Latest Odisha News
Browsing Category

ସ୍ୱାସ୍ଥ୍ୟ

ଗୁପ୍ତ ଗର୍ଭବସ୍ଥା କ’ଣ?, କାହିଁକି ଗର୍ଭବତୀ ମହିଳାଙ୍କଠାରେ ନଥାଏ କୌଣସି ଲକ୍ଷଣ….

ଭୁବନେଶ୍ବର: ଗର୍ଭଧାରଣର ଅଭିଜ୍ଞତା ପ୍ରତ୍ୟେକ ମହିଳାଙ୍କ ପାଇଁ ବହୁତ ଖାସ୍ ହୋଇଥାଏ । କିନ୍ତୁ କ’ଣ ଏମିତି କେବେ ହୁଏ କି, ଯେତେବେଳେ ଜଣେ ମହିଳା ଗର୍ଭବତୀ ଥିବେ, ଆଉ ନିଜେ ଏହା ବିଷୟରେ ଆଭାସ ବି ପାଇନଥିବେ? ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି? କିନ୍ତୁ ଏବେ ବିଶ୍ୱରେ ଏପରି ଅନେକ ଘଟଣା ଘଟିଛି…

ବିଶେଷଜ୍ଞଙ୍କଠୁ ଜାଣନ୍ତୁ ବର୍ଷା ଦିନେ କାହିଁକି ହୋଇଥାଏ ଆଖି ସଂକ୍ରମଣ ? ଏଥିରୁ କେମିତି ପାଇବେ ରକ୍ଷା

ଭୁବନେଶ୍ୱର: ବର୍ଷା ଋତୁ ଗରମରୁ ଏକ ସତେଜ ଆରାମ ଆଣିଥାଏ, କିନ୍ତୁ ଏହା ସହ ଅନେକ ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟ ଆସିଥାଏ। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଯୋଗୁ ବିଭିନ୍ନ ପ୍ରକାରର ସଂକ୍ରମଣର ଆଶଙ୍କା ବଢ଼ିଯାଏ। ଏହା ମଧ୍ୟରେ ଏକ ଗୁରୁତର ସମସ୍ୟା ହେଉଛି ଆଖି ସଂକ୍ରମଣ, ଯାହା  ବର୍ଷା ଋତୁରେ…

ସକାଳୁ ସକାଳୁ ଆପଣଙ୍କଠାରେ ଦେଖାଯାଉଛି କି ଏହି ଲକ୍ଷଣ? ହୋଇଯାନ୍ତୁ ସାବଧାନ ! ନଚେତ…

ଭୁବନେଶ୍ୱର: ଉଚ୍ଚ ରକ୍ତଶର୍କରା (ହାଇ ବ୍ଲଡ ସୁଗାର) ସମସ୍ୟାକୁ ସମୟଥାଉ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ, ନଚେତ୍ ଆପଣଙ୍କ ସ୍ଵାସ୍ଥ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇପାରେ। ଆପଣଙ୍କ ଅଜାଣତରେ ଶରୀରରେ ରକ୍ତଶର୍କରା ବଢ଼ିଥାଏ । ଯାହାଦ୍ୱାରା ଶରୀରରେ କିଛି ଲକ୍ଷଣ ଦେଖାଯାଇଥାଏ । ଆସନ୍ତୁ ଜାଣିବା…

୭ ଦିନ ପରେ ବି ଯଦି ଏହି ଲକ୍ଷଣ ଦେଖାଯାଉଛି ତେବେ ସାବଧାନ !

ନୂଆଦିଲ୍ଲୀ: କର୍କଟ ରୋଗ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଯାହା ସମୟମତୋ ଚିହ୍ନଟ କରାଗଲେ ଚିକିତ୍ସା ସଫଳ ହେବାର ସମ୍ଭାବନା ବହୁଗୁଣିତ ବୃଦ୍ଧି ପାଏ। ମେଦାନ୍ତା - ଦି ମେଡିସିଟିର ରେଡିଏସନ୍ ଅଙ୍କୋଲୋଜି ବିଭାଗର ଅଧ୍ୟକ୍ଷ ଡକ୍ଟର ତେଜିନ୍ଦର କଟାରିଆଙ୍କ ମତରେ, “ଶରୀରରେ କିଛି ନିର୍ଦ୍ଦିଷ୍ଟ…

ଭାରତରେ ହୃଦରୋଗ ଔଷଧର ଚାହିଦା ୫୦% ବୃଦ୍ଧି, ହାର୍ଟ ଆଟାକରୁ ବର୍ତ୍ତିବା ପୂର୍ବରୁ ଆପଣଙ୍କ ପାଇଁ ଜରୁରୀ ସୂଚନା

