ ବ୍ଲଡସୁଗାର ଲେବଲ ଠିକ୍ କରାଯାଇ ପାରିବ । କଦଳୀ…

ଶୀତଦିନେ ପ୍ରତିଦିନ ଦୌଡ଼ିବା ଜରୁରୀ କି? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଯଦି ଆପଣ ଶରୀରର ଚର୍ବିକୁ ଶୀଘ୍ର କମେଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ଦୌଡିବା ଅଭ୍ୟାସ କରନ୍ତୁ। ଦୌଡିବା ମଧ୍ୟ ଏକ ବ୍ୟାୟାମ ଯେତିକି ସରଳ ସେତିକି ପ୍ରଭାବଶାଳୀ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଯେତେବେଳେ ଆପଣ ଦୌଡ଼ନ୍ତି, ସମଗ୍ର ଶରୀର ଗତି ହୁଏ। ଆପଣ ପ୍ରତିଦିନ କେତେ…