Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଆପଣ ଅତ୍ୟଧିକ ପାଣି ପିଉଛନ୍ତି କି ?

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଶୁଣିଥିବେ ଯେ ସମସ୍ତେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ୍। ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକ ପାଣି ପିଇଲେ ଦେହ ହାଇଡ୍ରେଟ୍ ରହେ। କିନ୍ତୁ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇପାରେ। ସାଧାରଣତଃ ଦେଖାଯାଏ ଯେ ଲୋକଙ୍କ ମନରେ…

ମାରାତ୍ମକ ରୋଗ କାଲାଆଜାର, ନେଇଥିଲା ହଜାର ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କାଲାଆଜାର ହେଉଛି ଏକ ସାଂଘାତିକ ଧରଣର ଲିସମାନିଆସିସ ରୋଗ l ଏହି ରୋଗ ବିହାର ସମେତ ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ବର୍ତ୍ତମାନ ଏହା ଭାରତରୁ ପ୍ରାୟ ବିଲୁପ୍ତ ହେବାକୁ ଯାଉଛି। କ୍ରମାଗତ ଦୁଇ ବର୍ଷ ହେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ରୋଗକୁ ଦୂର କରିବା ପାଇଁ…

ଶୀତଦିନେ ଗିଜର ପାଣିରେ ସ୍ନାନ କରୁଥିଲେ ସାବଧାନ! ହୋଇପାରେ ଏହି ସବୁ ସମସ୍ୟା

ଶୀତ ଋତୁ ଆସିଲାଣି। ଏହି ଋତୁରେ, ଲୋକମାନେ ପ୍ରବଳ ଥଣ୍ଡା ଠାରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି। କିଛି ଲୋକ ଏହି ଋତୁରେ ଅନେକ ଦିନ ସ୍ନାନ ନକରି ରହିଥା’ନ୍ତି, ଯେତେବେଳେ କି ଅନେକ ଲୋକ ପ୍ରତିଦିନ ଗିଜରର ଗରମ ପାଣି ଦ୍ୱାରା ସ୍ନାନ କରନ୍ତି। ଗିଜର ପାଣିରେ ଗାଧୋଇବା…

ଗନ୍ଧମାର୍ଦ୍ଦନ ଯୋଗାଇଦେବ କର୍କଟ ଭଳି ଦୁରାରୋଗର ଔଷଧ…

ସମ୍ବଲପୁର: ପୁଣି ଗବେଷଣାରେ ଆଉ ପାଦ ଆଗକୁ ଆଗେଇଛି ସମ୍ବଲପୁର ବିଶ୍ବବିଦ୍ୟାଳୟ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ତରଫରୁ ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗୃହୀତ ୧୬ ପ୍ରକାର ମିଶ୍ରିତ ଜଡ଼ିବୁଟିର ମିଶ୍ରଣରୁ ମଧୁମେହ ଔଷଧର ପେଟେଣ୍ଟ ପ୍ରସ୍ତୁତ କରାଯାଇଛି। ଏହା ସହିତ…

ମଧୁମେହ ରୋଗୀ ଛାଡିଦିଅନ୍ତୁ ଅତ୍ୟଧିକ ଚିନ୍ତା, ନଚେତ୍ ହୋଇପାରେ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା

ଯଦି ଆପଣ ଅତ୍ୟଧିକ ଚାପ ନିଅନ୍ତି ତେବେ ଏହା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଯେତେବେଳେ ଚାପ ବଢେ, ଶରୀର ଅନେକ ପ୍ରକାରର ହରମୋନ୍ ମୁକ୍ତ କରିଥାଏ, ଯାହା ରକ୍ତରେ ଗ୍ଲୁକୋଜର ପରିମାଣ ବଢାଇପାରେ। ଏହାର ଅର୍ଥ ମଧୁମେହ ରୋଗୀଙ୍କ ଉପରେ ଚାପ ଖରାପ ପ୍ରଭାବ ପକାଇପାରେ। ଯେତେବେଳେ…

କାନ୍ଦିବା ବେଳେ କାହିଁକି ନାକରୁ ବାହାରେ ପାଣି?

