Latest Odisha News

BREAKING NEWS

Browsing Category

ରାଜନୀତି

BJD leaders meeting: ପ୍ରମିଳା ମଲ୍ଲିକଙ୍କ ଘରେ ବିଜେଡି ନେତାଙ୍କ ମେଳି, ଚାଲିଛି କିଛି ବଡ଼ ଆଲୋଚନା….

ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ ବିଜୁ ଜନତା ଦଳ କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା, ଆଲୋଚନା । ନୂଆବର୍ଷ ପୂର୍ବରୁ ବିଜେଡ଼ି ନେତାଙ୍କ ବିଭିନ୍ନ ସ୍ଥାନରେ ଭୋଜି-ଭାତର ଆସର କରି ମେଳି ବାନ୍ଧି ରାଜ୍ୟ ରାଜନୀତିକୁ ସରଗରମ କରିଥିଲେ । ଆଉ ଆଜି ପୁଣି ଏକ ମେଳି ହୋଇଛି ଯାହା ସାମ୍ନାକୁ…

Venezuela Crisis: ଆମେରିକାର ଭେନେଜୁଏଲା ଉପରେ ଆକ୍ରମଣ ଓ ଆନ୍ତର୍ଜାତୀୟ ଆଇନ କ’ଣ କହୁଛି?

କାରାକାସ୍: ଦକ୍ଷିଣ ଆମେରିକାର ତେଲ ସମ୍ପନ୍ନ ଦେଶ ଭେନେଜୁଏଲାରେ ରାଜନୈତିକ ସଙ୍କଟ ଏବେ ଏକ ଆନ୍ତର୍ଜାତୀୟ ଯୁଦ୍ଧର ରୂପ ନେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଏହି ସଙ୍କଟକୁ ଏକ ସୁଯୋଗ ଭାବରେ ଗ୍ରହଣ କରିଛନ୍ତି। ମାଦୁରୋଙ୍କୁ ମାଦକ ଦ୍ରବ୍ୟ ଚୋରାଚାଲାଣର ଅଭିଯୋଗରେ ଆମେରିକା…

odisha politics: ମୋକିମଙ୍କ ଆଞ୍ଚଳିକ ଦଳ ହେଲେ ପୁରୁଣା ଦଳ କିଏ ଛାଡ଼ିବେ,୩ ଦଳରେ ସନ୍ଦେହର ବାତାବରଣ

ଭୁବନେଶ୍ବର: -ଗୋଟିଏ ପୋଷ୍ଟର ଦୋହଲାଇ ଦେଲା କଂଗ୍ରେସ ଦଳକୁ -ବର୍ଷ ଆରମ୍ଭରୁ କଂଗ୍ରେସକୁ ଝଟକା -କଂଗ୍ରେସକୁ ଜବାବ ଦେଲେ ବାପା-ଝିଅ! -ବାପାଙ୍କୁ ଅପମାନର ପ୍ରତିଶୋଧ ନେବେ ସୋଫିଆ…  ଉଠୁଛି ପଡ଼ୁଛି କଂଗ୍ରେସ ଦଳ ନୂଆବର୍ଷ ଆରମ୍ଭରୁ ଓଡ଼ିଶା ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ଗତ କିଛି…

political equation change: ଟିଏମସିକୁ ବଡ଼ ଝଟକା, କଂଗ୍ରେସରେ ଯୋଗଦେଲେ ଟିଏମସି ସାଂସଦ ମୌସମ ନୁର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି। ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଲା ।ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ମୌସମ ବେନଜିର ନୁର ଆନୁଷ୍ଠାନିକ ଭାବରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ୨୦୨୬ ବିଧାନସଭା ନିର୍ବାଚନ…

ନୂଆ ସିଏସ୍‌ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ଟାସ୍କ

ଭୁବନେଶ୍ବର: ନୂଆ ବର୍ଷରେ ଶାସନ-ପ୍ରଶାସନକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଜନା କରିଛନ୍ତି। ଶାସନ-ପ୍ରଶାସନକୁ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଏକ ୧୫ ଦଫା ନିର୍ଦ୍ଦେଶାବଳି…

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ଓଡ଼ିଶାରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଚଳିତ ବର୍ଷ ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ସେ ଏହି ଅବସରରେ ଏକ ବିଶାଳ ମହିଳା ସମାବେଶକୁ ସମ୍ବୋଧିତ କରିବାର ସମ୍ଭାବନା ରହିଛି। ଗୁରୁବାର ଏନେଇ ସୂଚନା…

Yunus government: ଚିନ୍ତାରେ ୟୁନୁସ ସରକାର, ଜଣେ ପରେ ଜଣେ ନେତା ଦଳରୁ ଦେଉଛନ୍ତି ଇସ୍ତଫା

ନୂଆଦିଲ୍ଲୀ: ବାଂଲାଦେଶରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଭିତରେ ସବୁକିଛି ଠିକ୍ ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ ସରକାର ଦ୍ୱିତୀୟ ଥର ପାଇଁ ବଡ଼ ଝଟକା ଭୋଗିଛି। ସ୍ୱାସ୍ଥ୍ୟ ପରାମର୍ଶଦାତା ସୟଦୁର ରହମାନ ତାଙ୍କ ପଦବୀରୁ ଇସ୍ତଫା…

ଓଡ଼ିଶା ଭଳି ପଶ୍ଚିମବଙ୍ଗରେ ମୁଖ୍ୟ ଶାସନ ସଚିବ ହେଲେ ଜଣେ ମହିଳା

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ୍ ଅଧିକାରୀ ନନ୍ଦିନୀ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟ ସଚିବ ଭାବେ ନିଯୁକ୍ତ। ବୁଧବାର ସନ୍ଧ୍ୟାରେ ରାଜ୍ୟ ସଚିବାଳୟ ନବାନ୍ନରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ବିଦାୟୀ ମୁଖ୍ୟ ସଚିବ ମନୋଜ ପନ୍ତଙ୍କୁ ମୁଖ୍ୟମନ୍ତ୍ରୀ ମମତା…

ଖାଲିଦା ଜିଆଙ୍କ ପୁଅ ସହ ସାକ୍ଷାତ କଲେ ଜୟଶଙ୍କର; ଦେଲେ ମୋଦିଙ୍କ ପତ୍ର…

ନୂଆଦିଲ୍ଲୀ: ୩ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବୁଧବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଢାକାରେ ପହଞ୍ଚିଛନ୍ତି। ସେଠାରେ ସେ ଖାଲିଦା ଜିଆଙ୍କ ପୁଅ ତଥା କାର୍ଯ୍ୟକାରୀ ବିଏନପି ଅଧ୍ୟକ୍ଷ ତାରିକ ରହମାନଙ୍କୁ ଭେଟି…

ନୀରଜ ଚୋପ୍ରାଙ୍କ ବିବାହ ରିସେପ୍ସନରେ ପ୍ରଧାନମନ୍ତ୍ରୀ ମୋଦି…

ନୂଆଦିଲ୍ଲୀ: ୨୦୨୫ ଆରମ୍ଭରେ ଅର୍ଥାତ୍ ଜାନୁଆରୀ ମାସରେ ନୀରଜ ଚୋପ୍ରା ହିମାନୀ ମୋର ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଦିଲ୍ଲୀର ଦି ଲୀଲା ପ୍ୟାଲେସରେ ଆୟୋଜିତ ବିବାହ ରିସେପ୍ସନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୂଚନା ଅନୁଯାୟୀ,…