Latest Odisha News
Browsing Category

ସ୍ୱାସ୍ଥ୍ୟ

ବ୍ରେନ ଟ୍ୟୁମର କାହିଁକି ହୁଏ?

ଭୁବନେଶ୍ବର: ବ୍ରେନ ଟ୍ୟୁମର ହେଲେ ମସ୍ତିଷ୍କ କୋଷିକାଗୁଡିକ ଅସ୍ବାଭାବିକ ଭାବେ ବୃଦ୍ଧି ହୋଇଥାଏ । ଏହି ଗମ୍ଭୀର ରୋଗ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କମାନଙ୍କ ମଧ୍ୟରେ ଦେଖାଯାଇପାରେ । ତେବେ ବ୍ରେନ ଟ୍ୟୁମର ହେଲେ କ୍ୟାନ୍ସର ହେବାର ଆଶଙ୍କା ବଢିଯାଏ । ଜାଣି ରଖନ୍ତୁ ବ୍ରେନ ଟ୍ୟୁମର ଦୁଇ…

ଖାଲି ପେଟରେ ଖାଆନ୍ତୁ ରସୁଣ;ଦୂର ହେବ ମାଂସପେଶୀ ଯନ୍ତ୍ରଣା

ଭୁବନେଶ୍ବର: ଆମ ଭାରତର ରୋଷେଇ ଘରେ ବ୍ୟବହାର ହେଉଥିବା ମସଲାମାନଙ୍କରେ ଅନେକ ଔଷଧୀୟ ଗୁଣ ରହିଛି । ସେଥିମଧ୍ୟରୁ ରସୁଣ ଅନ୍ୟତମ । ଏହି ରସୁଣ ଆମ ଶରୀର ପାଇଁ ବେଶ ଉପଯୋଗୀ । ଏହି ରସୁଣ ଖାଦ୍ୟର ସ୍ବାଦକୁ ଯେପରି ବଢାଇଦେଇଥାଏ ସେପରି ଶରୀର ପାଇଁ ବି ବହୁତ ଲାଭଦାୟକ । ତେବେ ଜାଣିଛନ୍ତି ଖାଲି…

ଭିଟାମିନ୍ ଡି’ ଅଭାବରୁ କାହିଁକି ଦୁର୍ବଳ ହୁଏ ହାଡ? ବୟସ ବୃଦ୍ଧି ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ: ଆପଣମାନେ ପିଲାଦିନେ ନିଶ୍ଚୟ ଶୁଣିଥିବେ ଯେ ଯଦି ଆମେ ଖରାରେ ବସିବା, ତେବେ ଆମର ହାଡ଼ ମଜବୁତ ରହିବ । ସେତେବେଳେ, ଆମେ ଭାବୁଥିଲୁ ଯେ ଏହା କେବଳ ଏପରି କୁହାଯାଉଛି, କିନ୍ତୁ ବୟସ ବଢ଼ିବା ସହିତ, ଆମେ ଶରୀର ବିଷୟରେ ଅନେକ କଥା ବୁଝିବା ଆରମ୍ଭ କରୁ । ବିଶେଷକରି ଯେତେବେଳେ ହଠାତ୍…

ଶରୀରରେ ଲିଭର ଖରାପ ହେବା କେବେଠୁ ଆରମ୍ଭ ହୁଏ? କ’ଣ ଏହାର ଲକ୍ଷଣ..

ନୂଆଦିଲ୍ଲୀ: ଆପଣ କେବେ ନା କେବେ ଶୁଣିଥିବେ ଯେ କାହାର ଲିଭର ଖରାପ ହୋଇଛି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା କିପରି ଆରମ୍ଭ ହୁଏ? ଆମ ଶରୀର ପୂର୍ବରୁ କୌଣସି ସଙ୍କେତ ଦେଇଥାଏ କି? ପ୍ରାୟତଃ ଆମେ ଛୋଟ ଛୋଟ ଶାରୀରିକ ସମସ୍ୟାକୁ ସାମାନ୍ୟ ଭାବି ଅଣଦେଖା କରିଦେଉ, କିନ୍ତୁ ପରେ ସେଗୁଡ଼ିକ ଏକ…

ଔଷଧୀୟ ଗୁଣରେ ଭରପୁର ଅଶ୍ଵଗନ୍ଧା

ଭୁବନେଶ୍ୱର: ଆପଣ ମାନେ ପ୍ରାୟତଃ ଆୟୁର୍ବେଦିକ ବହି ବା ଔଷଧରେ ଅଶ୍ଵଗନ୍ଧା ନା ଶୁଣିବାକୁ ପାଇଥିବେ । ଆଉ ଏହା ମଧ୍ୟ ଶୁଣିବାକୁ ପାଇଥିବେ ଯେ ଏହାକୁ ବ୍ୟବହାର କରିବା ଦ୍ଵାରା ମଣିଷ ଜୀବନ ସବୁଦିନ ପାଇଁ ବଦଳି ଯାଇଥାଏ । ତେବେ ଅଶ୍ଵଗନ୍ଧା ଯେତେ ଲାଭକାରୀ ଓ ଗୁଣକାରୀ ହୋଇଥାଏ ସେତିକି ସାବଧାନ…

