Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଡାଇବେଟିସ୍ ହେଲେ ସର୍ବପ୍ରଥମେ କ’ଣ କରିବା ଉଚିତ୍?

ଭୁବନେଶ୍ବର: ଡାଇବେଟିସ୍ ତଥା ମଧୁମେହ ରୋଗରେ ପୀଡିତ ଲୋକଙ୍କ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହେ ନାହିଁ, ବେଳେବେଳେ ଏହା ଅଧିକ ବଢେ ଏବଂ ବେଳେବେଳେ ଏହା ବହୁତ କମିଯାଏ । ତେବେ ଡାଇବେଟିସ୍ ଖାଦ୍ୟ ଏବଂ ଜୀବନଶୈଳୀ ସହିତ ଜଡିତ ଏକ ରୋଗ ଅଟେ । ଏହି ରୋଗରେ ପୀଡିତ ଲୋକମାନେ ସେମାନଙ୍କର…

ନଡିଆ ତେଲ କେଶ ପାଇଁ ଲାଭଦାୟକ, ଆପଣ ଜାଣନ୍ତି କି ସପ୍ତାହରେ କେତେ ଦିନ ଏହାକୁ ବ୍ୟବହାର କରିବା କଥା?

ଭୁବନେଶ୍ବର : ଶୀତ ଋତୁ ଆରମ୍ଭ ହେବା ସହିତ ଶୁଖିଲା ଚର୍ମ ସମସ୍ୟା ବଢିଯାଏ | ତାପମାତ୍ରା ଏବଂ ଆର୍ଦ୍ରତା ସ୍ତର ହ୍ରାସ ହେତୁ ଚର୍ମ ଶୁଷ୍କ ହୋଇଯାଏ | ଏହି ଋତୁରେ କେଶ ଝଡିବା ମଧ୍ୟ ଏକ ସାଧାରଣ କଥା | କିନ୍ତୁ ମୁଣ୍ଡର ଚର୍ମର ଯତ୍ନ ନେବା ଅତ୍ୟନ୍ତ ଜରୁରୀ | ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କେଶ…

ଭାରତରେ କମୁଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା: ରିପୋର୍ଟ

ନୂଆଦିଲ୍ଲୀ: ମ୍ୟାଲେରିଆକୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର । ଭାରତରେ ଧୀରେ ଧୀରେ ନିୟନ୍ତ୍ରଣ ଭିତରକୁ ଆସୁଛି ମ୍ୟାଲେରିଆ । ଦେଶରେ ୬୯ ପ୍ରତିଶତକୁ ହ୍ରାସ ପାଇଛି ମ୍ୟାଲେରିଆ । ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ପ୍ରକାଶିତ ତଥ୍ୟରେ ଏହା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ମ୍ୟାଲେରିଆ ରୋଗ…

ଶୀତ ଦିନରେ ଏପରି ନିଅନ୍ତୁ ନଖର ଯତ୍ନ..

ଭୁବନେଶ୍ବର: ଶୀତ ଋତୁରେ ନଖ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ଥଣ୍ଡା ଏବଂ ଶୁଷ୍କ ପରିବେଶରେ ଆର୍ଦ୍ରତା ଅଭାବ | ଯେଉଁଥିପାଇଁ ଚର୍ମ ଏବଂ ନଖ ଶୁଖିଯାଏ | ଏହି ଶୁଷ୍କତା ନଖକୁ ଦୁର୍ବଳ କରାଏ ଓ ଯାହା ସହଜରେ ଭାଙ୍ଗିଯାଏ | ଏହା ବ୍ୟତୀତ ଲୋକମାନେ ଶୀତଦିନେ କମ୍ ପାଣି ପିଅନ୍ତି, ଯାହା ଦ୍ବାରା ଶରୀର…

ଅତ୍ୟଧିକ କେଶ ଝଡୁଛିକି? କରନ୍ତୁ ଏହି କାମ..