ଭୁବନେଶ୍ବର: ଆମେ କାନ୍ଦିବା ବେଳେ ଆମ ଆଖିରୁ ଲୁହ ବୋହିବା ସଙ୍ଗେ ସଙ୍ଗେ ଆମ ନାକରୁ ମଧ୍ୟ ପାଣି ବୋହିବା ଆମେ ସମସ୍ତେ ଲକ୍ଷ କରିଛେ । ହେଲେ କ’ଣ ଆପଣ ଜାଣନ୍ତି, ଆମେ କାନ୍ଦିବା ବେଳେ କାହିଁକି ନାକରୁ ପାଣି ବାହାରେ? କାହିଁକି ନାକ ଜାମ୍ ହୋଇଯାଏ? ଯେମିତି ଲାଗେ ସତେ ଆମକୁ ଆଉ ଥଣ୍ଡା…

ଚକୋଲେଟ୍ ଖାଉଥିଲେ ସାବଧାନ, ହୋଇପାରେ ଏହି ସବୁ ରୋଗ…

ଭୁବନେଶ୍ଵର: ଚକୋଲେଟ ଖାଇବାକୁ କାହାକୁ ବା ଭଲ ନ ଲାଗେ? ଏଭଳି ଖୁବ୍ କମ୍ ଲୋକ ଥିବେ ଯାହାଙ୍କୁ ଚକୋଲେଟ୍ ଭଲ ଲାଗୁନଥିବା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଚକୋଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଚାହିଦାକୁ ଦେଖି ବଜାରକୁ ଏବେ ବଭିନ୍ନ ଭେରାଇଟିର ଚକୋଲେଟ୍ ବି ଆସିଲାଣି । କିନ୍ତୁ ଆପଣ…

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ନୂଆଦିଲ୍ଲୀ: ଏମ୍‌ପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ମଞ୍ଜୁରୀ ମିଳିଛି।  ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା ଏହି ରୋଗକୁ ଜନସ୍ବାସ୍ଥ୍ୟ ଏମର୍ଜେନ୍ସି ଭାବରେ ଘୋଷଣା କରାଯାଇଛି। ଏହି ରୋଗରେ…

ଆପଣ ଅଧିକ ରାଗୁଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି

ଭୁବନେଶ୍ୱର: ଜଣେ ସାଧାରଣ ବ୍ୟକ୍ତିଙ୍କର ହସିବା, କାନ୍ଦିବା, ରାଗିବା, ଲାଜ କରିବା ଏସବୁ ଏକ ପ୍ରକୃତି। ମନୁଷ୍ୟଙ୍କର ଏହି ସବୁ କ୍ରିୟା ସାଧାରଣ ଅଟେ। କିନ୍ତୁ ବେଳେ ବେଳେ କିଛି ଲୋକଙ୍କୁ ସର୍ବଦା ଅତ୍ୟଧିକ କ୍ରୋଧ ଲାଗେ। ଆଉ ସେ କ୍ରୋଧକୁ ନିୟନ୍ତ୍ରଣ କରିପାରେ ନାହିଁ। କ୍ରୋଧକୁ ଆୟତ୍ତ କରିବା…

ବିଶ୍ୱ ହୃଦୟ ଦିବସ: ହାର୍ଟ ଫର ଆକ୍ସନ

ଭୁବନେଶ୍ଵର: ହୃଦ୍‌ରୋଗ (ସିଭିଡି-କାରଡିଓ ଭାସ୍କୁଲାର ଡିଜିଜ) ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱରେ ହୃତପିଣ୍ଡ ସ୍ୱାସ୍ଥ୍ୟ ସୁରକ୍ଷା କୁ ପ୍ରୋତ୍ସାହିତ କରିବା ପାଇଁ “ବିଶ୍ୱ ହୃତପିଣ୍ଡ ଦିବସ” ପ୍ରତିବର୍ଷ ସେପ୍ଟେମ୍ବର ୨୯ ରେ ପାଳନ କରାଯାଏ | ବ୍ୟକ୍ତିବିଶେଷ, ସରକାର ଏବଂ…