ମାରୁଛି ଅସହ୍ୟ ତାତି: ଟାଣ ଖରାରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ…

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ ତାତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ । ଆଜି ବି ପ୍ରବଳ ଖରା । ଦିନ ୮ଟାରୁ ଶରୀରରେ ଯେମିତି ଟାଉଁ ଟାଉଁ ହେଇ ବାଜୁଛି । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ଆଶଙ୍କା ରହିଛି । ଯେଉଁଥିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ ।…

ଏହି ଲକ୍ଷଣ ଥିଲେ ଜାଣିବେ କିଡନୀରେ ଷ୍ଟୋନ ହେଇଛି..

ଭୁବନେଶ୍ବର: ଆଜିକାଲି କିଡନୀ ଷ୍ଟୋନ ସମସ୍ୟା ବଢିବାକୁ ଲାଗିଲାଣି । ଏହି ସମସ୍ୟା ହେଲେ ଯନ୍ତ୍ରଣା ଅସହ୍ୟ ହୋଇଥାଏ । କିଡନୀ ଆମ ଶରୀରରୁ ଖାଦ୍ୟ ଏବଂ ପାନୀୟରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ ସାହାଯ୍ୟ କରେ । କିନ୍ତୁ ଯେତେବେଳେ ଏହି ବିଷାକ୍ତ ପଦାର୍ଥଗୁଡ଼ିକ କିଡନୀରୁ…

ତ୍ୱଚାରେ ବ୍ରଣ ଓ ଦାଗ: ଭିଟାମିନ୍‌ ଅଭାବ ନୁହେଁ ମୂଳ ସମସ୍ୟା ହେଉଛି …

ମୁହଁ କେମିତି ଟିକେ ସଫା ଦେଖା ଯାଉଥିବ ଆଉ ଦାଗ ନଥିବା ଏହା ସମସ୍ତଙ୍କ ଇଚ୍ଛା । ମାତ୍ର ତ୍ୱଚାରେ ବ୍ରଣ ଓ ଦାଗ ଦେଖାଦେଲେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ । ସାଧାରଣତଃ ଏହାର ମୂଳ କାରଣ ଭାବେ ଭିଟାମିନ୍‌ ଅଭାବକୁ ଦାୟୀ କରାଯାଏ ଓ ଏହାର ସମାଧାନ ପାଇଁ ଲୋକେ ଭିଟାମିନ୍‌ ସି, ଏ ଓ…

ଅଧିକ ହାଇଡ୍ରେସନ୍ ଓ ମଜଭୁତ ତ୍ୱଚା ପାଇଁ ଖରାଦିନେ ଏମିତି ଖାଆନ୍ତୁ ଚିଆ ସିଡ୍….

ଭୁବନେଶ୍ବର: ଚିଆ ସିଡ୍; ଶରୀରକୁ ସତେଜ, ଏବଂ ହାଇଡ୍ରେଟ୍ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଏହି ଚିଆ ସିଡ୍ ଗୁଡିକ ଛୋଟ ସତ, କିନ୍ତୁ ହାଇଡ୍ରେସନ୍ ଏବଂ ତ୍ୱଚା ଯତ୍ନ କ୍ଷେତ୍ରରେ ଏହା ସେତିକି ପ୍ରଭାବଶାଳୀ ମଧ୍ୟ । ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକିୟାରେ ଏହାକୁ ଗ୍ରହଣ କରିଥାନ୍ତି ।…

ପାଣି ପିଇବାକୁ ନେଇ ଏହି ୫ଟି ଭୁଲ କରୁଛନ୍ତି କି? ଜାଣନ୍ତୁ କଣ ପଡିବ ପ୍ରଭାବ..

ନୂଆଦିଲ୍ଲୀ: ପାଣି ଆମ ଜୀବନ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ଆପଣ ଜାଣିଥିବ ଯେ ଶରୀର ଏବଂ ପୃଥିବୀ ଉଭୟର ୬୦ ରୁ ୭୦ ପ୍ରତିଶତ ପାଣିରେ ଗଠିତ । କିନ୍ତୁ ଶରୀରରେ ଥିବା ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ପୃଥିବୀରେ ଥିବା ଅତିରିକ୍ତ ପାଣି ପିଇବା ପାଇଁ ଉପଯୋଗୀ ନୁହେଁ, ଅର୍ଥାତ୍…