ଭୁବନେଶ୍ବର: ମଣିଷର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମୁଣ୍ଡର କେଶ । ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ ସମସ୍ତଙ୍କ ପାଇଁ କେଶ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ସମସ୍ତଙ୍କୁ ସୁନ୍ଦର ଏବଂ ଗହଳିଆ କେଶ ପସନ୍ଦ । ହେଲେ ବର୍ତ୍ତମାନ ସମୟରେ କେଶ ପାଚିବା ଓ ଝଡିବା ଏକ ପ୍ରମୁଖ ସମସ୍ୟା…

ଖଜୁରୀ ଗୁଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ , ଜାଣନ୍ତୁ ଉପକାରିତା

ଭୁବନେଶ୍ବର:ଖଜୁରୀ ଗୁଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ |ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ | ଆପଣ ଆଖୁରୁ ଗୁଡ ତିଆରି ବିଷୟରେ ହଜାରେ ଥର ଶୁଣିଥିବେ | କିନ୍ତୁ ଖଜୁରୀରୁ ପ୍ରସ୍ତୁତ ଗୁଡ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ |ଖଜୁରୀ ଗୁଡ ଅନେକ ପୋଷକତତ୍ତ୍ୱରେ…

ଶରୀରରେ ଏସବୁ ଲକ୍ଷଣ ଦେଖାଗଲେ ଜାଣନ୍ତୁ ଆପଣଙ୍କ କିଡନୀ ଫେଲ୍ ହେଉଛି…

ନୂଆଦିଲ୍ଲୀ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏଥିରେ ଥିବା କୌଣସି ତ୍ରୁଟି ଆପଣଙ୍କୁ ଗୁରୁତର ଅସୁସ୍ଥ କରିପାରେ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ ମୁଖ୍ୟ ଭୂମିକା ଗ୍ରହଣ କରେ । କିଡନୀକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ, କିନ୍ତୁ ବର୍ତ୍ତମାନ ସମୟରେ ଭୁଲ…

ପୁଣି ଡରାଇଲାଣି ମହାମାରୀ, ନେଲାଣି ୭୯ ଜୀବନ 

ନୂଆଦିଲ୍ଲୀ: ପୁଣି ଡରାଇଲାଣି ମହାମାରୀ। କଙ୍ଗୋରେ ଡିଜିଜ ଏକ୍ସ ମହାମାରୀ ଏଯାବତ୍ ୭୯ ଜୀବନ ଯାଇଥିବା ସୂଚନା ମିଳିଛି । ତେବେ କାହିଁକି ହଠାତ୍ ଏହି ମହାମାରୀ ମୁଣ୍ଡ ଟେକିଛି ସେନେଇ କିଛି ସ୍ପଷ୍ଟ କାରଣ ଆସିନଥିବା ବେଳେ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ସ୍ବାସ୍ଥ୍ୟ ଅଧିକାରୀମାନେ ଏହି…

ବିଶ୍ୱ ଏଡ୍‌ସ ଦିବସ: ଭୁବନେଶ୍ୱର ଏମ୍‌ସରେ ଚିହ୍ନଟ ହୋଇଛନ୍ତି ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍

ଭୁବନେଶ୍ଵର: ଏମ୍‌ସରେ ଚିହ୍ନଟ ହୋଇଛନ୍ତି ୩୧ ଜଣ ଏଚ୍ଆଇଭି ପଜିଟିଭ୍। ଗତ ୩ ମାସ ମଧ୍ୟରେ ଭୁବନେଶ୍ୱର ଏମ୍‌ସର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟ‌ରୁ ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ…

କେତେ ତାପମାତ୍ରାରେ ବ୍ୟବହାର କରିବା ଉଚିତ୍ ଗିଜର?

ଭୁବନେଶ୍ବର: ଶୀତ ଦିନ ଆସିଗଲାଣି । ଶୀତ ଦିନେ ଆସିଲେ ଗିଜର ଓ୍ବାଟର ହିଟରର ଖୋଜା ପଡେ । ଉଷୁମ ପାଣିରେ ଗାଧୋଇବା ପାଇଁ ଅନେକ ବାଥ୍‌ରୁମ୍‌ରେ ଗିଜର ବ୍ୟବହାର କରିଥାନ୍ତି । କିନ୍ତୁ, ଆପଣ ଜାଣନ୍ତି କି, ଏହାକୁ ବ୍ୟବହାର କରିବା ସମୟରେ କିଛି କିଛି ଅସାବଧାନତା ବିଭିନ୍ନ ଦୁର୍ଘଟଣା ଏମିତିକି…