ଭୁବନେଶ୍ୱର: ଭାରତରେ ଗତ ୫ ବର୍ଷରେ ହୃଦରୋଗ ସମ୍ବନ୍ଧୀୟ ଔଷଧର ଚାହିଦା ୫୦ ପ୍ରତିଶତ ବୃଦ୍ଧି ପାଇଛି। ଯାହା କେବଳ ଏକ ସ୍ୱାସ୍ଥ୍ୟ ଧାରା ନୁହେଁ, ବରଂ ଏକ ଗମ୍ଭୀର ସାର୍ବଜନୀନ ସ୍ୱାସ୍ଥ୍ୟ ଚେତାବନୀ। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ଦ୍ରୁତ ବଦଳୁଥିବା ଜୀବନଶୈଳୀ, ବୃଦ୍ଧି ପାଉଥିବା…

୨ ଲକ୍ଷ ଲୋକଙ୍କ ଜୀବନ ନେଲାଣି ଲୁଣ ! WHOର ସାଂଘାତିକ ଖୁଲାସା

ଭୁବନେଶ୍ୱର: ଆମ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଏକ ଏପରି ଉପାଦାନ, ଯାହା ବିନା ପ୍ରତ୍ୟେକ ଖାଦ୍ୟ ଅଧୁରା ଲାଗେ। ଡାଲି ହେଉ କିମ୍ବା ତରକାରୀ, ଲୁଣ ନଥିଲେ ସବୁ ଫିକା ଲାଗେ। କିନ୍ତୁ ଏହି ଲୁଣ ଯଦି ଆବଶ୍ୟକତାରୁ ଅଧିକ ଖାଇବେ, ତେବେ ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ! ହଁ, ଏହା କୌଣସି…

ମୋଟାପଣ ନେଉଛି ଜୀବନ ! ପତଳା ହେବାକୁ ରାମଦେବ ବାବା ଦେଲେ ଟିପ୍ସ

ନୂଆଦିଲ୍ଲୀ: ଆମ ଦେଶରେ ୧୦ କୋଟିରୁ ଅଧିକ ଲୋକ ନିଜକୁ ମୋଟା ନୁହେଁ ବୋଲି ଭାବୁଛନ୍ତି, ତଥାପି ସେମାନେ ମୋଟାପଣର ଶିକାର ହେଉଛନ୍ତି। ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଦେଶରେ ୪୩% ଲୋକ ଓଜନ ଅନୁଯାୟୀ ମୋଟା ନୁହନ୍ତି ଓ ଦେଖାଗଲେ ପାତଳା ଲାଗୁଛନ୍ତି। କିନ୍ତୁ…

ସାପ କାମୁଡ଼ିବାର କେତେ ଘଣ୍ଟା ମଧ୍ୟରେ ମଣିଷର ମୃତ୍ୟୁ ହୋଇଥାଏ ? ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବିଶ୍ୱରେ ହଜାର ହଜାର ପ୍ରଜାତିର ସାପ ରହିଛନ୍ତି, ଯେଉଁମାନେ ନିଜ ନିଜର ବିଶେଷତା ଓ ବିପଦ ସ୍ତର ପାଇଁ ଜଣାଶୁଣା। କେତେକ ସାପ ଅତ୍ୟନ୍ତ ବିଷାକ୍ତ ହୋଇଥିବା ବେଳେ ଅନ୍ୟ କେତେକ ବିଷାକ୍ତ ନୁହନ୍ତି। କିନ୍ତୁ ଯେତେବେଳେ ସାପ କାମୁଡ଼ିବାର ଘଟଣା ଘଟେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ…

ଏହି ବ୍ଲଡ୍ ଗ୍ରୁପ୍ ଲୋକ ହୋଇଯାନ୍ତୁ ସାବଧାନ ! ନହେଲେ ହୋଇପାରେ ହାର୍ଟ ଆଟାକ୍

ଭୁବନେଶ୍ୱର: ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ବ୍ଲଡ୍ ଗ୍ରୁପ୍ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବଡ଼ ପ୍ରଭାବ ପକାଇପାରେ? ନିକଟରେ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନରୁ ଜଣାପଡ଼ିଛି ଯେ A, B କିମ୍ବା AB ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କୁ ହୃଦଘାତ ଏବଂ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା…

ଜୀବନ ନେଉଛି କି କରୋନା ଟୀକା?, ସ୍ପଷ୍ଟିକରଣ ରଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ….

ନୂଆଦିଲ୍ଲୀ: କରୋନା ଭ୍ୟାକସିନକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ବର୍ତ୍ତମାନ ଯୁବକଙ୍କଠାରେ ହୃଦଘାତର ଆଶଙ୍କା ଅଧିକ ଦେଖାଦେଇଛି । ଯାହାକି କୋଭିଡ୍ ଭ୍ୟାକସିନ୍ ନେବା ପରଠାରୁ ଅଧିକ ହେଉଥିବା କୁହାଯାଉଛି । ଏନେଇ ପୂର୍ବରୁ ଦାବି ହେଉଥିବା ବେଳେ ଏବେ କର୍ଣ୍ଣାଟକ ସରକାର…